Home 🎬 Bollywood 🎵 Pakistani 🎤 English Pop

Puruba Re Subha Mora

👤 Narendra Kumar 🎼 Siba Darabar Somabar ⏱️ 4:35
🎵 3717 characters
⏱️ 4:35 duration
🆔 ID: 8259264

📜 Lyrics

ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ

ଆରେ, ବର୍ଷସାରା ପଞ୍ଚମୀରେ ବୃହସ୍ପତି ଯୋଗ

ମାତା ମୋର ପାର୍ବତୀ, ପିତା ମହାଦେବ
ମାତା ମୋର ପାର୍ବତୀ, ପିତା ମହାଦେବ
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)

ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ

ଗୀତ ପଦେ ଶିଖିଛି ମୁଁ "ଓଁ ନମଃ ଶିବାୟ"
କଥା ପଦେ ଜାଣିଛି ମୁଁ ଭୋଳା ବାବା ଜୟ
(भोले-भोले बम, भोले-भोले बम)
ଜପ ଟିଏ ଶିଖିଛି ମୁଁ ମହା ମୃତୁଞ୍ଜୟ
ଶିବ ପାର୍ବତୀ ପାଦେ ରଖିଛି ମୁଁ ଲୟ

ଆରେ, କରୁଚି ମୁଁ କରୁଥିବି ସୁଖ-ଶାନ୍ତି ଭୋଗ

ମାତା ମୋର ପାର୍ବତୀ, ପିତା ମହାଦେବ
ମାତା ମୋର ପାର୍ବତୀ, ପିତା ମହାଦେବ
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)

ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ

ନୀତି ଯାଏ ମନ୍ଦିରକୁ, ପିଏ କୁଣ୍ଡ ପାଣି
ରୋଗ, ବଇରାଗ ମୋତେ ଛୁଏନାହିଁ ଜାଣି
(भोले-भोले बम, भोले-भोले बम)
ଗଳାରେ ମୋ ଝୁଲୁଥିଲେ ଭୋଳା ବାବା ଧଣ୍ଡା
ଶତ୍ରୁ ମୋତେ ଦେଖିଦେଲେ ଖସିପଡ଼େ ଖଣ୍ଡା

ଆରେ ଯମ ମୋତେ ବାନ୍ଧିନେବ ହେବ ଅସମ୍ଭବ

ମାତା ମୋର ପାର୍ବତୀ, ପିତା ମହାଦେବ
ମାତା ମୋର ପାର୍ବତୀ, ପିତା ମହାଦେବ
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)

ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ

ଆରେ, ବର୍ଷସାରା ପଞ୍ଚମୀରେ ବୃହସ୍ପତି ଯୋଗ

ମାତା ମୋର ପାର୍ବତୀ, ପିତା ମହାଦେବ
ମାତା ମୋର ପାର୍ବତୀ, ପିତା ମହାଦେବ
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)
(ମାତା ମୋର ପାର୍ବତୀ, ପିତା ମହାଦେବ)

⏱️ Synced Lyrics

[00:35.52] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[00:39.13] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[00:46.51] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[00:50.13] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[00:53.56] ଆରେ, ବର୍ଷସାରା ପଞ୍ଚମୀରେ ବୃହସ୍ପତି ଯୋଗ
[00:59.20] ମାତା ମୋର ପାର୍ବତୀ, ପିତା ମହାଦେବ
[01:02.92] ମାତା ମୋର ପାର୍ବତୀ, ପିତା ମହାଦେବ
[01:06.63] (ମାତା ମୋର ପାର୍ବତୀ, ପିତା ମହାଦେବ)
[01:10.05] (ମାତା ମୋର ପାର୍ବତୀ, ପିତା ମହାଦେବ)
[01:14.03] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[01:17.77] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[01:47.01] ଗୀତ ପଦେ ଶିଖିଛି ମୁଁ "ଓଁ ନମଃ ଶିବାୟ"
[01:50.79] କଥା ପଦେ ଜାଣିଛି ମୁଁ ଭୋଳା ବାବା ଜୟ
[01:54.75] (भोले-भोले बम, भोले-भोले बम)
[01:58.48] ଜପ ଟିଏ ଶିଖିଛି ମୁଁ ମହା ମୃତୁଞ୍ଜୟ
[02:02.20] ଶିବ ପାର୍ବତୀ ପାଦେ ରଖିଛି ମୁଁ ଲୟ
[02:05.65] ଆରେ, କରୁଚି ମୁଁ କରୁଥିବି ସୁଖ-ଶାନ୍ତି ଭୋଗ
[02:11.45] ମାତା ମୋର ପାର୍ବତୀ, ପିତା ମହାଦେବ
[02:15.34] ମାତା ମୋର ପାର୍ବତୀ, ପିତା ମହାଦେବ
[02:19.04] (ମାତା ମୋର ପାର୍ବତୀ, ପିତା ମହାଦେବ)
[02:22.75] (ମାତା ମୋର ପାର୍ବତୀ, ପିତା ମହାଦେବ)
[02:26.28] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[02:30.04] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[02:59.81] ନୀତି ଯାଏ ମନ୍ଦିରକୁ, ପିଏ କୁଣ୍ଡ ପାଣି
[03:03.47] ରୋଗ, ବଇରାଗ ମୋତେ ଛୁଏନାହିଁ ଜାଣି
[03:07.62] (भोले-भोले बम, भोले-भोले बम)
[03:10.93] ଗଳାରେ ମୋ ଝୁଲୁଥିଲେ ଭୋଳା ବାବା ଧଣ୍ଡା
[03:14.54] ଶତ୍ରୁ ମୋତେ ଦେଖିଦେଲେ ଖସିପଡ଼େ ଖଣ୍ଡା
[03:18.36] ଆରେ ଯମ ମୋତେ ବାନ୍ଧିନେବ ହେବ ଅସମ୍ଭବ
[03:24.08] ମାତା ମୋର ପାର୍ବତୀ, ପିତା ମହାଦେବ
[03:27.89] ମାତା ମୋର ପାର୍ବତୀ, ପିତା ମହାଦେବ
[03:31.58] (ମାତା ମୋର ପାର୍ବତୀ, ପିତା ମହାଦେବ)
[03:35.03] (ମାତା ମୋର ପାର୍ବତୀ, ପିତା ମହାଦେବ)
[03:39.02] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[03:42.59] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[03:50.39] ପୂରୁବରେ ଶୁଭ ମୋର, ପଶ୍ଚିମରେ ଲାଭ
[03:53.91] ଉତ୍ତରରେ ଶୁଭ ମୋର, ଦକ୍ଷିଣରେ ଲାଭ
[03:57.41] ଆରେ, ବର୍ଷସାରା ପଞ୍ଚମୀରେ ବୃହସ୍ପତି ଯୋଗ
[04:02.67] ମାତା ମୋର ପାର୍ବତୀ, ପିତା ମହାଦେବ
[04:06.93] ମାତା ମୋର ପାର୍ବତୀ, ପିତା ମହାଦେବ
[04:10.66] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:14.23] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:17.75] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:21.06] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:24.68] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:27.77] (ମାତା ମୋର ପାର୍ବତୀ, ପିତା ମହାଦେବ)
[04:31.67]

⭐ Rate These Lyrics

Average: 0.0/5 • 0 ratings