Naga Kahe Naguni Ku
🎵 3251 characters
⏱️ 5:45 duration
🆔 ID: 8590562
📜 Lyrics
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବଠାରେ କି ଶକ୍ତି ଅଛି ଲୋ?
ଶିବଠାରେ କି ଶକ୍ତି ଅଛି ଲୋ?
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବ ରୂପରେ କି ମାୟା ଅଛି?
ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
ଶିବ ରୂପରେ କି ମାୟା ଅଛି?
ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
ଶିବ ନାମରେ କି ଭାବ ଅଛି?
କୈଳାସ ଗିରି ଯୋଗୀଟେ ପରି
ଶିବ ଶିବ ହୁଏ ଘୋଷି
ଶିବ ଶିବ ହୁଏ ଘୋଷି
ଶିବ ପାଦେ କି ପୁଣ୍ୟ ଅଛି ଲୋ?
ଶିବ ପାଦେ କି ପୁଣ୍ୟ ଅଛି ଲୋ?
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବ ମହିମା ଏମିତି ପୁଣି
ବିନା ଗଦରେ, ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବିନା ଗଦରେ, ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବନ୍ଧା ନାରୀର ଶୂନ୍ୟ କୋଳରେ
ଖେଳୁଚି କୁମର ମଣି
ଖେଳୁଚି କୁମର ମଣି
ଭୋଳାନାଥ କି ଦୟାବନ୍ତ ଲୋ
ଭୋଳାନାଥ କି ଦୟାବନ୍ତ ଲୋ
ପାପୀ ପାଏ ସର୍ବ କ୍ଷମା
ଜମ-ଦଣ୍ଡ ନାହିଁ ଜମା
ପାପୀ ପାଏ ସର୍ବ କ୍ଷମା
ଜମ-ଦଣ୍ଡ ନାହିଁ ଜମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବଠାରେ କି ଶକ୍ତି ଅଛି ଲୋ?
ଶିବଠାରେ କି ଶକ୍ତି ଅଛି ଲୋ?
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବଠାରେ କି ଶକ୍ତି ଅଛି ଲୋ?
ଶିବଠାରେ କି ଶକ୍ତି ଅଛି ଲୋ?
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବ ରୂପରେ କି ମାୟା ଅଛି?
ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
ଶିବ ରୂପରେ କି ମାୟା ଅଛି?
ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
ଶିବ ନାମରେ କି ଭାବ ଅଛି?
କୈଳାସ ଗିରି ଯୋଗୀଟେ ପରି
ଶିବ ଶିବ ହୁଏ ଘୋଷି
ଶିବ ଶିବ ହୁଏ ଘୋଷି
ଶିବ ପାଦେ କି ପୁଣ୍ୟ ଅଛି ଲୋ?
ଶିବ ପାଦେ କି ପୁଣ୍ୟ ଅଛି ଲୋ?
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ପୂଜା କରୁଛନ୍ତି ଉମା
ପୂଜା କରୁଛନ୍ତି ରମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବ ମହିମା ଏମିତି ପୁଣି
ବିନା ଗଦରେ, ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବିନା ଗଦରେ, ବିନା ପଦରେ
ବିଷ ଯେ ହେଉଛି ପାଣି
ଶିବ ମହିମା ଏମିତି ପୁଣି
ବନ୍ଧା ନାରୀର ଶୂନ୍ୟ କୋଳରେ
ଖେଳୁଚି କୁମର ମଣି
ଖେଳୁଚି କୁମର ମଣି
ଭୋଳାନାଥ କି ଦୟାବନ୍ତ ଲୋ
ଭୋଳାନାଥ କି ଦୟାବନ୍ତ ଲୋ
ପାପୀ ପାଏ ସର୍ବ କ୍ଷମା
ଜମ-ଦଣ୍ଡ ନାହିଁ ଜମା
ପାପୀ ପାଏ ସର୍ବ କ୍ଷମା
ଜମ-ଦଣ୍ଡ ନାହିଁ ଜମା
ଶୁଣ ଲୋ ଶିବ ମହିମା
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
ଶିବଠାରେ କି ଶକ୍ତି ଅଛି ଲୋ?
ଶିବଠାରେ କି ଶକ୍ତି ଅଛି ଲୋ?
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଧ୍ୟାନ କରୁଛନ୍ତି ବିଷ୍ଣୁ
ଧ୍ୟାନ କରୁଛନ୍ତି ବ୍ରହ୍ମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
ଶୁଣ ଲୋ ଶିବ ମହିମା
⏱️ Synced Lyrics
[00:32.73] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[00:40.15] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[00:47.46] ଶିବଠାରେ କି ଶକ୍ତି ଅଛି ଲୋ?
[00:52.29] ଶିବଠାରେ କି ଶକ୍ତି ଅଛି ଲୋ?
[00:57.18] ଧ୍ୟାନ କରୁଛନ୍ତି ବିଷ୍ଣୁ
[00:59.70] ଧ୍ୟାନ କରୁଛନ୍ତି ବ୍ରହ୍ମା
[01:02.30] ଧ୍ୟାନ କରୁଛନ୍ତି ବିଷ୍ଣୁ
[01:04.67] ଧ୍ୟାନ କରୁଛନ୍ତି ବ୍ରହ୍ମା
[01:07.14] ଶୁଣ ଲୋ ଶିବ ମହିମା
[01:11.89] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[01:59.09] ଶିବ ରୂପରେ କି ମାୟା ଅଛି?
[02:03.94] ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
[02:13.70] ଶିବ ରୂପରେ କି ମାୟା ଅଛି?
[02:18.76] ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
[02:23.69] ଶିବ ନାମରେ କି ଭାବ ଅଛି?
[02:28.67] କୈଳାସ ଗିରି ଯୋଗୀଟେ ପରି
[02:31.60] ଶିବ ଶିବ ହୁଏ ଘୋଷି
[02:33.55] ଶିବ ଶିବ ହୁଏ ଘୋଷି
[02:35.50] ଶିବ ପାଦେ କି ପୁଣ୍ୟ ଅଛି ଲୋ?
[02:40.41] ଶିବ ପାଦେ କି ପୁଣ୍ୟ ଅଛି ଲୋ?
[02:45.40] ପୂଜା କରୁଛନ୍ତି ଉମା
[02:47.92] ପୂଜା କରୁଛନ୍ତି ରମା
[02:50.42] ପୂଜା କରୁଛନ୍ତି ଉମା
[02:52.80] ପୂଜା କରୁଛନ୍ତି ରମା
[02:55.23] ଶୁଣ ଲୋ ଶିବ ମହିମା
[03:00.15] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[03:47.00] ଶିବ ମହିମା ଏମିତି ପୁଣି
[03:51.92] ବିନା ଗଦରେ, ବିନା ପଦରେ
[03:54.52] ବିଷ ଯେ ହେଉଛି ପାଣି
[04:01.95] ଶିବ ମହିମା ଏମିତି ପୁଣି
[04:06.92] ବିନା ଗଦରେ, ବିନା ପଦରେ
[04:09.37] ବିଷ ଯେ ହେଉଛି ପାଣି
[04:11.61] ଶିବ ମହିମା ଏମିତି ପୁଣି
[04:16.70] ବନ୍ଧା ନାରୀର ଶୂନ୍ୟ କୋଳରେ
[04:19.16] ଖେଳୁଚି କୁମର ମଣି
[04:21.69] ଖେଳୁଚି କୁମର ମଣି
[04:23.59] ଭୋଳାନାଥ କି ଦୟାବନ୍ତ ଲୋ
[04:28.46] ଭୋଳାନାଥ କି ଦୟାବନ୍ତ ଲୋ
[04:33.24] ପାପୀ ପାଏ ସର୍ବ କ୍ଷମା
[04:35.84] ଜମ-ଦଣ୍ଡ ନାହିଁ ଜମା
[04:38.45] ପାପୀ ପାଏ ସର୍ବ କ୍ଷମା
[04:40.84] ଜମ-ଦଣ୍ଡ ନାହିଁ ଜମା
[04:43.28] ଶୁଣ ଲୋ ଶିବ ମହିମା
[04:48.04] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[04:55.31] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[05:02.67] ଶିବଠାରେ କି ଶକ୍ତି ଅଛି ଲୋ?
[05:07.63] ଶିବଠାରେ କି ଶକ୍ତି ଅଛି ଲୋ?
[05:12.52] ଧ୍ୟାନ କରୁଛନ୍ତି ବିଷ୍ଣୁ
[05:14.95] ଧ୍ୟାନ କରୁଛନ୍ତି ବ୍ରହ୍ମା
[05:17.56] ଧ୍ୟାନ କରୁଛନ୍ତି ବିଷ୍ଣୁ
[05:19.98] ଧ୍ୟାନ କରୁଛନ୍ତି ବ୍ରହ୍ମା
[05:22.10] ଶୁଣ ଲୋ ଶିବ ମହିମା
[05:26.99] ଶୁଣ ଲୋ ଶିବ ମହିମା
[05:31.83] ଶୁଣ ଲୋ ଶିବ ମହିମା
[05:36.82] ଶୁଣ ଲୋ ଶିବ ମହିମା
[05:41.99]
[00:40.15] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[00:47.46] ଶିବଠାରେ କି ଶକ୍ତି ଅଛି ଲୋ?
[00:52.29] ଶିବଠାରେ କି ଶକ୍ତି ଅଛି ଲୋ?
[00:57.18] ଧ୍ୟାନ କରୁଛନ୍ତି ବିଷ୍ଣୁ
[00:59.70] ଧ୍ୟାନ କରୁଛନ୍ତି ବ୍ରହ୍ମା
[01:02.30] ଧ୍ୟାନ କରୁଛନ୍ତି ବିଷ୍ଣୁ
[01:04.67] ଧ୍ୟାନ କରୁଛନ୍ତି ବ୍ରହ୍ମା
[01:07.14] ଶୁଣ ଲୋ ଶିବ ମହିମା
[01:11.89] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[01:59.09] ଶିବ ରୂପରେ କି ମାୟା ଅଛି?
[02:03.94] ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
[02:13.70] ଶିବ ରୂପରେ କି ମାୟା ଅଛି?
[02:18.76] ଜଟାରେ ଆସି ରହିଲେ ଗଙ୍ଗା, ରହିଲେ ସରଗ ଶଶୀ
[02:23.69] ଶିବ ନାମରେ କି ଭାବ ଅଛି?
[02:28.67] କୈଳାସ ଗିରି ଯୋଗୀଟେ ପରି
[02:31.60] ଶିବ ଶିବ ହୁଏ ଘୋଷି
[02:33.55] ଶିବ ଶିବ ହୁଏ ଘୋଷି
[02:35.50] ଶିବ ପାଦେ କି ପୁଣ୍ୟ ଅଛି ଲୋ?
[02:40.41] ଶିବ ପାଦେ କି ପୁଣ୍ୟ ଅଛି ଲୋ?
[02:45.40] ପୂଜା କରୁଛନ୍ତି ଉମା
[02:47.92] ପୂଜା କରୁଛନ୍ତି ରମା
[02:50.42] ପୂଜା କରୁଛନ୍ତି ଉମା
[02:52.80] ପୂଜା କରୁଛନ୍ତି ରମା
[02:55.23] ଶୁଣ ଲୋ ଶିବ ମହିମା
[03:00.15] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[03:47.00] ଶିବ ମହିମା ଏମିତି ପୁଣି
[03:51.92] ବିନା ଗଦରେ, ବିନା ପଦରେ
[03:54.52] ବିଷ ଯେ ହେଉଛି ପାଣି
[04:01.95] ଶିବ ମହିମା ଏମିତି ପୁଣି
[04:06.92] ବିନା ଗଦରେ, ବିନା ପଦରେ
[04:09.37] ବିଷ ଯେ ହେଉଛି ପାଣି
[04:11.61] ଶିବ ମହିମା ଏମିତି ପୁଣି
[04:16.70] ବନ୍ଧା ନାରୀର ଶୂନ୍ୟ କୋଳରେ
[04:19.16] ଖେଳୁଚି କୁମର ମଣି
[04:21.69] ଖେଳୁଚି କୁମର ମଣି
[04:23.59] ଭୋଳାନାଥ କି ଦୟାବନ୍ତ ଲୋ
[04:28.46] ଭୋଳାନାଥ କି ଦୟାବନ୍ତ ଲୋ
[04:33.24] ପାପୀ ପାଏ ସର୍ବ କ୍ଷମା
[04:35.84] ଜମ-ଦଣ୍ଡ ନାହିଁ ଜମା
[04:38.45] ପାପୀ ପାଏ ସର୍ବ କ୍ଷମା
[04:40.84] ଜମ-ଦଣ୍ଡ ନାହିଁ ଜମା
[04:43.28] ଶୁଣ ଲୋ ଶିବ ମହିମା
[04:48.04] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[04:55.31] ନାଗ କହେ ନାଗୁଣୀକୁ, "ଶୁଣ ଲୋ ଶିବ ମହିମା"
[05:02.67] ଶିବଠାରେ କି ଶକ୍ତି ଅଛି ଲୋ?
[05:07.63] ଶିବଠାରେ କି ଶକ୍ତି ଅଛି ଲୋ?
[05:12.52] ଧ୍ୟାନ କରୁଛନ୍ତି ବିଷ୍ଣୁ
[05:14.95] ଧ୍ୟାନ କରୁଛନ୍ତି ବ୍ରହ୍ମା
[05:17.56] ଧ୍ୟାନ କରୁଛନ୍ତି ବିଷ୍ଣୁ
[05:19.98] ଧ୍ୟାନ କରୁଛନ୍ତି ବ୍ରହ୍ମା
[05:22.10] ଶୁଣ ଲୋ ଶିବ ମହିମା
[05:26.99] ଶୁଣ ଲୋ ଶିବ ମହିମା
[05:31.83] ଶୁଣ ଲୋ ଶିବ ମହିମା
[05:36.82] ଶୁଣ ଲୋ ଶିବ ମହିମା
[05:41.99]