Mo Dehare Odhani
🎵 2493 characters
⏱️ 4:37 duration
🆔 ID: 8884293
📜 Lyrics
ଏହେହେହେ, ଓହୋହୋହୋ
ଲାଲାଲାଲା, ଲା-ଲାଲାଲାଲା
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହାଏ ଓଠ ମୋର ଲାଜ କରେ ନୂଆ ନୂଆ
ଆଇନାରେ ମୋ ଚେହେରା ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ବୟସର ବଗିଚାରେ ଫୁଲଟେ ମୁଁ ନୂଆ ନୂଆ
ସପନର ସରଗରେ ପରୀଟେ ମୁଁ ନୂଆ ନୂଆ
ଓ ସାଗରର ଶେଯ ପରି ଶାମୁକା ମୁଁ ନୂଆ ନୂଆ
ଆକାଶର ବଉଦରେ ବିଜୁଳି ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହେ ଓଠ ମୋର ଲାଜ କରେ ନୂଆ ନୂଆ
ଶ୍ରାବଣର ବର୍ଷାରାତି ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ଯଉବନ ଯଉଘରେ ଦୀପଟେ ମୁଁ ନୂଆ ନୂଆ
ସରସୀର ନୀଳଜଳେ କଇଁଟେ ମୁଁ ନୂଆ ନୂଆ
ଲା-ଲା-ଲା, ପାହାଡ଼ର ପାଦତଳେ ନଈଟେ ମୁଁ ନୂଆ ନୂଆ
ତରୁଲତା ଗହଳରେ ପକ୍ଷୀଟେ ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଫଗୁଣର ପ୍ରଜାପତି ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ନୂଆ ନୂଆ, ହାଁ-ହାଁ ନୂଆ ନୂଆ
ନୂଆ ନୂଆ, ନୂଆ ନୂଆ
ଲାଲାଲାଲା, ଲା-ଲାଲାଲାଲା
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହାଏ ଓଠ ମୋର ଲାଜ କରେ ନୂଆ ନୂଆ
ଆଇନାରେ ମୋ ଚେହେରା ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ବୟସର ବଗିଚାରେ ଫୁଲଟେ ମୁଁ ନୂଆ ନୂଆ
ସପନର ସରଗରେ ପରୀଟେ ମୁଁ ନୂଆ ନୂଆ
ଓ ସାଗରର ଶେଯ ପରି ଶାମୁକା ମୁଁ ନୂଆ ନୂଆ
ଆକାଶର ବଉଦରେ ବିଜୁଳି ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ହେ ଓଠ ମୋର ଲାଜ କରେ ନୂଆ ନୂଆ
ଶ୍ରାବଣର ବର୍ଷାରାତି ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ଯଉବନ ଯଉଘରେ ଦୀପଟେ ମୁଁ ନୂଆ ନୂଆ
ସରସୀର ନୀଳଜଳେ କଇଁଟେ ମୁଁ ନୂଆ ନୂଆ
ଲା-ଲା-ଲା, ପାହାଡ଼ର ପାଦତଳେ ନଈଟେ ମୁଁ ନୂଆ ନୂଆ
ତରୁଲତା ଗହଳରେ ପକ୍ଷୀଟେ ମୁଁ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଆଖି ମୋର କଥାକହେ ନୂଆ ନୂଆ
ଓଠ ମୋର ଲାଜ କରେ ନୂଆ ନୂଆ
ଫଗୁଣର ପ୍ରଜାପତି ଲାଗେ ଆଜି ମତେ କିଆଁ ନୂଆ ନୂଆ? ନୂଆ ନୂଆ
ମୋ ଦେହରେ ଓଢ଼ଣି ପଡ଼ିଛି ନୂଆ ନୂଆ, ନୂଆ ନୂଆ
ନୂଆ ନୂଆ, ହାଁ-ହାଁ ନୂଆ ନୂଆ
ନୂଆ ନୂଆ, ନୂଆ ନୂଆ