Laja Parada
🎵 2397 characters
⏱️ 4:46 duration
🆔 ID: 8342650
📜 Lyrics
ଆଖିରେ କଜଳ ଦେଲେ ତୁ ଲଗେଇ
କାଇଁ ଲାଗୁଛୁ ତୁ ଏତେ ସୁନ୍ଦର?
ଜହ୍ନମାମୁଁ ସେ ତୋ ମୁହଁ ଦେଖିଲେ
ତୋ ବିନା ମୋ ଦୁନିଆଁଟା ଅନ୍ଧାର
ଯେବେଠୁ ତତେ ଦେଖିଛି, ତୋ ପ୍ରେମରେ ପଡ଼ିଛି
ତୋ ପାଖକୁ ଗଲେ ମୁଁ ସବୁ ଭୁଲି ଯାଉଛି
କେବେ ଭାଙ୍ଗିବୁ ତୋ ମନ ନିରବତା?
କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?
ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
କେବେ କହ ବୁଝିବୁ ତୁ ମୋ ମନର କଥା?
ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
ମୋ ମନର ଆକାଶରେ ଥିଲି ମୁଁ ଉଡାପକ୍ଷୀ
ଯେବେ ଆସି ତୁ ଦେଖା ହେଲୁ ତୋ ପାଖେ ହେଲି ବନ୍ଦୀ
ତୋ ଆଖିର ଇଶାରା, ଲାଗେ ଭାରି ନିଆରା
ଦୁନିଆଁ ମୋ ତୋ ବିନା ଲାଗେ ଭାରି ବେସୁରା
କେମିତି ତତେ ହାଏ ଗଢ଼ିଲା ଏ ବିଧାତା?
କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?
ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
କେବେ କହ ବୁଝିବୁ ତୁ ମୋ ମନର କଥା?
ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
ମୋ ପ୍ରେମର ମୁକସାକ୍ଷୀ ଏ ଦୁନିଆଁର ଲୋକେ
ତତେ କେତେ ମୁଁ ଭଲପାଏ କେମିତି କହିବି ତତେ?
ତୋ ଠୁ ମୋ ଆରମ୍ଭ, ତୋ ଠି ମୋର ଶେଷ
ତୁ ଥିଲେ ମୁଁ ଅଛି, ତୋ ପ୍ରେମ ମୋ ଆୟୁଷ
କହ ତୋ ବିନା କାଇଁ ଲାଗେ ମତେ ଏକା-ଏକା?

⏱️ Synced Lyrics
[00:22.98] ଆଖିରେ କଜଳ ଦେଲେ ତୁ ଲଗେଇ
[00:27.99] କାଇଁ ଲାଗୁଛୁ ତୁ ଏତେ ସୁନ୍ଦର?
[00:32.85] ଜହ୍ନମାମୁଁ ସେ ତୋ ମୁହଁ ଦେଖିଲେ
[00:37.75] ତୋ ବିନା ମୋ ଦୁନିଆଁଟା ଅନ୍ଧାର
[00:42.75] ଯେବେଠୁ ତତେ ଦେଖିଛି, ତୋ ପ୍ରେମରେ ପଡ଼ିଛି
[00:47.84] ତୋ ପାଖକୁ ଗଲେ ମୁଁ ସବୁ ଭୁଲି ଯାଉଛି
[00:52.44] କେବେ ଭାଙ୍ଗିବୁ ତୋ ମନ ନିରବତା?
[01:00.78] କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?
[01:05.54] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[01:10.51] କେବେ କହ ବୁଝିବୁ ତୁ ମୋ ମନର କଥା?
[01:15.37] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[01:21.14]
[01:49.82] ମୋ ମନର ଆକାଶରେ ଥିଲି ମୁଁ ଉଡାପକ୍ଷୀ
[01:59.92] ଯେବେ ଆସି ତୁ ଦେଖା ହେଲୁ ତୋ ପାଖେ ହେଲି ବନ୍ଦୀ
[02:09.74] ତୋ ଆଖିର ଇଶାରା, ଲାଗେ ଭାରି ନିଆରା
[02:14.66] ଦୁନିଆଁ ମୋ ତୋ ବିନା ଲାଗେ ଭାରି ବେସୁରା
[02:19.47] କେମିତି ତତେ ହାଏ ଗଢ଼ିଲା ଏ ବିଧାତା?
[02:27.69] କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?
[02:32.38] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[02:37.33] କେବେ କହ ବୁଝିବୁ ତୁ ମୋ ମନର କଥା?
[02:42.42] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[02:48.23]
[03:19.38] ମୋ ପ୍ରେମର ମୁକସାକ୍ଷୀ ଏ ଦୁନିଆଁର ଲୋକେ
[03:29.28] ତତେ କେତେ ମୁଁ ଭଲପାଏ କେମିତି କହିବି ତତେ?
[03:39.20] ତୋ ଠୁ ମୋ ଆରମ୍ଭ, ତୋ ଠି ମୋର ଶେଷ
[03:44.00] ତୁ ଥିଲେ ମୁଁ ଅଛି, ତୋ ପ୍ରେମ ମୋ ଆୟୁଷ
[03:48.66] କହ ତୋ ବିନା କାଇଁ ଲାଗେ ମତେ ଏକା-ଏକା?
[03:56.83] କେବେ କହ ବୁଝିବୁ ତୁ ମୋ ମନର କଥା?
[04:01.86] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[04:06.72] କେବେ କହ ଆସିବୁ ତୁ ଡେଇଁ ଲାଜ ପରଦା?
[04:11.75] ତୋ ବିନା ଏ ଦୁନିଆଁଟା ଲାଗେ ରେ ଅଧା-ଅଧା
[04:16.36]