Dheema Dheema Chatira Spandana
🎵 2475 characters
⏱️ 5:09 duration
🆔 ID: 9180138
📜 Lyrics
ଲାଲା-ଲାଲା-ଲା-ଲାଲା-ଲା
ଲାଲା-ଲାଲା-ଲା
(I do इश्क़ only तुमसे)
ଲାଲା-ଲାଲା-ଲା-ଲାଲା-ଲା
ଲାଲା-ଲାଲା-ଲା
(I do इश्क़ only तुमसे)
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
ମହମ ପରି ସେ ତରଳେ
ଛାତି ତଳେ ନିଆଁ ଜାଳେ
ପାଉଁଶ ତଳର ନିଆଁ ସେ
ଧୀରେ ଧୀରେ କୁହୁଳେ
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
ତାତି ବଢୁଚି ଆଜି ମୋ ଦେହରେ, ପ୍ରିୟା ତୋ ଛୁଆଁରେ
ମୁଁ ଭିଜେ ସିନା ଉପରେ
ମୁଁ ଜଳେ ଆଜି ଭିତରେ
ଇଚ୍ଛା ହଉଛି ଚୋରେଇନେବି
ଯେତେ ତୋ ପାଖେ ଅଛି, ମିଠା ମହୁ ଓଠରେ
ତୋ ଲାଜକୁଳି ଦେହରେ
ଅବୁଝା ଲାଗୁଚି ବୟସ
ଋତୁ ଆଜି ଚେଇଁ ଶୁଏ
ପ୍ରେମରେ ଅଲଗା ଘଟଣା
ଘଟିବ ମନ କୁହେ
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
ପାଗଳ ମୁଁ ଯେ କାହିଁକି ଏତେ? ପ୍ରିୟା ତୋ ପାଇଁ ଆଜି
ଜାଣିଚୁ କି କହ ତୁ
ପାରୁନାହିଁ ବୁଝି ମୁଁ
ଖୋଲା ପଡ଼ିଚି ପଲକ ମୋର
ସ୍ୱପ୍ନ ମୋ ଫେରେ ଆଜି, ନିଦ ଭୁଲି ଆଖିରୁ
ବାଟ ଭୁଲି ରାତିରୁ
ଏମିତି ନଥିଲା ଜୀବନ
ଲାଗେ ଆଜି କିଛି ହେଲା
ନିଆଁରେ ପତଙ୍ଗ ତା ଡ଼େଣା
ଜାଣିକି ଜାଳିଦେଲା
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
ଲାଲା-ଲାଲା-ଲା
(I do इश्क़ only तुमसे)
ଲାଲା-ଲାଲା-ଲା-ଲାଲା-ଲା
ଲାଲା-ଲାଲା-ଲା
(I do इश्क़ only तुमसे)
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
ମହମ ପରି ସେ ତରଳେ
ଛାତି ତଳେ ନିଆଁ ଜାଳେ
ପାଉଁଶ ତଳର ନିଆଁ ସେ
ଧୀରେ ଧୀରେ କୁହୁଳେ
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
ତାତି ବଢୁଚି ଆଜି ମୋ ଦେହରେ, ପ୍ରିୟା ତୋ ଛୁଆଁରେ
ମୁଁ ଭିଜେ ସିନା ଉପରେ
ମୁଁ ଜଳେ ଆଜି ଭିତରେ
ଇଚ୍ଛା ହଉଛି ଚୋରେଇନେବି
ଯେତେ ତୋ ପାଖେ ଅଛି, ମିଠା ମହୁ ଓଠରେ
ତୋ ଲାଜକୁଳି ଦେହରେ
ଅବୁଝା ଲାଗୁଚି ବୟସ
ଋତୁ ଆଜି ଚେଇଁ ଶୁଏ
ପ୍ରେମରେ ଅଲଗା ଘଟଣା
ଘଟିବ ମନ କୁହେ
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
ପାଗଳ ମୁଁ ଯେ କାହିଁକି ଏତେ? ପ୍ରିୟା ତୋ ପାଇଁ ଆଜି
ଜାଣିଚୁ କି କହ ତୁ
ପାରୁନାହିଁ ବୁଝି ମୁଁ
ଖୋଲା ପଡ଼ିଚି ପଲକ ମୋର
ସ୍ୱପ୍ନ ମୋ ଫେରେ ଆଜି, ନିଦ ଭୁଲି ଆଖିରୁ
ବାଟ ଭୁଲି ରାତିରୁ
ଏମିତି ନଥିଲା ଜୀବନ
ଲାଗେ ଆଜି କିଛି ହେଲା
ନିଆଁରେ ପତଙ୍ଗ ତା ଡ଼େଣା
ଜାଣିକି ଜାଳିଦେଲା
ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
(I do इश्क़ only तुमसे)
⏱️ Synced Lyrics
[00:07.50] ଲାଲା-ଲାଲା-ଲା-ଲାଲା-ଲା
[00:10.80] ଲାଲା-ଲାଲା-ଲା
[00:12.57] (I do इश्क़ only तुमसे)
[00:16.06] ଲାଲା-ଲାଲା-ଲା-ଲାଲା-ଲା
[00:19.54] ଲାଲା-ଲାଲା-ଲା
[00:21.04] (I do इश्क़ only तुमसे)
[00:24.84]
[00:57.14] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[01:04.02] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[01:09.88] ମହମ ପରି ସେ ତରଳେ
[01:13.49] ଛାତି ତଳେ ନିଆଁ ଜାଳେ
[01:16.81] ପାଉଁଶ ତଳର ନିଆଁ ସେ
[01:20.34] ଧୀରେ ଧୀରେ କୁହୁଳେ
[01:23.58]
[01:36.51] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[01:43.17] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[01:48.36] (I do इश्क़ only तुमसे)
[01:51.69]
[02:08.58] ତାତି ବଢୁଚି ଆଜି ମୋ ଦେହରେ, ପ୍ରିୟା ତୋ ଛୁଆଁରେ
[02:14.18] ମୁଁ ଭିଜେ ସିନା ଉପରେ
[02:17.63] ମୁଁ ଜଳେ ଆଜି ଭିତରେ
[02:25.60] ଇଚ୍ଛା ହଉଛି ଚୋରେଇନେବି
[02:28.64] ଯେତେ ତୋ ପାଖେ ଅଛି, ମିଠା ମହୁ ଓଠରେ
[02:34.71] ତୋ ଲାଜକୁଳି ଦେହରେ
[02:37.42] ଅବୁଝା ଲାଗୁଚି ବୟସ
[02:40.94] ଋତୁ ଆଜି ଚେଇଁ ଶୁଏ
[02:44.25] ପ୍ରେମରେ ଅଲଗା ଘଟଣା
[02:47.74] ଘଟିବ ମନ କୁହେ
[02:51.15]
[03:03.92] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[03:10.86] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[03:15.78] (I do इश्क़ only तुमसे)
[03:19.39]
[03:49.66] ପାଗଳ ମୁଁ ଯେ କାହିଁକି ଏତେ? ପ୍ରିୟା ତୋ ପାଇଁ ଆଜି
[03:55.49] ଜାଣିଚୁ କି କହ ତୁ
[03:58.77] ପାରୁନାହିଁ ବୁଝି ମୁଁ
[04:06.76] ଖୋଲା ପଡ଼ିଚି ପଲକ ମୋର
[04:09.78] ସ୍ୱପ୍ନ ମୋ ଫେରେ ଆଜି, ନିଦ ଭୁଲି ଆଖିରୁ
[04:15.95] ବାଟ ଭୁଲି ରାତିରୁ
[04:18.63] ଏମିତି ନଥିଲା ଜୀବନ
[04:21.82] ଲାଗେ ଆଜି କିଛି ହେଲା
[04:25.28] ନିଆଁରେ ପତଙ୍ଗ ତା ଡ଼େଣା
[04:28.77] ଜାଣିକି ଜାଳିଦେଲା
[04:32.13]
[04:45.15] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[04:51.77] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[04:56.96] (I do इश्क़ only तुमसे)
[05:00.45]
[00:10.80] ଲାଲା-ଲାଲା-ଲା
[00:12.57] (I do इश्क़ only तुमसे)
[00:16.06] ଲାଲା-ଲାଲା-ଲା-ଲାଲା-ଲା
[00:19.54] ଲାଲା-ଲାଲା-ଲା
[00:21.04] (I do इश्क़ only तुमसे)
[00:24.84]
[00:57.14] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[01:04.02] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[01:09.88] ମହମ ପରି ସେ ତରଳେ
[01:13.49] ଛାତି ତଳେ ନିଆଁ ଜାଳେ
[01:16.81] ପାଉଁଶ ତଳର ନିଆଁ ସେ
[01:20.34] ଧୀରେ ଧୀରେ କୁହୁଳେ
[01:23.58]
[01:36.51] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[01:43.17] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[01:48.36] (I do इश्क़ only तुमसे)
[01:51.69]
[02:08.58] ତାତି ବଢୁଚି ଆଜି ମୋ ଦେହରେ, ପ୍ରିୟା ତୋ ଛୁଆଁରେ
[02:14.18] ମୁଁ ଭିଜେ ସିନା ଉପରେ
[02:17.63] ମୁଁ ଜଳେ ଆଜି ଭିତରେ
[02:25.60] ଇଚ୍ଛା ହଉଛି ଚୋରେଇନେବି
[02:28.64] ଯେତେ ତୋ ପାଖେ ଅଛି, ମିଠା ମହୁ ଓଠରେ
[02:34.71] ତୋ ଲାଜକୁଳି ଦେହରେ
[02:37.42] ଅବୁଝା ଲାଗୁଚି ବୟସ
[02:40.94] ଋତୁ ଆଜି ଚେଇଁ ଶୁଏ
[02:44.25] ପ୍ରେମରେ ଅଲଗା ଘଟଣା
[02:47.74] ଘଟିବ ମନ କୁହେ
[02:51.15]
[03:03.92] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[03:10.86] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[03:15.78] (I do इश्क़ only तुमसे)
[03:19.39]
[03:49.66] ପାଗଳ ମୁଁ ଯେ କାହିଁକି ଏତେ? ପ୍ରିୟା ତୋ ପାଇଁ ଆଜି
[03:55.49] ଜାଣିଚୁ କି କହ ତୁ
[03:58.77] ପାରୁନାହିଁ ବୁଝି ମୁଁ
[04:06.76] ଖୋଲା ପଡ଼ିଚି ପଲକ ମୋର
[04:09.78] ସ୍ୱପ୍ନ ମୋ ଫେରେ ଆଜି, ନିଦ ଭୁଲି ଆଖିରୁ
[04:15.95] ବାଟ ଭୁଲି ରାତିରୁ
[04:18.63] ଏମିତି ନଥିଲା ଜୀବନ
[04:21.82] ଲାଗେ ଆଜି କିଛି ହେଲା
[04:25.28] ନିଆଁରେ ପତଙ୍ଗ ତା ଡ଼େଣା
[04:28.77] ଜାଣିକି ଜାଳିଦେଲା
[04:32.13]
[04:45.15] ଧିମା-ଧିମା ଛାତିର ସ୍ପନ୍ଦନ ଜାଳିଦିଏ ଏ ମନ
[04:51.77] ଧୂଆଁ-ଧୂଆଁ ଆଖିର ସପନ, କେମିତିକା ଏ ପ୍ରେମ?
[04:56.96] (I do इश्क़ only तुमसे)
[05:00.45]