Home 🎬 Bollywood 🎵 Pakistani 🎤 English Pop

Bhagya Thile Karibu

👤 Bhikari Bal 🎼 Bhikari Balanka Bhabapurna Gita-2 ⏱️ 4:58
🎵 2428 characters
⏱️ 4:58 duration
🆔 ID: 7743998

📜 Lyrics

ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

ନରେନ୍ଦ୍ର ଜଳରେ ଯାଇ
ନରେନ୍ଦ୍ର ଜଳରେ ଯାଇ
କରିବି ସ୍ନାହାନ

ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ
ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ
ବଡ଼ଦାଣ୍ଡ ରେଣୁ ନେଇ ବୋଳିବି ମଥାରେ
ପ୍ରସାଦ ମାଗି ଖାଇବି ଆନନ୍ଦ ବଜାରେ

ସାଧୁସନ୍ଥ ମେଳେ ବସି
ସାଧୁସନ୍ଥ ମେଳେ ବସି
ଗାଇବି ଭଜନ

ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

ସନ୍ଧ୍ୟାଆଳତି ବେଳାରେ ତୋହରି ଛାମୁରେ
ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ
ସନ୍ଧ୍ୟାଆଳତି ବେଳାରେ ତୋହରି ଛାମୁରେ
ଦେଖିବି କଳା ଶ୍ରୀମୁଖ ଗରୁଡ଼ ପଛରେ

ମାଗିବି ଏ ଅଧମ କୁ
ମାଗିବି ଏ ଅଧମ କୁ
ଦିଅ ହେ ଶରଣ

ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

ନରେନ୍ଦ୍ର ଜଳରେ ଯାଇ
ନରେନ୍ଦ୍ର ଜଳରେ ଯାଇ
କରିବି ସ୍ନାହାନ

ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ
ଭାଗ୍ୟ ଥିଲେ କରିବି ମୁଁ ଶ୍ରୀକ୍ଷେତ୍ର ଦର୍ଶନ

⭐ Rate These Lyrics

Average: 0.0/5 • 0 ratings