Home 🎬 Bollywood 🎵 Pakistani 🎤 English Pop

Mana Mora Mandira

👤 Namita Agrawal 🎼 Namita Agrawal - Bhabapurna Bhajana ⏱️ 6:16
🎵 3280 characters
⏱️ 6:16 duration
🆔 ID: 9833162

📜 Lyrics

ମନ ମୋର ମନ୍ଦିର
ଶିବ ମୋର ପୂଜା
ଆଖି ବୁଜିଦେଲେ ଦିଶେ
କଇଳାସ ଧ୍ଵଜା

(ହର ହର ଶଙ୍କର, ଭୋଳା ମହେଶ୍ୱର)
(ଓଁ ନମଃ ଶିବାୟ)
(ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)

ମନ ମୋର ମନ୍ଦିର
ଶିବ ମୋର ପୂଜା
ମନ ମୋର ମନ୍ଦିର
ଶିବ ମୋର ପୂଜା

ଆଖି ବୁଜିଦେଲେ ଦିଶେ, ଆଖି ବୁଜିଦେଲେ ଦିଶେ
କଇଳାସ ଧ୍ଵଜା

(ହର ହର ଶଙ୍କର, ଭୋଳା ମହେଶ୍ୱର)
(ଓଁ ନମଃ ଶିବାୟ)
(ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)

ମୁଁ ଯେ ସଂସାରୀ ଟିଏ
ଘରର ଘରଣୀ
ମୋତେ ବା ଜାଣିବ କିଏ?
ମୁଁ ପୂଜାରିଣି, ମୁଁ ପୂଜାରିଣି

ମୁଁ ଯେ ସଂସାରୀ ଟିଏ
ଘରର ଘରଣୀ
ମୋତେ ବା ଜାଣିବ କିଏ?
ମୁଁ ପୂଜାରିଣି

ଶିବ ମୋ ସକଳ ସୁଖ
ଡ଼ାକିଲେ ଶୁଣେ ମୋ ଦୁଃଖ
ଶିବ ମୋ ସକଳ ସୁଖ
ଡ଼ାକିଲେ ଶୁଣେ ମୋ ଦୁଃଖ

ଶିବ ବିନା ଅଶିବ ରେ, ଶିବ ବିନା ଅଶିବ ରେ
ନାହିଁ ମୋର ଖୋଜା

(ହର ହର ଶଙ୍କର, ଭୋଳା ମହେଶ୍ୱର)
(ଓଁ ନମଃ ଶିବାୟ)
(ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)

ଦୁନିଆଁରେ ଯାହା ସତ୍ୟ
ତାହା ଯେ ସୁନ୍ଦର
ସେଇ ସତ୍ୟ ସୁନ୍ଦରଙ୍କୁ
ମୋର ନମସ୍କାର, ମୋର ନମସ୍କାର

ଦୁନିଆଁରେ ଯାହା ସତ୍ୟ
ତାହା ଯେ ସୁନ୍ଦର
ସେଇ ସତ୍ୟ ସୁନ୍ଦରଙ୍କୁ
ମୋର ନମସ୍କାର

ଅନ୍ତରେ ବାହାରେ ମୋର
ଭକତି ନାମ ଈଶ୍ୱର
ଅନ୍ତରେ ବାହାରେ ମୋର
ଭକତି ନାମ ଈଶ୍ୱର

ସେତିକି ଥିଲେ ନ ଥିବ, ସେତିକି ଥିଲେ ନ ଥିବ
କିଛି ଝଡ଼ଝଞ୍ଜା

ମନ ମୋର ମନ୍ଦିର
ଶିବ ମୋର ପୂଜା
ମନ ମୋର ମନ୍ଦିର
ଶିବ ମୋର ପୂଜା

ଆଖି ବୁଜିଦେଲେ ଦିଶେ, ଆଖି ବୁଜିଦେଲେ ଦିଶେ
କଇଳାସ ଧ୍ଵଜା

(ହର ହର ଶଙ୍କର, ଭୋଳା ମହେଶ୍ୱର)
(ଓଁ ନମଃ ଶିବାୟ)
(ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)
(ଓଁ ନମଃ ଶିବାୟ)

⏱️ Synced Lyrics

[00:30.77] ମନ ମୋର ମନ୍ଦିର
[00:35.93] ଶିବ ମୋର ପୂଜା
[00:40.70] ଆଖି ବୁଜିଦେଲେ ଦିଶେ
[00:44.93] କଇଳାସ ଧ୍ଵଜା
[00:48.78]
[00:58.00] (ହର ହର ଶଙ୍କର, ଭୋଳା ମହେଶ୍ୱର)
[01:01.22] (ଓଁ ନମଃ ଶିବାୟ)
[01:04.33] (ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
[01:07.54] (ଓଁ ନମଃ ଶିବାୟ)
[01:10.84] (ଓଁ ନମଃ ଶିବାୟ)
[01:14.21] (ଓଁ ନମଃ ଶିବାୟ)
[01:17.56] (ଓଁ ନମଃ ଶିବାୟ)
[01:20.78] ମନ ମୋର ମନ୍ଦିର
[01:24.36] ଶିବ ମୋର ପୂଜା
[01:27.09] ମନ ମୋର ମନ୍ଦିର
[01:30.37] ଶିବ ମୋର ପୂଜା
[01:33.35] ଆଖି ବୁଜିଦେଲେ ଦିଶେ, ଆଖି ବୁଜିଦେଲେ ଦିଶେ
[01:39.58] କଇଳାସ ଧ୍ଵଜା
[01:42.44] (ହର ହର ଶଙ୍କର, ଭୋଳା ମହେଶ୍ୱର)
[01:45.52] (ଓଁ ନମଃ ଶିବାୟ)
[01:48.52] (ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
[01:51.68] (ଓଁ ନମଃ ଶିବାୟ)
[01:54.87] (ଓଁ ନମଃ ଶିବାୟ)
[01:58.04] (ଓଁ ନମଃ ଶିବାୟ)
[02:01.26] (ଓଁ ନମଃ ଶିବାୟ)
[02:04.28]
[02:39.66] ମୁଁ ଯେ ସଂସାରୀ ଟିଏ
[02:42.65] ଘରର ଘରଣୀ
[02:45.60] ମୋତେ ବା ଜାଣିବ କିଏ?
[02:48.96] ମୁଁ ପୂଜାରିଣି, ମୁଁ ପୂଜାରିଣି
[02:54.91]
[03:01.31] ମୁଁ ଯେ ସଂସାରୀ ଟିଏ
[03:04.37] ଘରର ଘରଣୀ
[03:07.53] ମୋତେ ବା ଜାଣିବ କିଏ?
[03:10.68] ମୁଁ ପୂଜାରିଣି
[03:13.31] ଶିବ ମୋ ସକଳ ସୁଖ
[03:16.44] ଡ଼ାକିଲେ ଶୁଣେ ମୋ ଦୁଃଖ
[03:19.42] ଶିବ ମୋ ସକଳ ସୁଖ
[03:22.71] ଡ଼ାକିଲେ ଶୁଣେ ମୋ ଦୁଃଖ
[03:26.16] ଶିବ ବିନା ଅଶିବ ରେ, ଶିବ ବିନା ଅଶିବ ରେ
[03:32.16] ନାହିଁ ମୋର ଖୋଜା
[03:35.05] (ହର ହର ଶଙ୍କର, ଭୋଳା ମହେଶ୍ୱର)
[03:38.01] (ଓଁ ନମଃ ଶିବାୟ)
[03:41.27] (ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
[03:44.42] (ଓଁ ନମଃ ଶିବାୟ)
[03:47.59] (ଓଁ ନମଃ ଶିବାୟ)
[03:50.83] (ଓଁ ନମଃ ଶିବାୟ)
[03:53.92] (ଓଁ ନମଃ ଶିବାୟ)
[03:56.87]
[04:32.47] ଦୁନିଆଁରେ ଯାହା ସତ୍ୟ
[04:35.40] ତାହା ଯେ ସୁନ୍ଦର
[04:38.50] ସେଇ ସତ୍ୟ ସୁନ୍ଦରଙ୍କୁ
[04:41.61] ମୋର ନମସ୍କାର, ମୋର ନମସ୍କାର
[04:53.82] ଦୁନିଆଁରେ ଯାହା ସତ୍ୟ
[04:57.12] ତାହା ଯେ ସୁନ୍ଦର
[05:00.10] ସେଇ ସତ୍ୟ ସୁନ୍ଦରଙ୍କୁ
[05:03.19] ମୋର ନମସ୍କାର
[05:06.16] ଅନ୍ତରେ ବାହାରେ ମୋର
[05:09.27] ଭକତି ନାମ ଈଶ୍ୱର
[05:12.24] ଅନ୍ତରେ ବାହାରେ ମୋର
[05:15.21] ଭକତି ନାମ ଈଶ୍ୱର
[05:18.78] ସେତିକି ଥିଲେ ନ ଥିବ, ସେତିକି ଥିଲେ ନ ଥିବ
[05:24.91] କିଛି ଝଡ଼ଝଞ୍ଜା
[05:27.53] ମନ ମୋର ମନ୍ଦିର
[05:30.94] ଶିବ ମୋର ପୂଜା
[05:33.64] ମନ ମୋର ମନ୍ଦିର
[05:37.01] ଶିବ ମୋର ପୂଜା
[05:40.15] ଆଖି ବୁଜିଦେଲେ ଦିଶେ, ଆଖି ବୁଜିଦେଲେ ଦିଶେ
[05:46.48] କଇଳାସ ଧ୍ଵଜା
[05:49.03] (ହର ହର ଶଙ୍କର, ଭୋଳା ମହେଶ୍ୱର)
[05:52.16] (ଓଁ ନମଃ ଶିବାୟ)
[05:55.45] (ଜୟ ଜୟ ଈଶ୍ୱର, ମହା ଯୋଗେଶ୍ୱର)
[05:58.29] (ଓଁ ନମଃ ଶିବାୟ)
[06:01.72] (ଓଁ ନମଃ ଶିବାୟ)
[06:04.76] (ଓଁ ନମଃ ଶିବାୟ)
[06:08.07] (ଓଁ ନମଃ ଶିବାୟ)
[06:11.36]

⭐ Rate These Lyrics

Average: 0.0/5 • 0 ratings