Sun Saheba Sun
🎵 2406 characters
⏱️ 4:34 duration
🆔 ID: 9526075
📜 Lyrics
ଧୀରେ ଧୀରେ ସାଜିଲୁ ତୁ ମୋ ଛାତିର ଧଡ଼କନ୍
ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍
ଧୀରେ ଧୀରେ ଦେଲୁ ମୋତେ ମୋ ପ୍ରେମର ମଞ୍ଜୁରୀ
ଧୀରେ ଧୀରେ ବୁଝିଲୁ ତୁ ମୋ ତୋ ପାଇଁ ଜରୁରୀ
ଆରେ ଓ ସାଥିରେ ଏମିତି ଲାଗେରେ
ପବନଟା ଗାଏ ଆଜି ନୂଆ ଗୋଟେ ଧୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍
ଆସିବୁ ବୋଲି ତୁ ଜୀବନରେ
ଭାବି ମୁଁ ନଥିଲି ସପନରେ
ଏବେ କାଇଁ ଲାଗେ ମୋତେ
ମୋ ଠିକଣା ଶେଷ ତୋ ପାଖରେ
ସାଙ୍ଗ ତୁ ଏମିତି ରଙ୍ଗ ଦେଲୁ
ଅଦିନରେ ଫଗୁ ଉଡେଇଲୁ
ନାଲି ନାଲି ସେଇ ରଙ୍ଗ
ଲିଭିବନି ବୋଧେ ଛାତି ତଳୁ
ଆରେ ଓ ଜାନିଆ କଲୁ କି କିମିଆ
କାନ ପାଖେ କହି ଦେଲୁ ମୋତେ ଖାଲି ଚୁନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍
ଖୋଜିବି ତତେ ମୁଁ ଯେତବେଳେ
ପାଖରେ ଥିବୁ ତୁ ସେତେବେଳେ
ମୁଁ ତୋର ତୁ ମୋର
ପଡ଼ିବନି କାହା ନଜରରେ
ମୁଁ ଦେହ ଆଉ ତୁ ଛାଇ
ଏତେ ପାଖା ପାଖି ଥିବା ରହି
ତୋ ନିଶ୍ବାସ ମୋ ଦେହକୁ ଯାଉଥିବ ଖାଲି ଛୁଇଁ ଛୁଇଁ
ଆରେ ତୁ ସାଥିରେ ନୁହେଁ ତୁ ମିତରେ
ତୁ ମୋର ତୁ ମୋର ପ୍ୟାର୍ କା ସଗୁନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍ ।
ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍
ଧୀରେ ଧୀରେ ଦେଲୁ ମୋତେ ମୋ ପ୍ରେମର ମଞ୍ଜୁରୀ
ଧୀରେ ଧୀରେ ବୁଝିଲୁ ତୁ ମୋ ତୋ ପାଇଁ ଜରୁରୀ
ଆରେ ଓ ସାଥିରେ ଏମିତି ଲାଗେରେ
ପବନଟା ଗାଏ ଆଜି ନୂଆ ଗୋଟେ ଧୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍
ଆସିବୁ ବୋଲି ତୁ ଜୀବନରେ
ଭାବି ମୁଁ ନଥିଲି ସପନରେ
ଏବେ କାଇଁ ଲାଗେ ମୋତେ
ମୋ ଠିକଣା ଶେଷ ତୋ ପାଖରେ
ସାଙ୍ଗ ତୁ ଏମିତି ରଙ୍ଗ ଦେଲୁ
ଅଦିନରେ ଫଗୁ ଉଡେଇଲୁ
ନାଲି ନାଲି ସେଇ ରଙ୍ଗ
ଲିଭିବନି ବୋଧେ ଛାତି ତଳୁ
ଆରେ ଓ ଜାନିଆ କଲୁ କି କିମିଆ
କାନ ପାଖେ କହି ଦେଲୁ ମୋତେ ଖାଲି ଚୁନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍
ଖୋଜିବି ତତେ ମୁଁ ଯେତବେଳେ
ପାଖରେ ଥିବୁ ତୁ ସେତେବେଳେ
ମୁଁ ତୋର ତୁ ମୋର
ପଡ଼ିବନି କାହା ନଜରରେ
ମୁଁ ଦେହ ଆଉ ତୁ ଛାଇ
ଏତେ ପାଖା ପାଖି ଥିବା ରହି
ତୋ ନିଶ୍ବାସ ମୋ ଦେହକୁ ଯାଉଥିବ ଖାଲି ଛୁଇଁ ଛୁଇଁ
ଆରେ ତୁ ସାଥିରେ ନୁହେଁ ତୁ ମିତରେ
ତୁ ମୋର ତୁ ମୋର ପ୍ୟାର୍ କା ସଗୁନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ସାହେବା ସୂନ୍ ରେ ସୂନ୍
ସୂନ୍ ସୂନ୍ ସୂନ୍
ସୂନ୍ ରେ ସୂନ୍ ।
⏱️ Synced Lyrics
[00:35.00] ଧୀରେ ଧୀରେ ସାଜିଲୁ ତୁ ମୋ ଛାତିର ଧଡ଼କନ୍
[00:43.00] ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍
[00:52.00] ଧୀରେ ଧୀରେ ଦେଲୁ ମୋତେ ମୋ ପ୍ରେମର ମଞ୍ଜୁରୀ
[01:00.00] ଧୀରେ ଧୀରେ ବୁଝିଲୁ ତୁ ମୋ ତୋ ପାଇଁ ଜରୁରୀ
[01:10.00] ଆରେ ଓ ସାଥିରେ ଏମିତି ଲାଗେରେ
[01:14.00] ପବନଟା ଗାଏ ଆଜି ନୂଆ ଗୋଟେ ଧୂନ୍
[01:20.00] ସୂନ୍ ସାହେବା ସୂନ୍ ରେ ସୂନ୍
[01:24.00] ସୂନ୍ ସୂନ୍ ସୂନ୍
[01:26.00] ସୂନ୍ ସାହେବା ସୂନ୍ ରେ ସୂନ୍
[01:31.00] ସୂନ୍ ସୂନ୍ ସୂନ୍
[01:34.00] ସୂନ୍ ରେ ସୂନ୍
[01:59.00] ଆସିବୁ ବୋଲି ତୁ ଜୀବନରେ
[02:03.00] ଭାବି ମୁଁ ନଥିଲି ସପନରେ
[02:07.00] ଏବେ କାଇଁ ଲାଗେ ମୋତେ
[02:11.00] ମୋ ଠିକଣା ଶେଷ ତୋ ପାଖରେ
[02:20.00] ସାଙ୍ଗ ତୁ ଏମିତି ରଙ୍ଗ ଦେଲୁ
[02:24.00] ଅଦିନରେ ଫଗୁ ଉଡେଇଲୁ
[02:29.00] ନାଲି ନାଲି ସେଇ ରଙ୍ଗ
[02:33.00] ଲିଭିବନି ବୋଧେ ଛାତି ତଳୁ
[02:37.00] ଆରେ ଓ ଜାନିଆ କଲୁ କି କିମିଆ
[02:41.00] କାନ ପାଖେ କହି ଦେଲୁ ମୋତେ ଖାଲି ଚୁନ୍
[02:48.00] ସୂନ୍ ସାହେବା ସୂନ୍ ରେ ସୂନ୍
[02:51.00] ସୂନ୍ ସୂନ୍ ସୂନ୍
[02:54.00] ସୂନ୍ ସାହେବା ସୂନ୍ ରେ ସୂନ୍
[02:59.00] ସୂନ୍ ସୂନ୍ ସୂନ୍
[03:02.00] ସୂନ୍ ରେ ସୂନ୍
[03:26.00] ଖୋଜିବି ତତେ ମୁଁ ଯେତବେଳେ
[03:31.00] ପାଖରେ ଥିବୁ ତୁ ସେତେବେଳେ
[03:35.00] ମୁଁ ତୋର ତୁ ମୋର
[03:39.00] ପଡ଼ିବନି କାହା ନଜରରେ
[03:48.00] ମୁଁ ଦେହ ଆଉ ତୁ ଛାଇ
[03:52.00] ଏତେ ପାଖା ପାଖି ଥିବା ରହି
[03:56.00] ତୋ ନିଶ୍ବାସ ମୋ ଦେହକୁ ଯାଉଥିବ ଖାଲି ଛୁଇଁ ଛୁଇଁ
[04:05.00] ଆରେ ତୁ ସାଥିରେ ନୁହେଁ ତୁ ମିତରେ
[04:09.00] ତୁ ମୋର ତୁ ମୋର ପ୍ୟାର୍ କା ସଗୁନ୍
[04:15.00] ସୂନ୍ ସାହେବା ସୂନ୍ ରେ ସୂନ୍
[04:19.00] ସୂନ୍ ସୂନ୍ ସୂନ୍
[04:22.00] ସୂନ୍ ସାହେବା ସୂନ୍ ରେ ସୂନ୍
[04:26.00] ସୂନ୍ ସୂନ୍ ସୂନ୍
[04:30.00] ସୂନ୍ ରେ ସୂନ୍ ।
[04:32.00]
[00:43.00] ଧୀରେ ଧୀରେ ସାଜିଲୁ ତୁ ମୋ ପ୍ରଥମ ମେହମାନ୍
[00:52.00] ଧୀରେ ଧୀରେ ଦେଲୁ ମୋତେ ମୋ ପ୍ରେମର ମଞ୍ଜୁରୀ
[01:00.00] ଧୀରେ ଧୀରେ ବୁଝିଲୁ ତୁ ମୋ ତୋ ପାଇଁ ଜରୁରୀ
[01:10.00] ଆରେ ଓ ସାଥିରେ ଏମିତି ଲାଗେରେ
[01:14.00] ପବନଟା ଗାଏ ଆଜି ନୂଆ ଗୋଟେ ଧୂନ୍
[01:20.00] ସୂନ୍ ସାହେବା ସୂନ୍ ରେ ସୂନ୍
[01:24.00] ସୂନ୍ ସୂନ୍ ସୂନ୍
[01:26.00] ସୂନ୍ ସାହେବା ସୂନ୍ ରେ ସୂନ୍
[01:31.00] ସୂନ୍ ସୂନ୍ ସୂନ୍
[01:34.00] ସୂନ୍ ରେ ସୂନ୍
[01:59.00] ଆସିବୁ ବୋଲି ତୁ ଜୀବନରେ
[02:03.00] ଭାବି ମୁଁ ନଥିଲି ସପନରେ
[02:07.00] ଏବେ କାଇଁ ଲାଗେ ମୋତେ
[02:11.00] ମୋ ଠିକଣା ଶେଷ ତୋ ପାଖରେ
[02:20.00] ସାଙ୍ଗ ତୁ ଏମିତି ରଙ୍ଗ ଦେଲୁ
[02:24.00] ଅଦିନରେ ଫଗୁ ଉଡେଇଲୁ
[02:29.00] ନାଲି ନାଲି ସେଇ ରଙ୍ଗ
[02:33.00] ଲିଭିବନି ବୋଧେ ଛାତି ତଳୁ
[02:37.00] ଆରେ ଓ ଜାନିଆ କଲୁ କି କିମିଆ
[02:41.00] କାନ ପାଖେ କହି ଦେଲୁ ମୋତେ ଖାଲି ଚୁନ୍
[02:48.00] ସୂନ୍ ସାହେବା ସୂନ୍ ରେ ସୂନ୍
[02:51.00] ସୂନ୍ ସୂନ୍ ସୂନ୍
[02:54.00] ସୂନ୍ ସାହେବା ସୂନ୍ ରେ ସୂନ୍
[02:59.00] ସୂନ୍ ସୂନ୍ ସୂନ୍
[03:02.00] ସୂନ୍ ରେ ସୂନ୍
[03:26.00] ଖୋଜିବି ତତେ ମୁଁ ଯେତବେଳେ
[03:31.00] ପାଖରେ ଥିବୁ ତୁ ସେତେବେଳେ
[03:35.00] ମୁଁ ତୋର ତୁ ମୋର
[03:39.00] ପଡ଼ିବନି କାହା ନଜରରେ
[03:48.00] ମୁଁ ଦେହ ଆଉ ତୁ ଛାଇ
[03:52.00] ଏତେ ପାଖା ପାଖି ଥିବା ରହି
[03:56.00] ତୋ ନିଶ୍ବାସ ମୋ ଦେହକୁ ଯାଉଥିବ ଖାଲି ଛୁଇଁ ଛୁଇଁ
[04:05.00] ଆରେ ତୁ ସାଥିରେ ନୁହେଁ ତୁ ମିତରେ
[04:09.00] ତୁ ମୋର ତୁ ମୋର ପ୍ୟାର୍ କା ସଗୁନ୍
[04:15.00] ସୂନ୍ ସାହେବା ସୂନ୍ ରେ ସୂନ୍
[04:19.00] ସୂନ୍ ସୂନ୍ ସୂନ୍
[04:22.00] ସୂନ୍ ସାହେବା ସୂନ୍ ରେ ସୂନ୍
[04:26.00] ସୂନ୍ ସୂନ୍ ସୂନ୍
[04:30.00] ସୂନ୍ ରେ ସୂନ୍ ।
[04:32.00]