Home 🎬 Bollywood 🎵 Pakistani 🎤 English Pop

Lajawab Tu

👤 Kuldeep Pattanaik 🎼 Lajawab Tu - Single ⏱️ 4:28
🎵 2793 characters
⏱️ 4:28 duration
🆔 ID: 8573335

📜 Lyrics

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ
ଓ, କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ

ତତେ ମୁଁ ପାଇଲେ ପାଖରେ, ସବଦ ହୁଏ ମୋ ଛାତିରେ
ଏ ଆଖି ଦେଖେ ସପନ, ଆଖିରେ ତୋର
ଡୁବି-ଡୁବି-ଡୁବି-ଡୁବି

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

ମେଘୁଆ-ମେଘୁଆ ରେଶମୀ କେଶ ତୁ ଝାଡିଲେ
ଆସିଯାଏ ବର୍ଷା ଋତୁ ରେ
ହୋ, ମେଘୁଆ ମେଘୁଆ ରେଶମୀ କେଶ ତୁ ଝାଡିଲେ
ଆସିଯାଏ ବର୍ଷା ଋତୁ ରେ
ନୀଳ ସିନ୍ଧୁ ପରି ଧଳା ତୋ ଚାହାଣି
ଯିଏବି ଦେଖେ ସିଏତ ଫସେ ରେ

ଜହ୍ନ ବି ସରମି ଯାଏ ରେ
ତୋ ରୂପ, ତୋ ରଙ୍ଗ ଆଗରେ
ଲୁଚେ ସେ ବାଦଲ ତଳେ ଦେଖିଲେ ତୋର
ଖୁବି-ଖୁବି-ଖୁବି-ଖୁବି

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

ଗୋଲାପୀ-ଗୋଲାପୀ ତୋ ଓଠ शराबी
ହସିଲେ ହେଇଯାଏ ମୋତେ ନିଶା ରେ
ଓହୋ, ଗୋଲାପୀ-ଗୋଲାପୀ ତୋ ଓଠ शराबी
ହସିଲେ ହେଇଯାଏ ମୋତେ ନିଶା ରେ
ଚାଲି ରାଜହଂସୀ ମୋତେ ଦେଲା ଦଂଶି
ପଡ଼ିଲି ଗୋରୀ ମୁଁ ତୋ ପ୍ରେମରେ

ତୋ ପାଖେ କି ଯାଦୁ ଅଛି ରେ?
ମୋ ମନ ଟାଣି ତୁ ନେଲୁରେ
ମୋ କଥା ନମାନିଲେ ତୁ ଉଠେଇ ତତେ
ନେବି-ନେବି-ନେବି-ନେବି

लाजवाब ତୁ, लाजवाब ତୁ
ଲାଗୁଛୁ ହାଏ ରେ baby
ବଦମାସ୍ ମୁଁ, ବଦମାସ୍ ମୁଁ
ସାଜିଲି ତୋ ରୂପ ଦେଖି

⏱️ Synced Lyrics

[00:22.28] लाजवाब ତୁ, लाजवाब ତୁ
[00:25.92] ଲାଗୁଛୁ ହାଏ ରେ baby
[00:29.64] ବଦମାସ୍ ମୁଁ, ବଦମାସ୍ ମୁଁ
[00:33.32] ସାଜିଲି ତୋ ରୂପ ଦେଖି
[00:37.84] କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
[00:45.11] କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ
[00:51.85] ଓ, କୋଟିଏରୁ ଗୋଟେ ତୋ କାରିଗରୀ ଲାଗୁଛି ମୋତେ ଲୋ ପସନ୍ଦ
[00:59.89] କରୁଛି ପାଗଳ ମୋତେ ଆଲୋ ଗୋରୀ ତୋରି ଦେହର ସୁଗନ୍ଧ
[01:06.00] ତତେ ମୁଁ ପାଇଲେ ପାଖରେ, ସବଦ ହୁଏ ମୋ ଛାତିରେ
[01:13.38] ଏ ଆଖି ଦେଖେ ସପନ, ଆଖିରେ ତୋର
[01:18.29] ଡୁବି-ଡୁବି-ଡୁବି-ଡୁବି
[01:21.36] लाजवाब ତୁ, लाजवाब ତୁ
[01:24.94] ଲାଗୁଛୁ ହାଏ ରେ baby
[01:28.80] ବଦମାସ୍ ମୁଁ, ବଦମାସ୍ ମୁଁ
[01:32.54] ସାଜିଲି ତୋ ରୂପ ଦେଖି
[01:58.72] ମେଘୁଆ-ମେଘୁଆ ରେଶମୀ କେଶ ତୁ ଝାଡିଲେ
[02:03.99] ଆସିଯାଏ ବର୍ଷା ଋତୁ ରେ
[02:10.75] ହୋ, ମେଘୁଆ ମେଘୁଆ ରେଶମୀ କେଶ ତୁ ଝାଡିଲେ
[02:16.83] ଆସିଯାଏ ବର୍ଷା ଋତୁ ରେ
[02:21.12] ନୀଳ ସିନ୍ଧୁ ପରି ଧଳା ତୋ ଚାହାଣି
[02:24.75] ଯିଏବି ଦେଖେ ସିଏତ ଫସେ ରେ
[02:28.88] ଜହ୍ନ ବି ସରମି ଯାଏ ରେ
[02:32.64] ତୋ ରୂପ, ତୋ ରଙ୍ଗ ଆଗରେ
[02:36.49] ଲୁଚେ ସେ ବାଦଲ ତଳେ ଦେଖିଲେ ତୋର
[02:41.45] ଖୁବି-ଖୁବି-ଖୁବି-ଖୁବି
[02:44.34] लाजवाब ତୁ, लाजवाब ତୁ
[02:47.90] ଲାଗୁଛୁ ହାଏ ରେ baby
[02:51.99] ବଦମାସ୍ ମୁଁ, ବଦମାସ୍ ମୁଁ
[02:55.46] ସାଜିଲି ତୋ ରୂପ ଦେଖି
[03:22.04] ଗୋଲାପୀ-ଗୋଲାପୀ ତୋ ଓଠ शराबी
[03:25.41] ହସିଲେ ହେଇଯାଏ ମୋତେ ନିଶା ରେ
[03:34.13] ଓହୋ, ଗୋଲାପୀ-ଗୋଲାପୀ ତୋ ଓଠ शराबी
[03:38.17] ହସିଲେ ହେଇଯାଏ ମୋତେ ନିଶା ରେ
[03:43.86] ଚାଲି ରାଜହଂସୀ ମୋତେ ଦେଲା ଦଂଶି
[03:47.65] ପଡ଼ିଲି ଗୋରୀ ମୁଁ ତୋ ପ୍ରେମରେ
[03:52.11] ତୋ ପାଖେ କି ଯାଦୁ ଅଛି ରେ?
[03:55.96] ମୋ ମନ ଟାଣି ତୁ ନେଲୁରେ
[03:59.40] ମୋ କଥା ନମାନିଲେ ତୁ ଉଠେଇ ତତେ
[04:04.39] ନେବି-ନେବି-ନେବି-ନେବି
[04:07.66] लाजवाब ତୁ, लाजवाब ତୁ
[04:11.19] ଲାଗୁଛୁ ହାଏ ରେ baby
[04:14.88] ବଦମାସ୍ ମୁଁ, ବଦମାସ୍ ମୁଁ
[04:18.62] ସାଜିଲି ତୋ ରୂପ ଦେଖି
[04:23.13]

⭐ Rate These Lyrics

Average: 0.0/5 • 0 ratings