E Samaya
🎵 1721 characters
⏱️ 3:58 duration
🆔 ID: 7780787
📜 Lyrics
ଏ ସମୟଟା ତାକୁ ଦେଖି ରହିଯାଇଛି
ମୋ ହୃଦୟରେ ତା ଛବି ଆଙ୍କିଦେଇଛି
ମୁଁ କହିବାକୁ କେତେ କଥା ଭାବି ରଖିଛି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
କେତେ ଯେ ଆଶଙ୍କା ଆସେ ମନେ
କେମିତି କହିବି ତାକୁ ଦିନେ?
ଅବୁଝା ମନ ବି ଭାବେ କିଛି
କାଳେ ସେ କହିବ ଆଉ କିଛି
ସାଙ୍ଗ ମେଳରେ ତାକୁ ଦେଖି, ଖାଲି ଟିକେ ଚାହିଁଦିଏ
ମନ ବୁଝେନା ଏତିକିରେ, ଆଉ ଟିକେ ପାଖେ ଯାଏ
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
ସରୁନି ଅପେକ୍ଷା ଅଛି ଚାହିଁ
ଝୁରୁଛି ହୃଦୟ ତା' ପାଇଁ
ଅଜଣା ଭାବନା କିଛି ଖୋଜେ
ପ୍ରେମର ସ୍ପନ୍ଦନେ ମୁଁ ଯେ ଭିଜେ
ଏବେ ହସୁଛି ମୋତେ ଦେଖି, ସତେ ମୁଁ ତା ମନଲାଖି
ଭାବି ପାରେନା କହିବାକୁ, ଜଣେଇଦିଏ ମୋ ଆଖି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
ମୋ ହୃଦୟରେ ତା ଛବି ଆଙ୍କିଦେଇଛି
ମୁଁ କହିବାକୁ କେତେ କଥା ଭାବି ରଖିଛି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
କେତେ ଯେ ଆଶଙ୍କା ଆସେ ମନେ
କେମିତି କହିବି ତାକୁ ଦିନେ?
ଅବୁଝା ମନ ବି ଭାବେ କିଛି
କାଳେ ସେ କହିବ ଆଉ କିଛି
ସାଙ୍ଗ ମେଳରେ ତାକୁ ଦେଖି, ଖାଲି ଟିକେ ଚାହିଁଦିଏ
ମନ ବୁଝେନା ଏତିକିରେ, ଆଉ ଟିକେ ପାଖେ ଯାଏ
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
ସରୁନି ଅପେକ୍ଷା ଅଛି ଚାହିଁ
ଝୁରୁଛି ହୃଦୟ ତା' ପାଇଁ
ଅଜଣା ଭାବନା କିଛି ଖୋଜେ
ପ୍ରେମର ସ୍ପନ୍ଦନେ ମୁଁ ଯେ ଭିଜେ
ଏବେ ହସୁଛି ମୋତେ ଦେଖି, ସତେ ମୁଁ ତା ମନଲାଖି
ଭାବି ପାରେନା କହିବାକୁ, ଜଣେଇଦିଏ ମୋ ଆଖି
ମୁଁ ତାକୁ ଦେଖି ସବୁ ଭୁଲିଗଲି
ନା ମୁଁ କଥା କିଛି କହିପାରିଲି
ମୁଁ ତା ହସରେ ହଜିଗଲି, ହଜିଗଲି
⏱️ Synced Lyrics
[00:29.81] ଏ ସମୟଟା ତାକୁ ଦେଖି ରହିଯାଇଛି
[00:39.06] ମୋ ହୃଦୟରେ ତା ଛବି ଆଙ୍କିଦେଇଛି
[00:48.16] ମୁଁ କହିବାକୁ କେତେ କଥା ଭାବି ରଖିଛି
[00:57.35] ମୁଁ ତାକୁ ଦେଖି ସବୁ ଭୁଲିଗଲି
[01:01.61] ନା ମୁଁ କଥା କିଛି କହିପାରିଲି
[01:06.37] ମୁଁ ତା ହସରେ ହଜିଗଲି, ହଜିଗଲି
[01:14.73]
[01:32.22] କେତେ ଯେ ଆଶଙ୍କା ଆସେ ମନେ
[01:36.89] କେମିତି କହିବି ତାକୁ ଦିନେ?
[01:41.43] ଅବୁଝା ମନ ବି ଭାବେ କିଛି
[01:45.92] କାଳେ ସେ କହିବ ଆଉ କିଛି
[01:50.07] ସାଙ୍ଗ ମେଳରେ ତାକୁ ଦେଖି, ଖାଲି ଟିକେ ଚାହିଁଦିଏ
[01:59.49] ମନ ବୁଝେନା ଏତିକିରେ, ଆଉ ଟିକେ ପାଖେ ଯାଏ
[02:08.90] ମୁଁ ତାକୁ ଦେଖି ସବୁ ଭୁଲିଗଲି
[02:13.11] ନା ମୁଁ କଥା କିଛି କହିପାରିଲି
[02:17.92] ମୁଁ ତା ହସରେ ହଜିଗଲି, ହଜିଗଲି
[02:25.81]
[02:55.12] ସରୁନି ଅପେକ୍ଷା ଅଛି ଚାହିଁ
[02:59.80] ଝୁରୁଛି ହୃଦୟ ତା' ପାଇଁ
[03:04.59] ଅଜଣା ଭାବନା କିଛି ଖୋଜେ
[03:09.16] ପ୍ରେମର ସ୍ପନ୍ଦନେ ମୁଁ ଯେ ଭିଜେ
[03:13.06] ଏବେ ହସୁଛି ମୋତେ ଦେଖି, ସତେ ମୁଁ ତା ମନଲାଖି
[03:22.54] ଭାବି ପାରେନା କହିବାକୁ, ଜଣେଇଦିଏ ମୋ ଆଖି
[03:31.81] ମୁଁ ତାକୁ ଦେଖି ସବୁ ଭୁଲିଗଲି
[03:36.47] ନା ମୁଁ କଥା କିଛି କହିପାରିଲି
[03:41.11] ମୁଁ ତା ହସରେ ହଜିଗଲି, ହଜିଗଲି
[03:50.42]
[00:39.06] ମୋ ହୃଦୟରେ ତା ଛବି ଆଙ୍କିଦେଇଛି
[00:48.16] ମୁଁ କହିବାକୁ କେତେ କଥା ଭାବି ରଖିଛି
[00:57.35] ମୁଁ ତାକୁ ଦେଖି ସବୁ ଭୁଲିଗଲି
[01:01.61] ନା ମୁଁ କଥା କିଛି କହିପାରିଲି
[01:06.37] ମୁଁ ତା ହସରେ ହଜିଗଲି, ହଜିଗଲି
[01:14.73]
[01:32.22] କେତେ ଯେ ଆଶଙ୍କା ଆସେ ମନେ
[01:36.89] କେମିତି କହିବି ତାକୁ ଦିନେ?
[01:41.43] ଅବୁଝା ମନ ବି ଭାବେ କିଛି
[01:45.92] କାଳେ ସେ କହିବ ଆଉ କିଛି
[01:50.07] ସାଙ୍ଗ ମେଳରେ ତାକୁ ଦେଖି, ଖାଲି ଟିକେ ଚାହିଁଦିଏ
[01:59.49] ମନ ବୁଝେନା ଏତିକିରେ, ଆଉ ଟିକେ ପାଖେ ଯାଏ
[02:08.90] ମୁଁ ତାକୁ ଦେଖି ସବୁ ଭୁଲିଗଲି
[02:13.11] ନା ମୁଁ କଥା କିଛି କହିପାରିଲି
[02:17.92] ମୁଁ ତା ହସରେ ହଜିଗଲି, ହଜିଗଲି
[02:25.81]
[02:55.12] ସରୁନି ଅପେକ୍ଷା ଅଛି ଚାହିଁ
[02:59.80] ଝୁରୁଛି ହୃଦୟ ତା' ପାଇଁ
[03:04.59] ଅଜଣା ଭାବନା କିଛି ଖୋଜେ
[03:09.16] ପ୍ରେମର ସ୍ପନ୍ଦନେ ମୁଁ ଯେ ଭିଜେ
[03:13.06] ଏବେ ହସୁଛି ମୋତେ ଦେଖି, ସତେ ମୁଁ ତା ମନଲାଖି
[03:22.54] ଭାବି ପାରେନା କହିବାକୁ, ଜଣେଇଦିଏ ମୋ ଆଖି
[03:31.81] ମୁଁ ତାକୁ ଦେଖି ସବୁ ଭୁଲିଗଲି
[03:36.47] ନା ମୁଁ କଥା କିଛି କହିପାରିଲି
[03:41.11] ମୁଁ ତା ହସରେ ହଜିଗଲି, ହଜିଗଲି
[03:50.42]