Tu Dele Thare Chimuti (From "Delivery Boy")
🎵 1858 characters
⏱️ 3:40 duration
🆔 ID: 8597829
📜 Lyrics
ତତେ ଥରେ ଚାହିଁ ଦେଲେ
ମୁଁ କଉଠି ଅଛି ରେ ଭୁଲିଯାଏ, ଭୁଲିଯାଏ
ତୁ ଥିଲେ ସାମ୍ନାରେ ମୋର
ତୋ ଭାବନାରେ ଖାଲି ହଜିଯାଏ, ହଜିଯାଏ
ସେଇ ଭାବନାରୁ ମୋ ନିଜ ପାଖକୁ ଆସେ ପୁଣି ଲେଉଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
କଣ୍ଟାର ଆଘାତ ଭୁଲି ହୁଏ
ଫୁଲର ଆଘାତ ମନେ ରହେ
ତୁ ସେମିତି ଫୁଲ ଟିଏ
ଚାଲିବାକୁ କେତେ ବାଟ ଥାଏ
ଯେଉଁ ବାଟେ ପ୍ରେମ ଡାକି ନିଏ
ତୁ ସେମିତି ବାଟ ଟିଏ
ସେ ଚଲା ବାଟରେ ସ୍ୱପ୍ନର ଠିକଣା ମିଳିଯାଏ ସେଇଠି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ପାଦ ସିନା ମୋର ଏ ମାଟିରେ
ତୋ ସାଥେ ଉଡେ ମୁଁ ଆକାଶରେ
ଏ ଉଡ଼ିବା ତୋ ଇଚ୍ଛାରେ
ସବୁଠି ମୁଁ ସିନା ଜିତି ପାରେ
ତୋ ପାଖେ କେବଳ ମନ ହାରେ
ଏ ହାରିବା ତୋ ପ୍ରେମରେ
ସେ ପ୍ରେମରେ ହଜି ପୁଣି ଖୋଜି-ଖୋଜି, ସ୍ବପ୍ନ ଆଣେ ସାଉଁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ମୁଁ କଉଠି ଅଛି ରେ ଭୁଲିଯାଏ, ଭୁଲିଯାଏ
ତୁ ଥିଲେ ସାମ୍ନାରେ ମୋର
ତୋ ଭାବନାରେ ଖାଲି ହଜିଯାଏ, ହଜିଯାଏ
ସେଇ ଭାବନାରୁ ମୋ ନିଜ ପାଖକୁ ଆସେ ପୁଣି ଲେଉଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
କଣ୍ଟାର ଆଘାତ ଭୁଲି ହୁଏ
ଫୁଲର ଆଘାତ ମନେ ରହେ
ତୁ ସେମିତି ଫୁଲ ଟିଏ
ଚାଲିବାକୁ କେତେ ବାଟ ଥାଏ
ଯେଉଁ ବାଟେ ପ୍ରେମ ଡାକି ନିଏ
ତୁ ସେମିତି ବାଟ ଟିଏ
ସେ ଚଲା ବାଟରେ ସ୍ୱପ୍ନର ଠିକଣା ମିଳିଯାଏ ସେଇଠି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ପାଦ ସିନା ମୋର ଏ ମାଟିରେ
ତୋ ସାଥେ ଉଡେ ମୁଁ ଆକାଶରେ
ଏ ଉଡ଼ିବା ତୋ ଇଚ୍ଛାରେ
ସବୁଠି ମୁଁ ସିନା ଜିତି ପାରେ
ତୋ ପାଖେ କେବଳ ମନ ହାରେ
ଏ ହାରିବା ତୋ ପ୍ରେମରେ
ସେ ପ୍ରେମରେ ହଜି ପୁଣି ଖୋଜି-ଖୋଜି, ସ୍ବପ୍ନ ଆଣେ ସାଉଁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
ତୁ ଦେଲେ ଥରେ ଚିମୁଟି
⏱️ Synced Lyrics
[00:23.33] ତତେ ଥରେ ଚାହିଁ ଦେଲେ
[00:26.95] ମୁଁ କଉଠି ଅଛି ରେ ଭୁଲିଯାଏ, ଭୁଲିଯାଏ
[00:34.81] ତୁ ଥିଲେ ସାମ୍ନାରେ ମୋର
[00:38.23] ତୋ ଭାବନାରେ ଖାଲି ହଜିଯାଏ, ହଜିଯାଏ
[00:46.12] ସେଇ ଭାବନାରୁ ମୋ ନିଜ ପାଖକୁ ଆସେ ପୁଣି ଲେଉଟି
[00:54.85] ତୁ ଦେଲେ ଥରେ ଚିମୁଟି
[00:58.62] ତୁ ଦେଲେ ଥରେ ଚିମୁଟି
[01:02.46] ତୁ ଦେଲେ ଥରେ ଚିମୁଟି
[01:06.21] ତୁ ଦେଲେ ଥରେ ଚିମୁଟି
[01:10.52]
[01:33.49] କଣ୍ଟାର ଆଘାତ ଭୁଲି ହୁଏ
[01:37.35] ଫୁଲର ଆଘାତ ମନେ ରହେ
[01:40.38] ତୁ ସେମିତି ଫୁଲ ଟିଏ
[01:44.89] ଚାଲିବାକୁ କେତେ ବାଟ ଥାଏ
[01:48.65] ଯେଉଁ ବାଟେ ପ୍ରେମ ଡାକି ନିଏ
[01:51.74] ତୁ ସେମିତି ବାଟ ଟିଏ
[01:56.04] ସେ ଚଲା ବାଟରେ ସ୍ୱପ୍ନର ଠିକଣା ମିଳିଯାଏ ସେଇଠି
[02:05.04] ତୁ ଦେଲେ ଥରେ ଚିମୁଟି
[02:08.84] ତୁ ଦେଲେ ଥରେ ଚିମୁଟି
[02:12.58] ତୁ ଦେଲେ ଥରେ ଚିମୁଟି
[02:16.34] ତୁ ଦେଲେ ଥରେ ଚିମୁଟି
[02:20.09]
[02:43.51] ପାଦ ସିନା ମୋର ଏ ମାଟିରେ
[02:47.37] ତୋ ସାଥେ ଉଡେ ମୁଁ ଆକାଶରେ
[02:50.42] ଏ ଉଡ଼ିବା ତୋ ଇଚ୍ଛାରେ
[02:54.92] ସବୁଠି ମୁଁ ସିନା ଜିତି ପାରେ
[02:58.64] ତୋ ପାଖେ କେବଳ ମନ ହାରେ
[03:02.06] ଏ ହାରିବା ତୋ ପ୍ରେମରେ
[03:06.17] ସେ ପ୍ରେମରେ ହଜି ପୁଣି ଖୋଜି-ଖୋଜି, ସ୍ବପ୍ନ ଆଣେ ସାଉଁଟି
[03:15.29] ତୁ ଦେଲେ ଥରେ ଚିମୁଟି
[03:18.88] ତୁ ଦେଲେ ଥରେ ଚିମୁଟି
[03:21.52] ତୁ ଦେଲେ ଥରେ ଚିମୁଟି
[03:26.52] ତୁ ଦେଲେ ଥରେ ଚିମୁଟି
[03:30.78]
[00:26.95] ମୁଁ କଉଠି ଅଛି ରେ ଭୁଲିଯାଏ, ଭୁଲିଯାଏ
[00:34.81] ତୁ ଥିଲେ ସାମ୍ନାରେ ମୋର
[00:38.23] ତୋ ଭାବନାରେ ଖାଲି ହଜିଯାଏ, ହଜିଯାଏ
[00:46.12] ସେଇ ଭାବନାରୁ ମୋ ନିଜ ପାଖକୁ ଆସେ ପୁଣି ଲେଉଟି
[00:54.85] ତୁ ଦେଲେ ଥରେ ଚିମୁଟି
[00:58.62] ତୁ ଦେଲେ ଥରେ ଚିମୁଟି
[01:02.46] ତୁ ଦେଲେ ଥରେ ଚିମୁଟି
[01:06.21] ତୁ ଦେଲେ ଥରେ ଚିମୁଟି
[01:10.52]
[01:33.49] କଣ୍ଟାର ଆଘାତ ଭୁଲି ହୁଏ
[01:37.35] ଫୁଲର ଆଘାତ ମନେ ରହେ
[01:40.38] ତୁ ସେମିତି ଫୁଲ ଟିଏ
[01:44.89] ଚାଲିବାକୁ କେତେ ବାଟ ଥାଏ
[01:48.65] ଯେଉଁ ବାଟେ ପ୍ରେମ ଡାକି ନିଏ
[01:51.74] ତୁ ସେମିତି ବାଟ ଟିଏ
[01:56.04] ସେ ଚଲା ବାଟରେ ସ୍ୱପ୍ନର ଠିକଣା ମିଳିଯାଏ ସେଇଠି
[02:05.04] ତୁ ଦେଲେ ଥରେ ଚିମୁଟି
[02:08.84] ତୁ ଦେଲେ ଥରେ ଚିମୁଟି
[02:12.58] ତୁ ଦେଲେ ଥରେ ଚିମୁଟି
[02:16.34] ତୁ ଦେଲେ ଥରେ ଚିମୁଟି
[02:20.09]
[02:43.51] ପାଦ ସିନା ମୋର ଏ ମାଟିରେ
[02:47.37] ତୋ ସାଥେ ଉଡେ ମୁଁ ଆକାଶରେ
[02:50.42] ଏ ଉଡ଼ିବା ତୋ ଇଚ୍ଛାରେ
[02:54.92] ସବୁଠି ମୁଁ ସିନା ଜିତି ପାରେ
[02:58.64] ତୋ ପାଖେ କେବଳ ମନ ହାରେ
[03:02.06] ଏ ହାରିବା ତୋ ପ୍ରେମରେ
[03:06.17] ସେ ପ୍ରେମରେ ହଜି ପୁଣି ଖୋଜି-ଖୋଜି, ସ୍ବପ୍ନ ଆଣେ ସାଉଁଟି
[03:15.29] ତୁ ଦେଲେ ଥରେ ଚିମୁଟି
[03:18.88] ତୁ ଦେଲେ ଥରେ ଚିମୁଟି
[03:21.52] ତୁ ଦେଲେ ଥରେ ଚିମୁଟି
[03:26.52] ତୁ ଦେଲେ ଥରେ ଚିମୁଟି
[03:30.78]