Home 🎬 Bollywood 🎵 Pakistani 🎤 English Pop

Niswasa To Bina

👤 Humane Sagar 🎼 Best Of Humane Sagar ⏱️ 4:59
🎵 2322 characters
⏱️ 4:59 duration
🆔 ID: 9372939

📜 Lyrics

ନିଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା
ନିଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା

କିଛିନୁହେଁ ମୁଁ ତୋ ବିନା
ହୋ, କିଛିନୁହେଁ ମୁଁ ତୋ ବିନା

ଧୀରେ-ଧୀରେ ଲାଗେ ମତେ, ଏତେ ଭଲ ପାଏ ତତେ
ଭୁଲିଲେବି ଭୁଲି ପାରେନା

ନିଶ୍ୱାସ ତୋବିନା ମୋର ଚାଲେନା
ବିଶ୍ୱାସ ତୋବିନା କିଛି ହୁଏନା
କିଛିନୁହେଁ ମୁଁ ତୋ ବିନା
ହୋ, କିଛିନୁହେଁ ମୁଁ ତୋ ବିନା

ଯୁଆଡେ ଯାଏ ମୁଁ, ତତେ ହିଁ ପାଏ ମୁଁ
ସକାଳୁ ସଞ୍ଜଯାଏ ତତେହି ଚାହେଁ ମୁଁ
ତୁ ମୋର ଦୁନିଆ, ତୁ ମୋର ପୃଥିବୀ
ଲାଗୁଛି ସବୁବେଳେ ତୁ ଥିଲେ ମୁଁ ଥିବି

ସକାଳ ତୋବିନା ମୋର ପାହେନା
ସ୍ପନ୍ଦନ ତୋବିନା ମୋର ଚାଲେନା
କିଛିନୁହେଁ ମୁଁ ତୋ ବିନା
ହୋ, କିଛିନୁହେଁ ମୁଁ ତୋ ବିନା

ଗଢିଲି ତୋ ସାଥେ, ଏମିତି ସମ୍ପର୍କ
ଲାଗୁଛୁ ତୁ ମୋର ପ୍ରେମର କୋଣାର୍କ
ତୁ ଥିଲେ କାହିଁକି ସବୁତ ସୁନ୍ଦର?
ତୋବିନା ଦୁନିଆଁଟା ଲାଗେତ ଅନ୍ଧାର

ସପନ ତୋବିନା ଦେଖି ହୁଏନା
ଜୀବନ ତୋବିନା ଭାବିହୁଏନା
କିଛିନୁହେଁ ମୁଁ ତୋ ବିନା
ହୋ, କିଛିନୁହେଁ ମୁଁ ତୋ ବିନା

ତୁ ଥିଲେ ମୋ ସାମ୍ନାରେ
କାହାକୁ ଏ ଜୀବନରେ ଚାହିଁଲେବି ଚାହିଁପାରେନା

କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା
କିଛିନୁହେଁ ମୁଁ ତୋ ବିନା

⏱️ Synced Lyrics

[00:12.13] ନିଶ୍ୱାସ ତୋବିନା ମୋର ଚାଲେନା
[00:17.73] ବିଶ୍ୱାସ ତୋବିନା କିଛି ହୁଏନା
[00:36.11] ନିଶ୍ୱାସ ତୋବିନା ମୋର ଚାଲେନା
[00:41.78] ବିଶ୍ୱାସ ତୋବିନା କିଛି ହୁଏନା
[00:47.72] କିଛିନୁହେଁ ମୁଁ ତୋ ବିନା
[00:52.64] ହୋ, କିଛିନୁହେଁ ମୁଁ ତୋ ବିନା
[01:00.54] ଧୀରେ-ଧୀରେ ଲାଗେ ମତେ, ଏତେ ଭଲ ପାଏ ତତେ
[01:03.19] ଭୁଲିଲେବି ଭୁଲି ପାରେନା
[01:06.26] ନିଶ୍ୱାସ ତୋବିନା ମୋର ଚାଲେନା
[01:11.99] ବିଶ୍ୱାସ ତୋବିନା କିଛି ହୁଏନା
[01:17.84] କିଛିନୁହେଁ ମୁଁ ତୋ ବିନା
[01:22.30] ହୋ, କିଛିନୁହେଁ ମୁଁ ତୋ ବିନା
[02:05.68] ଯୁଆଡେ ଯାଏ ମୁଁ, ତତେ ହିଁ ପାଏ ମୁଁ
[02:10.78] ସକାଳୁ ସଞ୍ଜଯାଏ ତତେହି ଚାହେଁ ମୁଁ
[02:23.79] ତୁ ମୋର ଦୁନିଆ, ତୁ ମୋର ପୃଥିବୀ
[02:29.01] ଲାଗୁଛି ସବୁବେଳେ ତୁ ଥିଲେ ମୁଁ ଥିବି
[02:42.03] ସକାଳ ତୋବିନା ମୋର ପାହେନା
[02:47.88] ସ୍ପନ୍ଦନ ତୋବିନା ମୋର ଚାଲେନା
[02:53.77] କିଛିନୁହେଁ ମୁଁ ତୋ ବିନା
[02:58.47] ହୋ, କିଛିନୁହେଁ ମୁଁ ତୋ ବିନା
[03:23.31] ଗଢିଲି ତୋ ସାଥେ, ଏମିତି ସମ୍ପର୍କ
[03:28.94] ଲାଗୁଛୁ ତୁ ମୋର ପ୍ରେମର କୋଣାର୍କ
[03:41.62] ତୁ ଥିଲେ କାହିଁକି ସବୁତ ସୁନ୍ଦର?
[03:46.67] ତୋବିନା ଦୁନିଆଁଟା ଲାଗେତ ଅନ୍ଧାର
[04:00.12] ସପନ ତୋବିନା ଦେଖି ହୁଏନା
[04:05.95] ଜୀବନ ତୋବିନା ଭାବିହୁଏନା
[04:11.78] କିଛିନୁହେଁ ମୁଁ ତୋ ବିନା
[04:16.73] ହୋ, କିଛିନୁହେଁ ମୁଁ ତୋ ବିନା
[04:24.40] ତୁ ଥିଲେ ମୋ ସାମ୍ନାରେ
[04:25.56] କାହାକୁ ଏ ଜୀବନରେ ଚାହିଁଲେବି ଚାହିଁପାରେନା
[04:30.06] କିଛିନୁହେଁ ମୁଁ ତୋ ବିନା
[04:35.71] କିଛିନୁହେଁ ମୁଁ ତୋ ବିନା
[04:41.49] କିଛିନୁହେଁ ମୁଁ ତୋ ବିନା
[04:47.68] କିଛିନୁହେଁ ମୁଁ ତୋ ବିନା
[04:59.20]

⭐ Rate These Lyrics

Average: 0.0/5 • 0 ratings