Home 🎬 Bollywood 🎵 Pakistani 🎤 English Pop

Shikari Shikari Tu Emiti Shikari

👤 Anuradha Paudwal 🎼 Swapna Sagar (Original Motion Picture Soundtrack) ⏱️ 2:53
🎵 2317 characters
⏱️ 2:53 duration
🆔 ID: 7720750

📜 Lyrics

ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ
ମୋତେ ପାରୁନୁ କି ଧରି, ଆହା

ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?

ଆରେ, ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ, କାରିଗରୀ
ତୋର କାରିଗରୀ

ଶିକାରୀ ଶିକାରୀ ତୁ ଏମତି ଶିକାରୀ

ଆହା, ଆଖିକୁ ମାରିବୁ ଯଦି ରଖୁବୁ ବାକି
ପାରିବି ଯେମିତି ତୋତେ ଥରୁଟେ ଦେଖି
ଆହା, କାନକୁ ମାରିବୁ ଯଦି ରଖିବୁ ପ୍ରାଣ
ଶୁଣିବି ଯେମିତି ଥରେ ତୋହରି ନାମ

ଛାତିକୁ ମାରିବୁ ଯଦି ଦେ ରେ ମାରି, ଦେ ରେ ମାରି

ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ

ଏ ତୀର ତୋ କିଛି ନୁହେଁ ସେ ତୀର ଆଗେ
ରକତର ମାଗେ ଯିଏ ସେନେହ ମାଗେ
ଏ ତୀର ତ ବାଜିଲେ ବି ଯିବିନି ମରି
ସେ ତୀର ତୋ ଛୁଇଁଦେଲେ ଯିବି ମୁଁ ଥରି

ସେ ତୀର ମୋ ନିଶା ଅବା ଯିବ ମରି, ଯିବ ମରି

ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ

ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?

ଆରେ, ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ, କାରିଗରୀ
ତୋର କାରିଗରୀ

ଶିକାରୀ ଶିକାରୀ ତୁ ଏମତି ଶିକାରୀ
ଶିକାରୀ ଶିକାରୀ ତୁ ଏମତି ଶିକାରୀ

⏱️ Synced Lyrics

[00:12.83] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[00:17.38] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[00:21.64] ମୋତେ ପାରୁନୁ କି ଧରି, ଆହା
[00:25.81] ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
[00:30.12] ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
[00:34.13] ଆରେ, ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ, କାରିଗରୀ
[00:38.58] ତୋର କାରିଗରୀ
[00:40.67] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[00:44.98]
[01:06.35] ଆହା, ଆଖିକୁ ମାରିବୁ ଯଦି ରଖୁବୁ ବାକି
[01:12.49] ପାରିବି ଯେମିତି ତୋତେ ଥରୁଟେ ଦେଖି
[01:17.13] ଆହା, କାନକୁ ମାରିବୁ ଯଦି ରଖିବୁ ପ୍ରାଣ
[01:23.18] ଶୁଣିବି ଯେମିତି ଥରେ ତୋହରି ନାମ
[01:27.06] ଛାତିକୁ ମାରିବୁ ଯଦି ଦେ ରେ ମାରି, ଦେ ରେ ମାରି
[01:33.16] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[01:37.53] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[01:41.77]
[01:57.06] ଏ ତୀର ତୋ କିଛି ନୁହେଁ ସେ ତୀର ଆଗେ
[02:01.55] ରକତର ମାଗେ ଯିଏ ସେନେହ ମାଗେ
[02:05.60] ଏ ତୀର ତ ବାଜିଲେ ବି ଯିବିନି ମରି
[02:09.56] ସେ ତୀର ତୋ ଛୁଇଁଦେଲେ ଯିବି ମୁଁ ଥରି
[02:13.77] ସେ ତୀର ମୋ ନିଶା ଅବା ଯିବ ମରି, ଯିବ ମରି
[02:19.51] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[02:23.78] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[02:27.95] ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
[02:32.02] ମୋତେ ପାରୁନୁ କି ଧରି? କି ପାରୁନୁ କି ମାରି?
[02:36.13] ଆରେ, ନିଶାଣ ଭେଦିଲେ ଜାଣିବି ସିନା ମୁଁ ତୋର କାରିଗରୀ, କାରିଗରୀ
[02:40.11] ତୋର କାରିଗରୀ
[02:42.37] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[02:46.19] ଶିକାରୀ ଶିକାରୀ ତୁ ଏମତି ଶିକାରୀ
[02:50.79]

⭐ Rate These Lyrics

Average: 0.0/5 • 0 ratings