Home 🎬 Bollywood 🎵 Pakistani 🎤 English Pop

Dhima Dhima Akhi - Haye To Prema

👤 Humane Sagar, Dipti Rekha Padhi 🎼 Humane Sagar Hits Vol-1 ⏱️ 2:30
🎵 2083 characters
⏱️ 2:30 duration
🆔 ID: 7796191

📜 Lyrics

ଧିମା-ଧିମା ଆଖି
ମିଠା-ମିଠା ସ୍ୱପ୍ନ
କହେ କେତେ କଥା
ହୋ, କିବା ରାତିଦିନ

ଜିଉଁଛି ମରୁଛି ମୁଁ
ଦିନ-ରାତି ତୋ ଛୁଆଁରେ

ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ମାରିଦେଲା ରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ମାରି-ମାରି
ହାଏ ରେ ମୋତେ ମାରି-ମାରି
ହାଏ ରେ ମୋତେ ମାରିଦେଲା ରେ

ଓଦା-ଓଦା ମନ
ମିଠା-ମିଠା ପ୍ରେମ
କହେ କେତେ କଥା
ହୋ, କିବା ରାତିଦିନ

ଜଳୁଛି ଲିଭୁଛି ମୁଁ
ଦିନ-ରାତି ତୋ ପ୍ରେମରେ

ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ସାରିଦେଲା ରେ
ହାଏ ତୋ ପ୍ରେମ, ତୋ ପ୍ରେମ
ହାଏ ରେ ମୋତେ ସାରି-ସାରି
ହାଏ ରେ ମୋତେ ସାରି-ସାରି
ହାଏ ରେ ମୋତେ ସାରିଦେଲା ରେ

(You got a heart of me, despacito)

ସପନେ ଆସୁଛୁ, ସପନେ ହସୁଛୁ, ସପନେ ରୁଷୁଛୁ ତୁ
ହାଏ ରେ ମରିଯାଏ ମୁଁ
ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
ହାଏ ରେ ମରିଯାଏ ମୁଁ

ଭିଜା-ଭିଜା ମନ
ମହୁଝରା ଦିନ
କହେ କେତେ କଥା
ହୋ, କିବା ରାତି ଦିନ

ଝରୁଛି, ଝୁରୁଛି ମୁଁ
ଦିନ-ରାତି ତୋ ପାଇଁ ରେ

ହାଏ ତୋ ମନ, ତୋ ମନ
ହାଏ ରେ ମୋତେ ଚିରି ଦେଲା ରେ
ହାଏ ତୋ ମନ, ତୋ ମନ
ହାଏ ରେ ମୋତେ ଚିରି-ଚିରି
ହାଏ ରେ ମୋତେ ଚିରି-ଚିରି
ହାଏ ରେ ମୋତେ ଚିରି ଦେଲା ରେ

⏱️ Synced Lyrics

[00:01.65] ଧିମା-ଧିମା ଆଖି
[00:04.94] ମିଠା-ମିଠା ସ୍ୱପ୍ନ
[00:08.29] କହେ କେତେ କଥା
[00:10.44] ହୋ, କିବା ରାତିଦିନ
[00:13.91] ଜିଉଁଛି ମରୁଛି ମୁଁ
[00:16.79] ଦିନ-ରାତି ତୋ ଛୁଆଁରେ
[00:20.35] ହାଏ ତୋ ପ୍ରେମ, ତୋ ପ୍ରେମ
[00:23.52] ହାଏ ରେ ମୋତେ ମାରିଦେଲା ରେ
[00:26.92] ହାଏ ତୋ ପ୍ରେମ, ତୋ ପ୍ରେମ
[00:30.24] ହାଏ ରେ ମୋତେ ମାରି-ମାରି
[00:33.59] ହାଏ ରେ ମୋତେ ମାରି-ମାରି
[00:36.85] ହାଏ ରେ ମୋତେ ମାରିଦେଲା ରେ
[00:41.08] ଓଦା-ଓଦା ମନ
[00:44.44] ମିଠା-ମିଠା ପ୍ରେମ
[00:47.84] କହେ କେତେ କଥା
[00:49.99] ହୋ, କିବା ରାତିଦିନ
[00:53.19] ଜଳୁଛି ଲିଭୁଛି ମୁଁ
[00:56.55] ଦିନ-ରାତି ତୋ ପ୍ରେମରେ
[00:59.84] ହାଏ ତୋ ପ୍ରେମ, ତୋ ପ୍ରେମ
[01:03.01] ହାଏ ରେ ମୋତେ ସାରିଦେଲା ରେ
[01:06.43] ହାଏ ତୋ ପ୍ରେମ, ତୋ ପ୍ରେମ
[01:09.77] ହାଏ ରେ ମୋତେ ସାରି-ସାରି
[01:12.95] ହାଏ ରେ ମୋତେ ସାରି-ସାରି
[01:16.26] ହାଏ ରେ ମୋତେ ସାରିଦେଲା ରେ
[01:23.20] (You got a heart of me, despacito)
[01:28.03]
[01:30.36] ସପନେ ଆସୁଛୁ, ସପନେ ହସୁଛୁ, ସପନେ ରୁଷୁଛୁ ତୁ
[01:35.80] ହାଏ ରେ ମରିଯାଏ ମୁଁ
[01:40.29] ମେଘର ଦୋଳିରେ, ଫୁଲର ଥାଳିରେ ଛୁଇଁଦେଇ ଯାଉ ତୁ
[01:47.46] ହାଏ ରେ ମରିଯାଏ ମୁଁ
[01:51.78] ଭିଜା-ଭିଜା ମନ
[01:55.07] ମହୁଝରା ଦିନ
[01:58.42] କହେ କେତେ କଥା
[02:00.62] ହୋ, କିବା ରାତି ଦିନ
[02:03.87] ଝରୁଛି, ଝୁରୁଛି ମୁଁ
[02:07.16] ଦିନ-ରାତି ତୋ ପାଇଁ ରେ
[02:10.34] ହାଏ ତୋ ମନ, ତୋ ମନ
[02:13.66] ହାଏ ରେ ମୋତେ ଚିରି ଦେଲା ରେ
[02:17.01] ହାଏ ତୋ ମନ, ତୋ ମନ
[02:20.27] ହାଏ ରେ ମୋତେ ଚିରି-ଚିରି
[02:23.58] ହାଏ ରେ ମୋତେ ଚିରି-ଚିରି
[02:26.76] ହାଏ ରେ ମୋତେ ଚିରି ଦେଲା ରେ
[02:29.75]

⭐ Rate These Lyrics

Average: 0.0/5 • 0 ratings