Tu Para Mo Aakhira Anjana
🎵 2777 characters
⏱️ 4:46 duration
🆔 ID: 9883414
📜 Lyrics
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ଯଶୋଦାର ମନ ନେଇ ଦିନ କାଟୁଚି
ଦେବକୀର ଦୁଃଖ ସହି ରାତି ବିତୁଚି
ଧନ ଡାକି, କୋଳେ ଧରି ଗେଲ କରୁଚି
ହେଲେ ତୋର ମାଆ କି ମୁଁ ହେଇ ପାରୁଚି?
ଆଖିକୁ ସିନା କାଠ-କଣ୍ଢେଇ
ମନରେ ତୁ ତ କଳା-କହ୍ନେଇ
କହ କେବେ ସତ ହବ ମୋର ସପନ. ସପନ, ସପନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ଶହ-ଶହ ଦାସୀ ମଧ୍ୟେ ରାଧା ତ ଜଣେ
ଶହ-ଶହ ମାଆ ମଧ୍ୟେ ମୁଁ ପରା ଜଣେ
ଏ ଜନମେ ଦେଲୁ ସିନା ମୋତେ ତୁ ଠକି
ଆର ଜନମେ ନିଶ୍ଚେ ହେବି ଦେବକୀ
ସହିବି ପଛେ ଦୁଃଖ ଦହନ
ଭୋଗିବି ପଛେ କାରା ବରଣ
ହେଲେ ତତେ କରିବି ମୋ କୂଳ-ନନ୍ଦନ, ନନ୍ଦନ, ନନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ଯଶୋଦାର ମନ ନେଇ ଦିନ କାଟୁଚି
ଦେବକୀର ଦୁଃଖ ସହି ରାତି ବିତୁଚି
ଧନ ଡାକି, କୋଳେ ଧରି ଗେଲ କରୁଚି
ହେଲେ ତୋର ମାଆ କି ମୁଁ ହେଇ ପାରୁଚି?
ଆଖିକୁ ସିନା କାଠ-କଣ୍ଢେଇ
ମନରେ ତୁ ତ କଳା-କହ୍ନେଇ
କହ କେବେ ସତ ହବ ମୋର ସପନ. ସପନ, ସପନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ଶହ-ଶହ ଦାସୀ ମଧ୍ୟେ ରାଧା ତ ଜଣେ
ଶହ-ଶହ ମାଆ ମଧ୍ୟେ ମୁଁ ପରା ଜଣେ
ଏ ଜନମେ ଦେଲୁ ସିନା ମୋତେ ତୁ ଠକି
ଆର ଜନମେ ନିଶ୍ଚେ ହେବି ଦେବକୀ
ସହିବି ପଛେ ଦୁଃଖ ଦହନ
ଭୋଗିବି ପଛେ କାରା ବରଣ
ହେଲେ ତତେ କରିବି ମୋ କୂଳ-ନନ୍ଦନ, ନନ୍ଦନ, ନନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ହୃଦର ଚନ୍ଦନ
ହାଏରେ ମୋର କଳା-କାଞ୍ଚନ
ତୁ ପରା ମୋ ଆଖିର ଅଞ୍ଜନ
ତୁ ପରା ମୋ ହୃଦର ଚନ୍ଦନ
⏱️ Synced Lyrics
[00:28.91] ତୁ ପରା ମୋ ଆଖିର ଅଞ୍ଜନ
[00:31.61] ହାଏରେ ମୋର କଳା-କାଞ୍ଚନ
[00:36.79] ତୁ ପରା ମୋ ହୃଦର ଚନ୍ଦନ
[00:39.70] ହାଏରେ ମୋର କଳା-କାଞ୍ଚନ
[00:44.85] ତୁ ପରା ମୋ ଆଖିର ଅଞ୍ଜନ
[00:47.65] ହାଏରେ ମୋର କଳା-କାଞ୍ଚନ
[00:50.95] ତୁ ପରା ମୋ ହୃଦର ଚନ୍ଦନ
[00:53.75] ହାଏରେ ମୋର କଳା-କାଞ୍ଚନ
[00:56.68] ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
[01:05.62] ହାଏରେ ମୋର କଳା-କାଞ୍ଚନ
[01:08.82] ତୁ ପରା ମୋ ଆଖିର ଅଞ୍ଜନ
[01:11.63] ହାଏରେ ମୋର କଳା-କାଞ୍ଚନ
[01:14.95]
[01:46.88] ଯଶୋଦାର ମନ ନେଇ ଦିନ କାଟୁଚି
[01:50.83] ଦେବକୀର ଦୁଃଖ ସହି ରାତି ବିତୁଚି
[01:58.80] ଧନ ଡାକି, କୋଳେ ଧରି ଗେଲ କରୁଚି
[02:02.92] ହେଲେ ତୋର ମାଆ କି ମୁଁ ହେଇ ପାରୁଚି?
[02:07.23] ଆଖିକୁ ସିନା କାଠ-କଣ୍ଢେଇ
[02:11.08] ମନରେ ତୁ ତ କଳା-କହ୍ନେଇ
[02:14.37] କହ କେବେ ସତ ହବ ମୋର ସପନ. ସପନ, ସପନ
[02:23.65] ହାଏରେ ମୋର କଳା-କାଞ୍ଚନ
[02:26.90] ତୁ ପରା ମୋ ଆଖିର ଅଞ୍ଜନ
[02:29.64] ହାଏରେ ମୋର କଳା-କାଞ୍ଚନ
[02:33.05]
[02:56.87] ଶହ-ଶହ ଦାସୀ ମଧ୍ୟେ ରାଧା ତ ଜଣେ
[03:00.76] ଶହ-ଶହ ମାଆ ମଧ୍ୟେ ମୁଁ ପରା ଜଣେ
[03:08.85] ଏ ଜନମେ ଦେଲୁ ସିନା ମୋତେ ତୁ ଠକି
[03:12.83] ଆର ଜନମେ ନିଶ୍ଚେ ହେବି ଦେବକୀ
[03:17.15] ସହିବି ପଛେ ଦୁଃଖ ଦହନ
[03:21.24] ଭୋଗିବି ପଛେ କାରା ବରଣ
[03:24.30] ହେଲେ ତତେ କରିବି ମୋ କୂଳ-ନନ୍ଦନ, ନନ୍ଦନ, ନନ୍ଦନ
[03:33.66] ହାଏରେ ମୋର କଳା-କାଞ୍ଚନ
[03:36.97] ତୁ ପରା ମୋ ଆଖିର ଅଞ୍ଜନ
[03:39.61] ହାଏରେ ମୋର କଳା-କାଞ୍ଚନ
[03:44.98] ତୁ ପରା ମୋ ହୃଦର ଚନ୍ଦନ
[03:47.75] ହାଏରେ ମୋର କଳା-କାଞ୍ଚନ
[03:52.91] ତୁ ପରା ମୋ ଆଖିର ଅଞ୍ଜନ
[03:55.73] ହାଏରେ ମୋର କଳା-କାଞ୍ଚନ
[03:58.81] ତୁ ପରା ମୋ ହୃଦର ଚନ୍ଦନ
[04:01.77] ହାଏରେ ମୋର କଳା-କାଞ୍ଚନ
[04:04.49] ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
[04:13.79] ହାଏରେ ମୋର କଳା-କାଞ୍ଚନ
[04:16.89] ତୁ ପରା ମୋ ଆଖିର ଅଞ୍ଜନ
[04:19.62] ହାଏରେ ମୋର କଳା-କାଞ୍ଚନ
[04:22.93] ତୁ ପରା ମୋ ହୃଦର ଚନ୍ଦନ
[04:25.78] ହାଏରେ ମୋର କଳା-କାଞ୍ଚନ
[04:28.86] ତୁ ପରା ମୋ ଆଖିର ଅଞ୍ଜନ
[04:34.84] ତୁ ପରା ମୋ ହୃଦର ଚନ୍ଦନ
[04:37.40]
[00:31.61] ହାଏରେ ମୋର କଳା-କାଞ୍ଚନ
[00:36.79] ତୁ ପରା ମୋ ହୃଦର ଚନ୍ଦନ
[00:39.70] ହାଏରେ ମୋର କଳା-କାଞ୍ଚନ
[00:44.85] ତୁ ପରା ମୋ ଆଖିର ଅଞ୍ଜନ
[00:47.65] ହାଏରେ ମୋର କଳା-କାଞ୍ଚନ
[00:50.95] ତୁ ପରା ମୋ ହୃଦର ଚନ୍ଦନ
[00:53.75] ହାଏରେ ମୋର କଳା-କାଞ୍ଚନ
[00:56.68] ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
[01:05.62] ହାଏରେ ମୋର କଳା-କାଞ୍ଚନ
[01:08.82] ତୁ ପରା ମୋ ଆଖିର ଅଞ୍ଜନ
[01:11.63] ହାଏରେ ମୋର କଳା-କାଞ୍ଚନ
[01:14.95]
[01:46.88] ଯଶୋଦାର ମନ ନେଇ ଦିନ କାଟୁଚି
[01:50.83] ଦେବକୀର ଦୁଃଖ ସହି ରାତି ବିତୁଚି
[01:58.80] ଧନ ଡାକି, କୋଳେ ଧରି ଗେଲ କରୁଚି
[02:02.92] ହେଲେ ତୋର ମାଆ କି ମୁଁ ହେଇ ପାରୁଚି?
[02:07.23] ଆଖିକୁ ସିନା କାଠ-କଣ୍ଢେଇ
[02:11.08] ମନରେ ତୁ ତ କଳା-କହ୍ନେଇ
[02:14.37] କହ କେବେ ସତ ହବ ମୋର ସପନ. ସପନ, ସପନ
[02:23.65] ହାଏରେ ମୋର କଳା-କାଞ୍ଚନ
[02:26.90] ତୁ ପରା ମୋ ଆଖିର ଅଞ୍ଜନ
[02:29.64] ହାଏରେ ମୋର କଳା-କାଞ୍ଚନ
[02:33.05]
[02:56.87] ଶହ-ଶହ ଦାସୀ ମଧ୍ୟେ ରାଧା ତ ଜଣେ
[03:00.76] ଶହ-ଶହ ମାଆ ମଧ୍ୟେ ମୁଁ ପରା ଜଣେ
[03:08.85] ଏ ଜନମେ ଦେଲୁ ସିନା ମୋତେ ତୁ ଠକି
[03:12.83] ଆର ଜନମେ ନିଶ୍ଚେ ହେବି ଦେବକୀ
[03:17.15] ସହିବି ପଛେ ଦୁଃଖ ଦହନ
[03:21.24] ଭୋଗିବି ପଛେ କାରା ବରଣ
[03:24.30] ହେଲେ ତତେ କରିବି ମୋ କୂଳ-ନନ୍ଦନ, ନନ୍ଦନ, ନନ୍ଦନ
[03:33.66] ହାଏରେ ମୋର କଳା-କାଞ୍ଚନ
[03:36.97] ତୁ ପରା ମୋ ଆଖିର ଅଞ୍ଜନ
[03:39.61] ହାଏରେ ମୋର କଳା-କାଞ୍ଚନ
[03:44.98] ତୁ ପରା ମୋ ହୃଦର ଚନ୍ଦନ
[03:47.75] ହାଏରେ ମୋର କଳା-କାଞ୍ଚନ
[03:52.91] ତୁ ପରା ମୋ ଆଖିର ଅଞ୍ଜନ
[03:55.73] ହାଏରେ ମୋର କଳା-କାଞ୍ଚନ
[03:58.81] ତୁ ପରା ମୋ ହୃଦର ଚନ୍ଦନ
[04:01.77] ହାଏରେ ମୋର କଳା-କାଞ୍ଚନ
[04:04.49] ମୁଁ ମାଟି-ଘଟ, ତୁ ମୋର ଜୀବନ, ଜୀବନ, ଜୀବନ
[04:13.79] ହାଏରେ ମୋର କଳା-କାଞ୍ଚନ
[04:16.89] ତୁ ପରା ମୋ ଆଖିର ଅଞ୍ଜନ
[04:19.62] ହାଏରେ ମୋର କଳା-କାଞ୍ଚନ
[04:22.93] ତୁ ପରା ମୋ ହୃଦର ଚନ୍ଦନ
[04:25.78] ହାଏରେ ମୋର କଳା-କାଞ୍ଚନ
[04:28.86] ତୁ ପରା ମୋ ଆଖିର ଅଞ୍ଜନ
[04:34.84] ତୁ ପରା ମୋ ହୃଦର ଚନ୍ଦନ
[04:37.40]