Bahi Hela Gunda
🎵 2021 characters
⏱️ 4:29 duration
🆔 ID: 9372397
📜 Lyrics
ହୋ, ଉଦୁଦିଆ ଖରା ଦିନେ
ତୁ ଅଦିନିଆ ଲଘୁଚାପ
ଅଗାଧୁଆ ଯାଇ ତତେ
ବୋଧେ ଛୁଇଁ ଦେଲେ ହେବ ପାପ
ଓ, ଉଦୁଦିଆ ଖରା ଦିନେ
ତୁ ଅଦିନିଆ ଲଘୁଚାପ
ଅଗାଧୁଆ ଯାଇ ତତେ
ବୋଧେ ଛୁଇଁ ଦେଲେ ହେବ ପାପ
ଚେହେରା ତୋ ଲାଗେ ସତେ
ସଜ ଗୋଲାପର କଢ଼
ଚାଲିଗଲୁ ହସିଦେଇ
ଛାତିତଳେ କରି ଝଡ଼
ମିଶିଗଲା ନିଆଁ ସାଥେ ଆଜି ବରଫର ଖଣ୍ଡ
ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ସଜଳ କଜଳ ଆଖି ତୋର ନୀଳ
ନିଦ ତୋର ଭାଙ୍ଗେ ଯେବେ ହୁଏ ସକାଳ
ଓ, ମୋହିନୀ ରୂପସୀ ଗାଲେ ତିଳ ଚିହ୍ନ
ଧୂଳିକଣା ପରି ତତେ ଖୋଜେ ମୋ ମନ
କେଉଁ ନିହାଣରେ ତତେ ଗଢ଼ିଛି ଉପରବାଲା?
ତାରକସି ରୂପ ତୋର ଚକମକ ଝଲମଲା
ନଜରରେ ଭାଙ୍ଗିଦେଲୁ ହୃଦୟର ବନ୍ଧ-ବାଡ
ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ଉର୍ବସୀ, ମେନକା ତୋ ଆଗରେ ଫିକା
କୋଟିଏରେ ଗୋଟିଏ ତୁ ନବମଲ୍ଲିକା
ହୋ, ହୃଦୟ इलाका ପଡିଥିଲା ଶୁଖା
ଏ ମନରେ ବରଷିଲୁ ମେଘ ପରିକା
ଆକସ୍ମିକ ଅତିଥିଟେ ପରି ହେଇଥିଲୁ ଦେଖା
ତତେ ପାଇ ବଦଳିଲା ଜୀବନର ଭାଗ୍ୟ ରେଖା
ପରିଚୟ ଦେଇ ମତେ ଗଢ଼ିଦେଲୁ ପ୍ରେମ ନୀଡ
ବହି ହେଲା ଗୁଣ୍ଡ
ହୋ, ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ବହି ହେଲା ଗୁଣ୍ଡ
ତୁ ଅଦିନିଆ ଲଘୁଚାପ
ଅଗାଧୁଆ ଯାଇ ତତେ
ବୋଧେ ଛୁଇଁ ଦେଲେ ହେବ ପାପ
ଓ, ଉଦୁଦିଆ ଖରା ଦିନେ
ତୁ ଅଦିନିଆ ଲଘୁଚାପ
ଅଗାଧୁଆ ଯାଇ ତତେ
ବୋଧେ ଛୁଇଁ ଦେଲେ ହେବ ପାପ
ଚେହେରା ତୋ ଲାଗେ ସତେ
ସଜ ଗୋଲାପର କଢ଼
ଚାଲିଗଲୁ ହସିଦେଇ
ଛାତିତଳେ କରି ଝଡ଼
ମିଶିଗଲା ନିଆଁ ସାଥେ ଆଜି ବରଫର ଖଣ୍ଡ
ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ସଜଳ କଜଳ ଆଖି ତୋର ନୀଳ
ନିଦ ତୋର ଭାଙ୍ଗେ ଯେବେ ହୁଏ ସକାଳ
ଓ, ମୋହିନୀ ରୂପସୀ ଗାଲେ ତିଳ ଚିହ୍ନ
ଧୂଳିକଣା ପରି ତତେ ଖୋଜେ ମୋ ମନ
କେଉଁ ନିହାଣରେ ତତେ ଗଢ଼ିଛି ଉପରବାଲା?
ତାରକସି ରୂପ ତୋର ଚକମକ ଝଲମଲା
ନଜରରେ ଭାଙ୍ଗିଦେଲୁ ହୃଦୟର ବନ୍ଧ-ବାଡ
ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ଉର୍ବସୀ, ମେନକା ତୋ ଆଗରେ ଫିକା
କୋଟିଏରେ ଗୋଟିଏ ତୁ ନବମଲ୍ଲିକା
ହୋ, ହୃଦୟ इलाका ପଡିଥିଲା ଶୁଖା
ଏ ମନରେ ବରଷିଲୁ ମେଘ ପରିକା
ଆକସ୍ମିକ ଅତିଥିଟେ ପରି ହେଇଥିଲୁ ଦେଖା
ତତେ ପାଇ ବଦଳିଲା ଜୀବନର ଭାଗ୍ୟ ରେଖା
ପରିଚୟ ଦେଇ ମତେ ଗଢ଼ିଦେଲୁ ପ୍ରେମ ନୀଡ
ବହି ହେଲା ଗୁଣ୍ଡ
ହୋ, ବହି ହେଲା ଗୁଣ୍ଡ
ଓ, ବହି ହେଲା ଗୁଣ୍ଡ
ବହି ହେଲା ଗୁଣ୍ଡ
⏱️ Synced Lyrics
[00:30.45] ହୋ, ଉଦୁଦିଆ ଖରା ଦିନେ
[00:33.42] ତୁ ଅଦିନିଆ ଲଘୁଚାପ
[00:36.42] ଅଗାଧୁଆ ଯାଇ ତତେ
[00:38.54] ବୋଧେ ଛୁଇଁ ଦେଲେ ହେବ ପାପ
[00:41.31]
[00:51.48] ଓ, ଉଦୁଦିଆ ଖରା ଦିନେ
[00:54.24] ତୁ ଅଦିନିଆ ଲଘୁଚାପ
[00:57.38] ଅଗାଧୁଆ ଯାଇ ତତେ
[00:59.34] ବୋଧେ ଛୁଇଁ ଦେଲେ ହେବ ପାପ
[01:02.34] ଚେହେରା ତୋ ଲାଗେ ସତେ
[01:05.19] ସଜ ଗୋଲାପର କଢ଼
[01:07.79] ଚାଲିଗଲୁ ହସିଦେଇ
[01:10.25] ଛାତିତଳେ କରି ଝଡ଼
[01:12.94] ମିଶିଗଲା ନିଆଁ ସାଥେ ଆଜି ବରଫର ଖଣ୍ଡ
[01:19.81] ବହି ହେଲା ଗୁଣ୍ଡ
[01:24.33] ଓ, ବହି ହେଲା ଗୁଣ୍ଡ
[01:28.75]
[01:57.06] ସଜଳ କଜଳ ଆଖି ତୋର ନୀଳ
[02:02.45] ନିଦ ତୋର ଭାଙ୍ଗେ ଯେବେ ହୁଏ ସକାଳ
[02:11.66] ଓ, ମୋହିନୀ ରୂପସୀ ଗାଲେ ତିଳ ଚିହ୍ନ
[02:18.00] ଧୂଳିକଣା ପରି ତତେ ଖୋଜେ ମୋ ମନ
[02:23.47] କେଉଁ ନିହାଣରେ ତତେ ଗଢ଼ିଛି ଉପରବାଲା?
[02:28.61] ତାରକସି ରୂପ ତୋର ଚକମକ ଝଲମଲା
[02:33.89] ନଜରରେ ଭାଙ୍ଗିଦେଲୁ ହୃଦୟର ବନ୍ଧ-ବାଡ
[02:40.67] ବହି ହେଲା ଗୁଣ୍ଡ
[02:44.78] ଓ, ବହି ହେଲା ଗୁଣ୍ଡ
[02:51.93]
[03:18.27] ଉର୍ବସୀ, ମେନକା ତୋ ଆଗରେ ଫିକା
[03:23.32] କୋଟିଏରେ ଗୋଟିଏ ତୁ ନବମଲ୍ଲିକା
[03:31.32] ହୋ, ହୃଦୟ इलाका ପଡିଥିଲା ଶୁଖା
[03:39.17] ଏ ମନରେ ବରଷିଲୁ ମେଘ ପରିକା
[03:44.26] ଆକସ୍ମିକ ଅତିଥିଟେ ପରି ହେଇଥିଲୁ ଦେଖା
[03:49.44] ତତେ ପାଇ ବଦଳିଲା ଜୀବନର ଭାଗ୍ୟ ରେଖା
[03:54.76] ପରିଚୟ ଦେଇ ମତେ ଗଢ଼ିଦେଲୁ ପ୍ରେମ ନୀଡ
[04:01.61] ବହି ହେଲା ଗୁଣ୍ଡ
[04:05.06] ହୋ, ବହି ହେଲା ଗୁଣ୍ଡ
[04:10.28] ଓ, ବହି ହେଲା ଗୁଣ୍ଡ
[04:17.36] ବହି ହେଲା ଗୁଣ୍ଡ
[04:22.75]
[00:33.42] ତୁ ଅଦିନିଆ ଲଘୁଚାପ
[00:36.42] ଅଗାଧୁଆ ଯାଇ ତତେ
[00:38.54] ବୋଧେ ଛୁଇଁ ଦେଲେ ହେବ ପାପ
[00:41.31]
[00:51.48] ଓ, ଉଦୁଦିଆ ଖରା ଦିନେ
[00:54.24] ତୁ ଅଦିନିଆ ଲଘୁଚାପ
[00:57.38] ଅଗାଧୁଆ ଯାଇ ତତେ
[00:59.34] ବୋଧେ ଛୁଇଁ ଦେଲେ ହେବ ପାପ
[01:02.34] ଚେହେରା ତୋ ଲାଗେ ସତେ
[01:05.19] ସଜ ଗୋଲାପର କଢ଼
[01:07.79] ଚାଲିଗଲୁ ହସିଦେଇ
[01:10.25] ଛାତିତଳେ କରି ଝଡ଼
[01:12.94] ମିଶିଗଲା ନିଆଁ ସାଥେ ଆଜି ବରଫର ଖଣ୍ଡ
[01:19.81] ବହି ହେଲା ଗୁଣ୍ଡ
[01:24.33] ଓ, ବହି ହେଲା ଗୁଣ୍ଡ
[01:28.75]
[01:57.06] ସଜଳ କଜଳ ଆଖି ତୋର ନୀଳ
[02:02.45] ନିଦ ତୋର ଭାଙ୍ଗେ ଯେବେ ହୁଏ ସକାଳ
[02:11.66] ଓ, ମୋହିନୀ ରୂପସୀ ଗାଲେ ତିଳ ଚିହ୍ନ
[02:18.00] ଧୂଳିକଣା ପରି ତତେ ଖୋଜେ ମୋ ମନ
[02:23.47] କେଉଁ ନିହାଣରେ ତତେ ଗଢ଼ିଛି ଉପରବାଲା?
[02:28.61] ତାରକସି ରୂପ ତୋର ଚକମକ ଝଲମଲା
[02:33.89] ନଜରରେ ଭାଙ୍ଗିଦେଲୁ ହୃଦୟର ବନ୍ଧ-ବାଡ
[02:40.67] ବହି ହେଲା ଗୁଣ୍ଡ
[02:44.78] ଓ, ବହି ହେଲା ଗୁଣ୍ଡ
[02:51.93]
[03:18.27] ଉର୍ବସୀ, ମେନକା ତୋ ଆଗରେ ଫିକା
[03:23.32] କୋଟିଏରେ ଗୋଟିଏ ତୁ ନବମଲ୍ଲିକା
[03:31.32] ହୋ, ହୃଦୟ इलाका ପଡିଥିଲା ଶୁଖା
[03:39.17] ଏ ମନରେ ବରଷିଲୁ ମେଘ ପରିକା
[03:44.26] ଆକସ୍ମିକ ଅତିଥିଟେ ପରି ହେଇଥିଲୁ ଦେଖା
[03:49.44] ତତେ ପାଇ ବଦଳିଲା ଜୀବନର ଭାଗ୍ୟ ରେଖା
[03:54.76] ପରିଚୟ ଦେଇ ମତେ ଗଢ଼ିଦେଲୁ ପ୍ରେମ ନୀଡ
[04:01.61] ବହି ହେଲା ଗୁଣ୍ଡ
[04:05.06] ହୋ, ବହି ହେଲା ଗୁଣ୍ଡ
[04:10.28] ଓ, ବହି ହେଲା ଗୁଣ୍ଡ
[04:17.36] ବହି ହେଲା ଗୁଣ୍ଡ
[04:22.75]