Aa Tate Kanheire Gapa Kahibi
🎵 3613 characters
⏱️ 4:28 duration
🆔 ID: 8027164
📜 Lyrics
ଆ ତତେ କହ୍ନେଇରେ ଗପ କହିବି
ସଜ-ବାଜ କରି ତତେ ବୁଲେଇ ନେବି
ଆ ତତେ କହ୍ନେଇରେ ଗପ କହିବି
ସଜ-ବାଜ କରି ତତେ ବୁଲେଇ ନେବି
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ମତେ ଡ଼ାକିବୁନି ମଧୁବନ, ଆରେ ମନମୋହନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ଆ ତତେ ରାଧାରାଣୀ ରାଣ ଦଉଚି
କୁଞ୍ଜବନେ ଘରଟିଏ ତୋଳି ଦେଇଚି
ଆ ତତେ ରାଧାରାଣୀ ରାଣ ଦଉଚି
କୁଞ୍ଜବନେ ଘରଟିଏ ତୋଳି ଦେଇଚି
ସଜେଇବି ଫୁଲ ଦେଇ, ଆଲୋ ମାନିନୀ ରାଈ
ତତେ ଭିଜେଇବି ପ୍ରୀତି ଦେଇ, ଆଲୋ ମାନିନୀ ରାଈ
ତତେ ସଜେଇବି ଫୁଲ ଦେଇ, ଆଲୋ ମାନିନୀ ରାଈ
ମୁଁ ପରା ଅଛି ତୋର ମନ ମନ୍ଦିରେ
ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
ମୁଁ ପରା ଅଛି ତୋର ମନ ମନ୍ଦିରେ
ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
କାଇଁ ଯିବି କହ କୁଞ୍ଜବନ? ଆରେ ଜୀବନ-ଧନ
କାଇଁ ଯିବି କହ ମଧୁବନ? ଆରେ ମନମୋହନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ତୋ ମନ ମନ୍ଦିରରେ ମୁଁ ସିନା ବସିଚି
ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
ତୋ ମନ ମନ୍ଦିରରେ ମୁଁ ସିନା ବସିଚି
ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
ତତେ ବୁଝେଇବି ଆଉ କେତେ? ଆଲୋ ରାଧିକାରାଣୀ
କାଇଁ ବୁଝି ପାରୁନାହୁଁ ମତେ? ଆଲୋ ରାଧିକାରାଣୀ
ତତେ ବୁଝେଇବି ଆଉ କେତେ? ଆଲୋ ରାଧିକାରାଣୀ
ଗୋପଗାଁ ସାରା ପରା ନିନ୍ଦା ନାଗରା
ସହି ପାରୁନାହିଁ, କହି ପାରୁନି ପରା
ଗୋପଗାଁ ସାରା ପରା ନିନ୍ଦା ନାଗରା
ସହି ପାରୁନାହିଁ, କହି ପାରୁନି ପରା
ମତେ କାଇଁ କରୁ ହଇରାଣ? ଆରେ କଳାମୋହନ
ତତେ ଦେଲି ତୋର ରାଧା ରାଣ, ଆରେ ହୃଦଚନ୍ଦନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ମାଆକୁ କହିବି ମୋତେ ବାହା କରିଦେବ
ବୋହୂ କରି ତତେ ଆମ ଘରକୁ ଆଣିବ
ମାଆକୁ କହିବି ମୋତେ ବାହା କରିଦେବ
ବୋହୂ କରି ତତେ ଆମ ଘରକୁ ଆଣିବ
ତୁ ଆସିବୁ ଓଢ଼ଣା ଟାଣି, ଆଲୋ ରାଧିକାରାଣୀ
ସୁନା-ଗହଣା ଆଣିବି କିଣି, ଆଲୋ ରାଧିକାରାଣୀ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ତତେ ଝୁରେ ମନ ରାତି ଦିନ, ତୁ ମୋ ପୁନେଇ ଜହ୍ନ
ମତେ ଡ଼ାକିବୁନି ମଧୁବନ, ଆରେ ମନମୋହନ
ସଜ-ବାଜ କରି ତତେ ବୁଲେଇ ନେବି
ଆ ତତେ କହ୍ନେଇରେ ଗପ କହିବି
ସଜ-ବାଜ କରି ତତେ ବୁଲେଇ ନେବି
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ମତେ ଡ଼ାକିବୁନି ମଧୁବନ, ଆରେ ମନମୋହନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ଆ ତତେ ରାଧାରାଣୀ ରାଣ ଦଉଚି
କୁଞ୍ଜବନେ ଘରଟିଏ ତୋଳି ଦେଇଚି
ଆ ତତେ ରାଧାରାଣୀ ରାଣ ଦଉଚି
କୁଞ୍ଜବନେ ଘରଟିଏ ତୋଳି ଦେଇଚି
ସଜେଇବି ଫୁଲ ଦେଇ, ଆଲୋ ମାନିନୀ ରାଈ
ତତେ ଭିଜେଇବି ପ୍ରୀତି ଦେଇ, ଆଲୋ ମାନିନୀ ରାଈ
ତତେ ସଜେଇବି ଫୁଲ ଦେଇ, ଆଲୋ ମାନିନୀ ରାଈ
ମୁଁ ପରା ଅଛି ତୋର ମନ ମନ୍ଦିରେ
ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
ମୁଁ ପରା ଅଛି ତୋର ମନ ମନ୍ଦିରେ
ମିଛେ ସିନା ଅଛି କାହ୍ନୁ ମୋ ଶାଶୁ ଘରେ
କାଇଁ ଯିବି କହ କୁଞ୍ଜବନ? ଆରେ ଜୀବନ-ଧନ
କାଇଁ ଯିବି କହ ମଧୁବନ? ଆରେ ମନମୋହନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ତୋ ମନ ମନ୍ଦିରରେ ମୁଁ ସିନା ବସିଚି
ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
ତୋ ମନ ମନ୍ଦିରରେ ମୁଁ ସିନା ବସିଚି
ମୁଁ ପରା ତୋ ବାଟ ଚାହିଁ ଚାହିଁ ମରୁଚି
ତତେ ବୁଝେଇବି ଆଉ କେତେ? ଆଲୋ ରାଧିକାରାଣୀ
କାଇଁ ବୁଝି ପାରୁନାହୁଁ ମତେ? ଆଲୋ ରାଧିକାରାଣୀ
ତତେ ବୁଝେଇବି ଆଉ କେତେ? ଆଲୋ ରାଧିକାରାଣୀ
ଗୋପଗାଁ ସାରା ପରା ନିନ୍ଦା ନାଗରା
ସହି ପାରୁନାହିଁ, କହି ପାରୁନି ପରା
ଗୋପଗାଁ ସାରା ପରା ନିନ୍ଦା ନାଗରା
ସହି ପାରୁନାହିଁ, କହି ପାରୁନି ପରା
ମତେ କାଇଁ କରୁ ହଇରାଣ? ଆରେ କଳାମୋହନ
ତତେ ଦେଲି ତୋର ରାଧା ରାଣ, ଆରେ ହୃଦଚନ୍ଦନ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ମାଆକୁ କହିବି ମୋତେ ବାହା କରିଦେବ
ବୋହୂ କରି ତତେ ଆମ ଘରକୁ ଆଣିବ
ମାଆକୁ କହିବି ମୋତେ ବାହା କରିଦେବ
ବୋହୂ କରି ତତେ ଆମ ଘରକୁ ଆଣିବ
ତୁ ଆସିବୁ ଓଢ଼ଣା ଟାଣି, ଆଲୋ ରାଧିକାରାଣୀ
ସୁନା-ଗହଣା ଆଣିବି କିଣି, ଆଲୋ ରାଧିକାରାଣୀ
ମତେ ଡ଼ାକିବୁନି କୁଞ୍ଜବନ, ଆରେ କଳାକାଞ୍ଚନ
ତତେ ଝୁରେ ମନ ରାତି ଦିନ, ତୁ ମୋ ପୁନେଇ ଜହ୍ନ
ମତେ ଡ଼ାକିବୁନି ମଧୁବନ, ଆରେ ମନମୋହନ