Home 🎬 Bollywood 🎵 Pakistani 🎤 English Pop

Beni Halai

👤 Bijay Anand Sahu, Trilochan Sabar 🎼 Beni Halai ⏱️ 3:09
🎵 2972 characters
⏱️ 3:09 duration
🆔 ID: 8303428

📜 Lyrics

Hey, hey, ସମ୍ବଲପୁରୀ style

ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
ତାର୍ ବେନି ହଲେଇ ମୁଲକି ହସି ନେ
ଫସେଇଦେଲା ଆମକେ ଧନ, ଦେଖିଇକରି ସେ
(Hey, hey, ସମ୍ବଲପୁରୀ style)

ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
ତାର୍ ବେନି ହଲେଇ ମୁଲକି ହସି ନେ
ଫସେଇଦେଲା ଆମକେ ଧନ, ଦେଖିଇକରି ସେ

Silky silky ବାଲ୍, ନନୀର୍ ଗୁରା ଗୁରା ଗାଲ୍
ତୋରା ଆଡୁ ଦେଖ୍, ପୁରା ଦିଶୁଛେ କମାଲ୍
ଏନ୍ତା ଲାଗୁଛେ ଯେନ୍ତା କରିଦେବା ଧମାଲ୍
ନନୀ କେନ୍ତା ହାଲଚାଲ୍? ନନୀ କେନ୍ତା ହାଲଚାଲ୍?

ଶୁନ୍, ଶୁନ୍, ଶୁନ୍ baby, ସମ୍ବଲପୁରୀ ଧୂନ୍
ସମ୍ବଲପୁରୀ गाना ଟି vibes ବିଲା tune
गाना ଦେଖି କହିଦେମି କେତେ ଲାଗିଛେ ନୁନ୍
ଧ୍ୟାନଦେଇ କରି ତୁଇ ମୋର୍ କଥା ଶୁନ୍

Feelings ଵାଲା प्यार
ତୋର୍ ସାଙ୍ଗେ ୟାର୍
ଯିବୁ ବଲେ ଠିଆ ହଇଛେ ଚାର୍-ଚକିଆ Car
ଶୁନ୍, ଶୁନ୍, ଶୁନ୍-ଶୁନ୍-ଶୁନ୍
It's me Alen Suna, hashtag boom!

ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି
କେନ୍ତା ମୁଇଁ କହେମି, ମନ୍ ମୁହି ନେସି ତାହର୍ ମୁଲକି ହସି?
ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି
କେନ୍ତା ମୁଇଁ କହେମି, ମନ୍ ଭରିଯାଏସି, ତାହର୍ ମୁଲକି ହସି?

ନନୀର୍ କଥା ଶୁନି, କଥା ଜାନି ହାରି ଗନି ରେ
ତାର୍ ଚୁଡ଼ି ଦେଖି, ଗଜରା ଦେଖି ମରିଗନି ରେ
ତାର୍ ଅଣ୍ଟା-ହଲା, ଗରିଆ-ଧରା ନେ
ଫସେଇଦେଲା ଆମକେ ଧନ, ଦେଖିଇକରି ସେ
(Hey, hey, ସମ୍ବଲପୁରୀ style)

ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
ତାର୍ ବେନି ହଲେଇ ମୁଲକି ହସି ନେ
ଫସେଇଦେଲା ଆମକେ ଧନ, ଦେଖିଇକରି ସେ

⏱️ Synced Lyrics

[00:10.87] Hey, hey, ସମ୍ବଲପୁରୀ style
[00:13.72] ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
[00:16.65] ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
[00:19.83] ତାର୍ ବେନି ହଲେଇ ମୁଲକି ହସି ନେ
[00:22.53] ଫସେଇଦେଲା ଆମକେ ଧନ, ଦେଖିଇକରି ସେ
[00:24.95] (Hey, hey, ସମ୍ବଲପୁରୀ style)
[00:26.01] ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
[00:29.10] ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
[00:32.32] ତାର୍ ବେନି ହଲେଇ ମୁଲକି ହସି ନେ
[00:35.32] ଫସେଇଦେଲା ଆମକେ ଧନ, ଦେଖିଇକରି ସେ
[00:51.63] Silky silky ବାଲ୍, ନନୀର୍ ଗୁରା ଗୁରା ଗାଲ୍
[00:54.89] ତୋରା ଆଡୁ ଦେଖ୍, ପୁରା ଦିଶୁଛେ କମାଲ୍
[00:57.88] ଏନ୍ତା ଲାଗୁଛେ ଯେନ୍ତା କରିଦେବା ଧମାଲ୍
[01:00.87] ନନୀ କେନ୍ତା ହାଲଚାଲ୍? ନନୀ କେନ୍ତା ହାଲଚାଲ୍?
[01:04.25] ଶୁନ୍, ଶୁନ୍, ଶୁନ୍ baby, ସମ୍ବଲପୁରୀ ଧୂନ୍
[01:07.11] ସମ୍ବଲପୁରୀ गाना ଟି vibes ବିଲା tune
[01:10.43] गाना ଦେଖି କହିଦେମି କେତେ ଲାଗିଛେ ନୁନ୍
[01:13.55] ଧ୍ୟାନଦେଇ କରି ତୁଇ ମୋର୍ କଥା ଶୁନ୍
[01:16.87] Feelings ଵାଲା प्यार
[01:18.50] ତୋର୍ ସାଙ୍ଗେ ୟାର୍
[01:20.09] ଯିବୁ ବଲେ ଠିଆ ହଇଛେ ଚାର୍-ଚକିଆ Car
[01:22.91] ଶୁନ୍, ଶୁନ୍, ଶୁନ୍-ଶୁନ୍-ଶୁନ୍
[01:26.19] It's me Alen Suna, hashtag boom!
[01:55.97] ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି
[02:02.15] କେନ୍ତା ମୁଇଁ କହେମି, ମନ୍ ମୁହି ନେସି ତାହର୍ ମୁଲକି ହସି?
[02:08.40] ଯେନ୍ ଆଡ଼େ ଗଲେ, ଯାହିଁ ମୁଇଁ ଥିଲେ, ତାକେ ଦେଖି ଦେସି
[02:14.80] କେନ୍ତା ମୁଇଁ କହେମି, ମନ୍ ଭରିଯାଏସି, ତାହର୍ ମୁଲକି ହସି?
[02:20.54] ନନୀର୍ କଥା ଶୁନି, କଥା ଜାନି ହାରି ଗନି ରେ
[02:23.70] ତାର୍ ଚୁଡ଼ି ଦେଖି, ଗଜରା ଦେଖି ମରିଗନି ରେ
[02:26.97] ତାର୍ ଅଣ୍ଟା-ହଲା, ଗରିଆ-ଧରା ନେ
[02:29.69] ଫସେଇଦେଲା ଆମକେ ଧନ, ଦେଖିଇକରି ସେ
[02:32.17] (Hey, hey, ସମ୍ବଲପୁରୀ style)
[02:33.29] ନନୀର୍ ଚାଲି ଦେଖି, ଝୁମକା ଦେଖି ପାଗଲ୍ ହେନି ରେ
[02:36.35] ତାର୍ ଆଖି ଦେଖି, କାଜଲ୍ ଦେଖି ରସି ଗନି ରେ
[02:39.50] ତାର୍ ବେନି ହଲେଇ ମୁଲକି ହସି ନେ
[02:42.22] ଫସେଇଦେଲା ଆମକେ ଧନ, ଦେଖିଇକରି ସେ
[02:45.50]

⭐ Rate These Lyrics

Average: 0.0/5 • 0 ratings