Hela Ki Prema
🎵 2641 characters
⏱️ 4:32 duration
🆔 ID: 9247236
📜 Lyrics
ଚାଲୁନି ଆଜି ମୁଁ, ଚାଲେ ବାଟ
ଦୁନିଆଁ ଲାଗୁଚି ମତେ ଛୋଟ
ଖୋଲିନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ
ଆକାଶଟା ମାଟି ସାଥେ ମିଶେ ଯଉଠି
ମନ ମୋର ହଜିଗଲା ସେଇଠି
ସପନକୁ ଆଖି ବସି ଗଢ଼େ ଯଉଠି
ନିଦ ମୋର ହଜିଗଲା ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ
ସବୁକିଛି ଲାଗିଲା ମତେ ଭଲ
ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ
କେତେବେଳେ ଫୁଟିଲା ଏଇ ଫୁଲ
ଫଗୁଣଟା ଫୁଲ ସାଥେ ଗପେ ଯଉଠି
ଗପ ବସି ଲେଖିଲି ମୁଁ ସେଇଠି
ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
ପାଦ ମୋର ନାଚିଯାଏ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ?
କେହି ଯଦି ପଚାରେ ରହେ ତୁନି
ଭାବେ ସିନା ଗୋଟେ କଥା, କହେ ଆଉ ଗୋଟେ କଥା
କଲା ଏଇ ହୃଦୟ ବେଇମାନି
ହୃଦୟଟା ଛାତି ତଳେ ଥାଏ ଯଉଠି
ଲୁଚେଇଲି ତତେ ନେଇ ସେଇଠି
ଭାବନାଟା ହେଇଯାଏ ସତ ଯଉଠି
ମତେ ଖୋଜି ପାଇଲି ମୁଁ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
ଦୁନିଆଁ ଲାଗୁଚି ମତେ ଛୋଟ
ଖୋଲିନି ଆଜି ମୁଁ ମୋର ଓଠ
କିଏ ସେ କେଜାଣି ଗାଏ ଗୀତ
ଆକାଶଟା ମାଟି ସାଥେ ମିଶେ ଯଉଠି
ମନ ମୋର ହଜିଗଲା ସେଇଠି
ସପନକୁ ଆଖି ବସି ଗଢ଼େ ଯଉଠି
ନିଦ ମୋର ହଜିଗଲା ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ
ସବୁକିଛି ଲାଗିଲା ମତେ ଭଲ
ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ
କେତେବେଳେ ଫୁଟିଲା ଏଇ ଫୁଲ
ଫଗୁଣଟା ଫୁଲ ସାଥେ ଗପେ ଯଉଠି
ଗପ ବସି ଲେଖିଲି ମୁଁ ସେଇଠି
ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
ପାଦ ମୋର ନାଚିଯାଏ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ?
କେହି ଯଦି ପଚାରେ ରହେ ତୁନି
ଭାବେ ସିନା ଗୋଟେ କଥା, କହେ ଆଉ ଗୋଟେ କଥା
କଲା ଏଇ ହୃଦୟ ବେଇମାନି
ହୃଦୟଟା ଛାତି ତଳେ ଥାଏ ଯଉଠି
ଲୁଚେଇଲି ତତେ ନେଇ ସେଇଠି
ଭାବନାଟା ହେଇଯାଏ ସତ ଯଉଠି
ମତେ ଖୋଜି ପାଇଲି ମୁଁ ସେଇଠି
ଏମିତି ହେଲା ମୋ ଜୀବନେ ପ୍ରଥମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
କହିଦେ, କହିଦେ, ହେଲା କି ପ୍ରେମ
⏱️ Synced Lyrics
[00:37.14] ଚାଲୁନି ଆଜି ମୁଁ, ଚାଲେ ବାଟ
[00:41.79] ଦୁନିଆଁ ଲାଗୁଚି ମତେ ଛୋଟ
[00:46.43] ଖୋଲିନି ଆଜି ମୁଁ ମୋର ଓଠ
[00:50.89] କିଏ ସେ କେଜାଣି ଗାଏ ଗୀତ
[00:55.61] ଆକାଶଟା ମାଟି ସାଥେ ମିଶେ ଯଉଠି
[01:00.16] ମନ ମୋର ହଜିଗଲା ସେଇଠି
[01:04.65] ସପନକୁ ଆଖି ବସି ଗଢ଼େ ଯଉଠି
[01:09.46] ନିଦ ମୋର ହଜିଗଲା ସେଇଠି
[01:14.02] ଏମିତି ହେଲା ମୋ ଜୀବନେ ପ୍ରଥମ
[01:18.65] କହିଦେ, କହିଦେ, ହେଲା କି ପ୍ରେମ
[01:23.23] କହିଦେ, କହିଦେ, ହେଲା କି ପ୍ରେମ
[01:27.92] କହିଦେ, କହିଦେ, ହେଲା କି ପ୍ରେମ
[01:32.34] କହିଦେ, କହିଦେ, ହେଲା କି ପ୍ରେମ
[01:36.93]
[02:04.80] କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ
[02:09.41] ସବୁକିଛି ଲାଗିଲା ମତେ ଭଲ
[02:13.91] ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ
[02:18.52] କେତେବେଳେ ଫୁଟିଲା ଏଇ ଫୁଲ
[02:23.33] ଫଗୁଣଟା ଫୁଲ ସାଥେ ଗପେ ଯଉଠି
[02:27.99] ଗପ ବସି ଲେଖିଲି ମୁଁ ସେଇଠି
[02:32.49] ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
[02:37.07] ପାଦ ମୋର ନାଚିଯାଏ ସେଇଠି
[02:41.75] ଏମିତି ହେଲା ମୋ ଜୀବନେ ପ୍ରଥମ
[02:46.40] କହିଦେ, କହିଦେ, ହେଲା କି ପ୍ରେମ
[02:51.13] କହିଦେ, କହିଦେ, ହେଲା କି ପ୍ରେମ
[02:55.64] କହିଦେ, କହିଦେ, ହେଲା କି ପ୍ରେମ
[03:00.06] କହିଦେ, କହିଦେ, ହେଲା କି ପ୍ରେମ
[03:04.83]
[03:27.89] ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ?
[03:32.58] କେହି ଯଦି ପଚାରେ ରହେ ତୁନି
[03:37.00] ଭାବେ ସିନା ଗୋଟେ କଥା, କହେ ଆଉ ଗୋଟେ କଥା
[03:41.89] କଲା ଏଇ ହୃଦୟ ବେଇମାନି
[03:46.26] ହୃଦୟଟା ଛାତି ତଳେ ଥାଏ ଯଉଠି
[03:50.94] ଲୁଚେଇଲି ତତେ ନେଇ ସେଇଠି
[03:55.59] ଭାବନାଟା ହେଇଯାଏ ସତ ଯଉଠି
[04:00.29] ମତେ ଖୋଜି ପାଇଲି ମୁଁ ସେଇଠି
[04:04.83] ଏମିତି ହେଲା ମୋ ଜୀବନେ ପ୍ରଥମ
[04:09.30] କହିଦେ, କହିଦେ, ହେଲା କି ପ୍ରେମ
[04:13.96] କହିଦେ, କହିଦେ, ହେଲା କି ପ୍ରେମ
[04:18.59] କହିଦେ, କହିଦେ, ହେଲା କି ପ୍ରେମ
[04:23.37] କହିଦେ, କହିଦେ, ହେଲା କି ପ୍ରେମ
[04:27.99]
[00:41.79] ଦୁନିଆଁ ଲାଗୁଚି ମତେ ଛୋଟ
[00:46.43] ଖୋଲିନି ଆଜି ମୁଁ ମୋର ଓଠ
[00:50.89] କିଏ ସେ କେଜାଣି ଗାଏ ଗୀତ
[00:55.61] ଆକାଶଟା ମାଟି ସାଥେ ମିଶେ ଯଉଠି
[01:00.16] ମନ ମୋର ହଜିଗଲା ସେଇଠି
[01:04.65] ସପନକୁ ଆଖି ବସି ଗଢ଼େ ଯଉଠି
[01:09.46] ନିଦ ମୋର ହଜିଗଲା ସେଇଠି
[01:14.02] ଏମିତି ହେଲା ମୋ ଜୀବନେ ପ୍ରଥମ
[01:18.65] କହିଦେ, କହିଦେ, ହେଲା କି ପ୍ରେମ
[01:23.23] କହିଦେ, କହିଦେ, ହେଲା କି ପ୍ରେମ
[01:27.92] କହିଦେ, କହିଦେ, ହେଲା କି ପ୍ରେମ
[01:32.34] କହିଦେ, କହିଦେ, ହେଲା କି ପ୍ରେମ
[01:36.93]
[02:04.80] କିଏ ଦେଲା ମତେ ଛୁଇଁ? ନିଜ ଭିତରେ ମୁଁ ନାହିଁ
[02:09.41] ସବୁକିଛି ଲାଗିଲା ମତେ ଭଲ
[02:13.91] ଜାଣି ପାରିଲେନି କେହି ଏତେ ରଙ୍ଗ ବୋଳି ହେଇ
[02:18.52] କେତେବେଳେ ଫୁଟିଲା ଏଇ ଫୁଲ
[02:23.33] ଫଗୁଣଟା ଫୁଲ ସାଥେ ଗପେ ଯଉଠି
[02:27.99] ଗପ ବସି ଲେଖିଲି ମୁଁ ସେଇଠି
[02:32.49] ଭଅଁରଟା ଗୁଣୁଗୁଣୁ ଗାଏ ଯଉଠି
[02:37.07] ପାଦ ମୋର ନାଚିଯାଏ ସେଇଠି
[02:41.75] ଏମିତି ହେଲା ମୋ ଜୀବନେ ପ୍ରଥମ
[02:46.40] କହିଦେ, କହିଦେ, ହେଲା କି ପ୍ରେମ
[02:51.13] କହିଦେ, କହିଦେ, ହେଲା କି ପ୍ରେମ
[02:55.64] କହିଦେ, କହିଦେ, ହେଲା କି ପ୍ରେମ
[03:00.06] କହିଦେ, କହିଦେ, ହେଲା କି ପ୍ରେମ
[03:04.83]
[03:27.89] ନିଜ ନାଁ ମୋର କାହିଁ ମନେ ଆଜି ପଡୁନାହିଁ?
[03:32.58] କେହି ଯଦି ପଚାରେ ରହେ ତୁନି
[03:37.00] ଭାବେ ସିନା ଗୋଟେ କଥା, କହେ ଆଉ ଗୋଟେ କଥା
[03:41.89] କଲା ଏଇ ହୃଦୟ ବେଇମାନି
[03:46.26] ହୃଦୟଟା ଛାତି ତଳେ ଥାଏ ଯଉଠି
[03:50.94] ଲୁଚେଇଲି ତତେ ନେଇ ସେଇଠି
[03:55.59] ଭାବନାଟା ହେଇଯାଏ ସତ ଯଉଠି
[04:00.29] ମତେ ଖୋଜି ପାଇଲି ମୁଁ ସେଇଠି
[04:04.83] ଏମିତି ହେଲା ମୋ ଜୀବନେ ପ୍ରଥମ
[04:09.30] କହିଦେ, କହିଦେ, ହେଲା କି ପ୍ରେମ
[04:13.96] କହିଦେ, କହିଦେ, ହେଲା କି ପ୍ରେମ
[04:18.59] କହିଦେ, କହିଦେ, ହେଲା କି ପ୍ରେମ
[04:23.37] କହିଦେ, କହିଦେ, ହେଲା କି ପ୍ରେମ
[04:27.99]