Tu Feria Dhana
🎵 2663 characters
⏱️ 5:11 duration
🆔 ID: 9372958
📜 Lyrics
ଋତୁ ଫେରିଗଲା, ରାତି ପାହିଗଲା
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଦିନ ବିତିଗଲା, ସଞ୍ଜ ବୁଡ଼ିଗଲା
ତୁ କିନ୍ତୁ ଫେରିଲୁନି ମୋ ପାଖକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଆଉ ବୁଝେଇ ପାରୁନି ମନକୁ
ଆଉ ବୁଝେଇ ପାରୁନି ନିଜକୁ
ଯେତେ ଶୋଇଲେବି ତୋବିନା ନିଦ ଆସୁନି ଆଖିକୁ
ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
ମୋ ପାଇଁ ପ୍ରେମ ତୋର ଥିଲା ଆଖିଲୁହ
ସେଇ ଲୁହକୁ ଜାଳିଦେଇଥିଲା ଅବିବେକି ସନ୍ଦେହ
ପ୍ରେମ ତୋର ଥିଲା ଧନ ମୋ ପାଇଁ ସବୁଠୁ ଦାମୀ
ସନ୍ଦେହ ତତେ ମୁଁ କରିବାଟା ଥିଲା ମୋ ପାଇଁ ବୋକମି
ଆଉ ରାଗେନି ମୋର ଧନ ରେ
ଆସି ରହିଯା ତୁ ମୋ ମନରେ
ଆଉ ରାଗେନି ମୋର ଧନ ରେ
ଆସି ରହିଯା ତୁ ମୋ ମନରେ
ଯେତେ ଚାହିଁଲେ ବି ତୋ ବିନା ଦେଖି ପାରୁନି ଜହ୍ନକୁ
ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
ଭୁଲଥିଲା ସବୁ ମୋର, କରିଦେ ତୁ କ୍ଷମା
କଥା ମୁଁ ଦଉଛି ଆଉ କେବେ ଭୁଲ କରିବିନାହିଁ ଲୋ ଜମା
ଦେଖ ଧନ କାନ ଧରି ଉଠ-ବସ ମୁଁ ହଉଛି
ଯାହା ତୁ କହିବୁ ତାହା ମୁଁ କରିବି ତୋ ପାଇଁ ସବୁକିଛି
ତୁ ଫେରିବୁ ବୋଲି ମୁଁ ଭାବୁଛି
ତୁ ଫେରିବୁ ବୋଲିବି ଜାଣିଛି
ତୁ ଫେରିବୁ ବୋଲି ମୁଁ ଭାବୁଛି
ତୁ ଫେରିବୁ ବୋଲିବି ଜାଣିଛି
ତୁ ଫେରିଲା ପରେ ଦୁରେଇଦେବି ମୋ ଜୀବନେ ଦୁଃଖକୁ

⏱️ Synced Lyrics
[00:31.18] ଋତୁ ଫେରିଗଲା, ରାତି ପାହିଗଲା
[00:38.51] ତୁ କିନ୍ତୁ ଫେରିଲୁନି ମୋ ପାଖକୁ
[00:46.16] ଦିନ ବିତିଗଲା, ସଞ୍ଜ ବୁଡ଼ିଗଲା
[00:54.05] ତୁ କିନ୍ତୁ ଫେରିଲୁନି ମୋ ପାଖକୁ
[01:01.16] ଆଉ ବୁଝେଇ ପାରୁନି ମନକୁ
[01:04.82] ଆଉ ବୁଝେଇ ପାରୁନି ନିଜକୁ
[01:08.75] ଆଉ ବୁଝେଇ ପାରୁନି ମନକୁ
[01:12.43] ଆଉ ବୁଝେଇ ପାରୁନି ନିଜକୁ
[01:16.83] ଯେତେ ଶୋଇଲେବି ତୋବିନା ନିଦ ଆସୁନି ଆଖିକୁ
[01:24.24] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[01:31.70] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[01:38.08]
[02:02.70] ମୋ ପାଇଁ ପ୍ରେମ ତୋର ଥିଲା ଆଖିଲୁହ
[02:10.21] ସେଇ ଲୁହକୁ ଜାଳିଦେଇଥିଲା ଅବିବେକି ସନ୍ଦେହ
[02:17.59]
[02:25.52] ପ୍ରେମ ତୋର ଥିଲା ଧନ ମୋ ପାଇଁ ସବୁଠୁ ଦାମୀ
[02:33.13] ସନ୍ଦେହ ତତେ ମୁଁ କରିବାଟା ଥିଲା ମୋ ପାଇଁ ବୋକମି
[02:40.20] ଆଉ ରାଗେନି ମୋର ଧନ ରେ
[02:43.98] ଆସି ରହିଯା ତୁ ମୋ ମନରେ
[02:48.07] ଆଉ ରାଗେନି ମୋର ଧନ ରେ
[02:51.75] ଆସି ରହିଯା ତୁ ମୋ ମନରେ
[02:56.00] ଯେତେ ଚାହିଁଲେ ବି ତୋ ବିନା ଦେଖି ପାରୁନି ଜହ୍ନକୁ
[03:03.53] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[03:11.04] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[03:18.30]
[03:41.86] ଭୁଲଥିଲା ସବୁ ମୋର, କରିଦେ ତୁ କ୍ଷମା
[03:49.59] କଥା ମୁଁ ଦଉଛି ଆଉ କେବେ ଭୁଲ କରିବିନାହିଁ ଲୋ ଜମା
[03:56.96]
[04:04.98] ଦେଖ ଧନ କାନ ଧରି ଉଠ-ବସ ମୁଁ ହଉଛି
[04:12.40] ଯାହା ତୁ କହିବୁ ତାହା ମୁଁ କରିବି ତୋ ପାଇଁ ସବୁକିଛି
[04:19.89] ତୁ ଫେରିବୁ ବୋଲି ମୁଁ ଭାବୁଛି
[04:23.76] ତୁ ଫେରିବୁ ବୋଲିବି ଜାଣିଛି
[04:27.44] ତୁ ଫେରିବୁ ବୋଲି ମୁଁ ଭାବୁଛି
[04:31.29] ତୁ ଫେରିବୁ ବୋଲିବି ଜାଣିଛି
[04:35.29] ତୁ ଫେରିଲା ପରେ ଦୁରେଇଦେବି ମୋ ଜୀବନେ ଦୁଃଖକୁ
[04:42.73] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[04:50.40] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[04:57.87] ତୁ ଫେରିଆ ରେ, ଫେରିଆ ରେ ଧନ ମୋ ପାଖକୁ
[05:05.69]