Home 🎬 Bollywood 🎵 Pakistani 🎤 English Pop

Jagabandhu Pari

👤 Bhikari Bal 🎼 Jagannath Janana - Vol 6 ⏱️ 4:34
🎵 2073 characters
⏱️ 4:34 duration
🆔 ID: 7743708

📜 Lyrics

ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ଚଉଦ ଭୁବନ ବାରତା ଜାଣନ୍ତି
ଚଉଦ ଭୁବନ ବାରତା ଜାଣନ୍ତି
ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ

ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
ଅକୃର ଆଣିନ ଗଲା ତ

ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
ଚତୁର୍ଭୁଜ ହେଲେ ଅନନ୍ତ, ନାହିଁ ନାହିଁ ତ

ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
କୋଟିବସ୍ତ୍ର ଦିଆଇଲେ ତ

ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ
ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ
ଘଣ୍ଟ ଘୋଡ଼ାଇ ରଖିଲେ ତ, ନାହିଁ ନାହିଁ ତ

ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
ନାଶନେ ଆରତି ଆରତ

କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
ପଦ୍ମପାଦ ଚିତ୍ତେ ଧ୍ୟାୟୀ ତ, ନାହିଁ ନାହିଁ ତ

ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
ନାହିଁ ନାହିଁ ତ, ନାହିଁ ନାହିଁ ତ

⏱️ Synced Lyrics

[00:19.26] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[00:31.09] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[00:41.93] ଚଉଦ ଭୁବନ ବାରତା ଜାଣନ୍ତି
[00:49.87] ଚଉଦ ଭୁବନ ବାରତା ଜାଣନ୍ତି
[00:55.96] ଚକ୍ରରେ ଛେଦନ୍ତି ଆରତ, ନାହିଁ ନାହିଁ ତ
[01:04.75] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[01:16.16]
[01:34.44] ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ
[01:40.46] ଅକୃର ଆଣିନ ଗଲା ତ
[01:47.04] ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
[01:53.50] ଗାଈ ଦୁହୁଁ ଦୁହୁଁ, କେଶ ଫିଟିଗଲା
[01:59.17] ଚତୁର୍ଭୁଜ ହେଲେ ଅନନ୍ତ, ନାହିଁ ନାହିଁ ତ
[02:07.48] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[02:18.88]
[02:31.81] କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା
[02:37.69] କୋଟିବସ୍ତ୍ର ଦିଆଇଲେ ତ
[02:43.65] ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ
[02:50.42] ଭାରତ ଯୁଦ୍ଧରେ, ଧରତିଆ ପକ୍ଷୀ
[02:56.33] ଘଣ୍ଟ ଘୋଡ଼ାଇ ରଖିଲେ ତ, ନାହିଁ ନାହିଁ ତ
[03:04.41] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[03:14.68]
[03:30.48] ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ
[03:36.50] ନାଶନେ ଆରତି ଆରତ
[03:42.30] କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
[03:48.90] କହେ ଦୀନକୃଷ୍ଣ ଦାସ ସେ ଶ୍ରୀକୃଷ୍ଣ
[03:54.73] ପଦ୍ମପାଦ ଚିତ୍ତେ ଧ୍ୟାୟୀ ତ, ନାହିଁ ନାହିଁ ତ
[04:02.83] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[04:11.98] ଜଗବନ୍ଧୁ ପରି ଜଣେ ସାମନ୍ତ, ନାହିଁ ନାହିଁ ତ
[04:21.26] ନାହିଁ ନାହିଁ ତ, ନାହିଁ ନାହିଁ ତ
[04:28.84]

⭐ Rate These Lyrics

Average: 0.0/5 • 0 ratings