Hrudayara Ei Sunyataku
🎵 2033 characters
⏱️ 4:59 duration
🆔 ID: 8063364
📜 Lyrics
ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ

ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ

ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ

ଜଣେନା କାହିଁକି ମୋ ନୀରବତାକୁ ବିରହ ତୁମରି ନୀତି ଚୁମେ
ପ୍ରତାରଣା କିଏ କାହାକୁ ଦେଇଛି?
ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ

ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ

ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା'ର, ପ୍ରୀତିର ପ୍ରାଚୀର ଥିଲ ତୁମେ

⏱️ Synced Lyrics
[00:41.39] ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
[00:53.60] ପ୍ରତାରଣା କିଏ କାହାକୁ ଦେଇଛି?
[00:57.51] ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
[01:05.32] ହୃଦୟର ଏଇ ଶୂନ୍ୟତାକୁ ଆଜି ପଚାରି ମୁଁ ଯେବେ ଶୁଣେ
[01:13.82] ପ୍ରତାରଣା କିଏ କାହାକୁ ଦେଇଛି?
[01:16.50] ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
[01:22.79] ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ
[01:28.66] ତୁମେ ମୋ ମନର ସୀମାରେଖା ଡେଇଁ ସହଜେ ପାରିଛ ଯାଇ
[01:35.56] ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ
[01:41.74] ହେଲେ ମୋ ପାଦଟି ତୁମ ସ୍ମୃତିରେଖା ଟପିଯାଇ ପାରିନାହିଁ
[01:46.41] ଜଣେନା କାହିଁକି ମୋ ନୀରବତାକୁ ବିରହ ତୁମରି ନୀତି ଚୁମେ
[02:00.17] ପ୍ରତାରଣା କିଏ କାହାକୁ ଦେଇଛି?
[02:09.11] ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
[02:17.42] ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ
[02:26.64] ଥିଲା ସେ କିପରି ଭାବ-ପ୍ରବଣତା ହସୁଛି ମୁଁ ମନେ-ମନେ
[02:31.24] ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ
[02:36.71] ତୋଳିବାକୁ ଏକ କୁହୁଡ଼ିର ଘର ବହାରିଥିଲି ମୁଁ ଦିନେ
[03:23.25] ସେ କୁହୁଡ଼ି ଘର ଗଲା ଭାଙ୍ଗି ଯା'ର, ପ୍ରୀତିର ପ୍ରାଚୀର ଥିଲ ତୁମେ
[03:31.78] ପ୍ରତାରଣା କିଏ କାହାକୁ ଦେଇଛି?
[03:51.23] ପ୍ରତିଧ୍ୱନି କହେ ତୁମେ, ତୁମେ, ତୁମେ
[04:06.26]