Home 🎬 Bollywood 🎵 Pakistani 🎤 English Pop

Kanaka Gori

👤 Kuldeep Pattanaik 🎼 Kanaka Gori - Single ⏱️ 4:31
🎵 2694 characters
⏱️ 4:31 duration
🆔 ID: 8573363

📜 Lyrics

ପାଖେ ଆସିଲେ କହୁଛୁ ଦୂରେ ଯିବାକୁ
ଟିକେ ଛୁଇଁଲେ କହୁଛୁ ନ ଛୁଇଁବାକୁ

ପାଖେ ଆସିଲେ କହୁଛୁ ଦୂରେ ଯିବାକୁ
ଟିକେ ଛୁଇଁଲେ କହୁଛୁ ନ ଛୁଇଁବାକୁ

ଆଲୋ ମୋ ସ୍ୱପ୍ନସୁନ୍ଦରୀ
ପ୍ରେମ ତୋ ମାୟାନଗରୀ

କରିଲୁ ତୁ ମୋ ଠାରୁ ତୁ ମୋତେ ଲୋ ଚୋରି

ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି
ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି

ଗୋରି ତୋ काले-काले बाल ବାଦଲ ପରି
ଗୋରି ତୋ नीली-नीली आँख ସାଗର ପରି
ଦେଖାନି ଆଉ ନଖରା, ଦେଇଦେ ଧରା
ମନକୁ ଟାଣି ନଉଛି ତୋର ଚେହେରା

ଚାଲିଲେ ଲାଗୁଛୁ ତୁ ରାଜହଂସୀ ପରି
ତୋ ପାଖରେ ଏ ଦିଲ୍ ଗଲା ହାରି
ଚାଲିଲେ ଲାଗୁଛୁ ତୁ ରାଜହଂସୀ ପରି
ତୋ ପାଖରେ ଏ ଦିଲ୍ ଗଲା ହାରି

ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି
ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି

ତୁ ମୋର ପ୍ରେମ-ଚିଡ଼ିଆ, ଲୋଟଣି ପାରା
ତୋ ପାଇଁ ଖୋଲା ଅଛି ମୋ ମନ-ପିଞ୍ଜରା
ମାନିଯା ଗେହ୍ଲେଇ-ରାଣୀ, ଦେଖାନି ଭାଉ
ଫୁଲେଇ ହଉଛୁ କେତେ? ସେତିକି ଥାଉ

ଶାୟର ମୁଁ ହେଲେ, ତୁ ମୋ ଶାୟରୀ
ତୋ ପ୍ରେମ ନାଆରେ ହଁ, ମୁଁ ନାଉରୀ
ଶାୟର ମୁଁ ହେଲେ, ତୁ ମୋ ଶାୟରୀ
ତୋ ପ୍ରେମ ନାଆରେ ହଁ, ମୁଁ ନାଉରୀ

ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି
ଆଲୋ ମୋ କନକଗୋରୀ
ଘର ତୋ ନଈ ସେପାରି
ଇଶାରା ଦେଇଦେ ଥରେ
ଯିବି ସାତ ଦରିଆ ପାରି

⏱️ Synced Lyrics

[00:41.58] ପାଖେ ଆସିଲେ କହୁଛୁ ଦୂରେ ଯିବାକୁ
[00:46.37] ଟିକେ ଛୁଇଁଲେ କହୁଛୁ ନ ଛୁଇଁବାକୁ
[00:50.79]
[01:00.34] ପାଖେ ଆସିଲେ କହୁଛୁ ଦୂରେ ଯିବାକୁ
[01:05.27] ଟିକେ ଛୁଇଁଲେ କହୁଛୁ ନ ଛୁଇଁବାକୁ
[01:09.68] ଆଲୋ ମୋ ସ୍ୱପ୍ନସୁନ୍ଦରୀ
[01:12.08] ପ୍ରେମ ତୋ ମାୟାନଗରୀ
[01:14.23] କରିଲୁ ତୁ ମୋ ଠାରୁ ତୁ ମୋତେ ଲୋ ଚୋରି
[01:19.13] ଆଲୋ ମୋ କନକଗୋରୀ
[01:21.49] ଘର ତୋ ନଈ ସେପାରି
[01:23.86] ଇଶାରା ଦେଇଦେ ଥରେ
[01:26.22] ଯିବି ସାତ ଦରିଆ ପାରି
[01:28.58] ଆଲୋ ମୋ କନକଗୋରୀ
[01:30.93] ଘର ତୋ ନଈ ସେପାରି
[01:33.07] ଇଶାରା ଦେଇଦେ ଥରେ
[01:35.50] ଯିବି ସାତ ଦରିଆ ପାରି
[01:38.08]
[02:06.27] ଗୋରି ତୋ काले-काले बाल ବାଦଲ ପରି
[02:10.84] ଗୋରି ତୋ नीली-नीली आँख ସାଗର ପରି
[02:15.67] ଦେଖାନି ଆଉ ନଖରା, ଦେଇଦେ ଧରା
[02:20.26] ମନକୁ ଟାଣି ନଉଛି ତୋର ଚେହେରା
[02:25.61] ଚାଲିଲେ ଲାଗୁଛୁ ତୁ ରାଜହଂସୀ ପରି
[02:30.39] ତୋ ପାଖରେ ଏ ଦିଲ୍ ଗଲା ହାରି
[02:35.04] ଚାଲିଲେ ଲାଗୁଛୁ ତୁ ରାଜହଂସୀ ପରି
[02:39.82] ତୋ ପାଖରେ ଏ ଦିଲ୍ ଗଲା ହାରି
[02:43.97] ଆଲୋ ମୋ କନକଗୋରୀ
[02:46.13] ଘର ତୋ ନଈ ସେପାରି
[02:48.44] ଇଶାରା ଦେଇଦେ ଥରେ
[02:50.95] ଯିବି ସାତ ଦରିଆ ପାରି
[02:53.13] ଆଲୋ ମୋ କନକଗୋରୀ
[02:55.70] ଘର ତୋ ନଈ ସେପାରି
[02:57.80] ଇଶାରା ଦେଇଦେ ଥରେ
[03:00.30] ଯିବି ସାତ ଦରିଆ ପାରି
[03:02.80]
[03:21.37] ତୁ ମୋର ପ୍ରେମ-ଚିଡ଼ିଆ, ଲୋଟଣି ପାରା
[03:26.27] ତୋ ପାଇଁ ଖୋଲା ଅଛି ମୋ ମନ-ପିଞ୍ଜରା
[03:30.83] ମାନିଯା ଗେହ୍ଲେଇ-ରାଣୀ, ଦେଖାନି ଭାଉ
[03:35.54] ଫୁଲେଇ ହଉଛୁ କେତେ? ସେତିକି ଥାଉ
[03:40.95] ଶାୟର ମୁଁ ହେଲେ, ତୁ ମୋ ଶାୟରୀ
[03:45.43] ତୋ ପ୍ରେମ ନାଆରେ ହଁ, ମୁଁ ନାଉରୀ
[03:50.37] ଶାୟର ମୁଁ ହେଲେ, ତୁ ମୋ ଶାୟରୀ
[03:54.98] ତୋ ପ୍ରେମ ନାଆରେ ହଁ, ମୁଁ ନାଉରୀ
[03:59.01] ଆଲୋ ମୋ କନକଗୋରୀ
[04:01.25] ଘର ତୋ ନଈ ସେପାରି
[04:03.80] ଇଶାରା ଦେଇଦେ ଥରେ
[04:06.28] ଯିବି ସାତ ଦରିଆ ପାରି
[04:08.47] ଆଲୋ ମୋ କନକଗୋରୀ
[04:10.97] ଘର ତୋ ନଈ ସେପାରି
[04:13.18] ଇଶାରା ଦେଇଦେ ଥରେ
[04:15.64] ଯିବି ସାତ ଦରିଆ ପାରି
[04:18.40]

⭐ Rate These Lyrics

Average: 0.0/5 • 0 ratings