Home 🎬 Bollywood 🎵 Pakistani 🎤 English Pop

143 I Love You

👤 Babushan, Tapu Mishra ⏱️ 4:12
🎵 2214 characters
⏱️ 4:12 duration
🆔 ID: 9049164

📜 Lyrics

दीवाना ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ

ଏ ମନ ଖାଲି ତୋ ପାଇଁ
ଏ ପ୍ରେମ ଖାଲି ତୋ ପାଇଁ
ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ

ଏଇ ଆଖି ଆଖିରେ କହିଦେଲୁ
ତୁ ମତେ ଭଲପାଉ
ଯାହା କାଲି ତୁ ମତେ କହି ସାରିଛୁ
କହୁଛି ଆଜି ମୁଁ

143, I love you, I love you, I love you
I love you
143, I love you, I love you, I love you
I love you

ତୋ ସାଥେ ଦିନେ ହବ ଦେଖା
ଏ ମନ କହୁଥିଲା
ସେଇ ମନ ପୁଣି ହବ ଚୋରି
କିଏ ସେ ଜାଣିଥିଲା

ରାତି, ଦିନ କାଇଁ ତତେ ଖାଲି
ଏ ଆଖି ଖୋଜୁଥିଲା?
ଲାଗୁଥିଲା ପ୍ରେମ ହେଇଯିବ
ସତରେ ହେଇଗଲା

ମୁଁ ମନ ଦେଇଛି, ଦେଇ ସାରିଛି
ତତେ ଚାହୁଁ-ଚାହୁଁ
ଭଲ ପାଉଛି ତତେ, କାହିଁକି ଏତେ
ଜାଣି ପାରୁନି ମୁଁ

143, I love you, I love you, I love you
I love you
143, I love you, I love you, I love you
I love you

ସପନ ଦେଖୁନି ଆଉ ଜମା
ଦେଖୁଛି ତତେ ଖାଲି
ଲାଗେ ଟିକେ-ଟିକେ ଭଲ ଏବେ
ପ୍ରଥମ ପ୍ରେମ ବୋଲି

ଯେବେଠୁ ଜୀବନେ ଆସି ମୋର
ସାଜିଲୁ ତୁ ନିଜର
ତତେ ଛାଡ଼ି ଆଉ କେଉଁଆଡେ
ଫେରୁନି ମୋ ନଜର

ମୁଁ ଦେଇଛି ମନ, ଦେବି ଜୀବନ
ମାଗିଲେ ମତେ ତୁ
ତୁ ନାହୁଁ ଯଉଠି, ସତ କହୁଛି
ନାହିଁ ଫେରିଛି ମୁଁ

One, Four, Three
143, I love you, I love you, I love you
I love you
ଲା-ଲା-ଲା, 143, I love you, I love you, I love you
I love you
143, I love you, I love you, I love you
I love you
ଲା-ଲା-ଲା, 143, I love you, I love you, I love you
I love you

⏱️ Synced Lyrics

[00:00.22] दीवाना ହେଲି ତୋ ପାଇଁ
[00:03.88] ପାଗଳ ହେଲି ତୋ ପାଇଁ
[00:07.59] ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ
[00:15.10] ଏ ମନ ଖାଲି ତୋ ପାଇଁ
[00:18.83] ଏ ପ୍ରେମ ଖାଲି ତୋ ପାଇଁ
[00:22.76] ଜାଣୁ ଏ ସାରା ଦୁନିଆଁ, ତୁ ଏକା ମୋରି ପାଇଁ
[00:29.26] ଏଇ ଆଖି ଆଖିରେ କହିଦେଲୁ
[00:33.09] ତୁ ମତେ ଭଲପାଉ
[00:36.72] ଯାହା କାଲି ତୁ ମତେ କହି ସାରିଛୁ
[00:40.98] କହୁଛି ଆଜି ମୁଁ
[00:44.58] 143, I love you, I love you, I love you
[00:49.66] I love you
[00:54.03] 143, I love you, I love you, I love you
[00:59.13] I love you
[01:01.42]
[01:24.24] ତୋ ସାଥେ ଦିନେ ହବ ଦେଖା
[01:28.27] ଏ ମନ କହୁଥିଲା
[01:31.85] ସେଇ ମନ ପୁଣି ହବ ଚୋରି
[01:35.99] କିଏ ସେ ଜାଣିଥିଲା
[01:43.18] ରାତି, ଦିନ କାଇଁ ତତେ ଖାଲି
[01:47.13] ଏ ଆଖି ଖୋଜୁଥିଲା?
[01:50.76] ଲାଗୁଥିଲା ପ୍ରେମ ହେଇଯିବ
[01:54.80] ସତରେ ହେଇଗଲା
[01:57.87] ମୁଁ ମନ ଦେଇଛି, ଦେଇ ସାରିଛି
[02:02.08] ତତେ ଚାହୁଁ-ଚାହୁଁ
[02:05.31] ଭଲ ପାଉଛି ତତେ, କାହିଁକି ଏତେ
[02:09.77] ଜାଣି ପାରୁନି ମୁଁ
[02:13.30] 143, I love you, I love you, I love you
[02:18.55] I love you
[02:22.74] 143, I love you, I love you, I love you
[02:27.85] I love you
[02:30.56]
[02:45.47] ସପନ ଦେଖୁନି ଆଉ ଜମା
[02:49.57] ଦେଖୁଛି ତତେ ଖାଲି
[02:53.04] ଲାଗେ ଟିକେ-ଟିକେ ଭଲ ଏବେ
[02:56.97] ପ୍ରଥମ ପ୍ରେମ ବୋଲି
[03:04.37] ଯେବେଠୁ ଜୀବନେ ଆସି ମୋର
[03:08.28] ସାଜିଲୁ ତୁ ନିଜର
[03:11.83] ତତେ ଛାଡ଼ି ଆଉ କେଉଁଆଡେ
[03:15.83] ଫେରୁନି ମୋ ନଜର
[03:18.98] ମୁଁ ଦେଇଛି ମନ, ଦେବି ଜୀବନ
[03:23.46] ମାଗିଲେ ମତେ ତୁ
[03:26.62] ତୁ ନାହୁଁ ଯଉଠି, ସତ କହୁଛି
[03:30.67] ନାହିଁ ଫେରିଛି ମୁଁ
[03:34.42] One, Four, Three
[03:38.26] 143, I love you, I love you, I love you
[03:43.10] I love you
[03:44.77] ଲା-ଲା-ଲା, 143, I love you, I love you, I love you
[03:50.83] I love you
[03:53.26] 143, I love you, I love you, I love you
[03:58.56] I love you
[04:00.31] ଲା-ଲା-ଲା, 143, I love you, I love you, I love you
[04:06.09] I love you
[04:08.64]

⭐ Rate These Lyrics

Average: 0.0/5 • 0 ratings