Tora Ishq Re GST
🎵 3433 characters
⏱️ 4:14 duration
🆔 ID: 9891683
📜 Lyrics
Bygod ତୋର राश्के कमर
Bygod ତୋର तिरछी नजर
ହାଏରେ ମୋତେ ମୋଡ଼ିଦେଲାରେ
Bygod ତୋର बाली उमर
Bygod ତୋର multi colour
ଚୁମ୍ବକପରି ଭିଡ଼ି ନେଲାରେ
ତୋ ପାଇଁ ମୁଁ already ହେଇଗଲି ପାଗଳ
ରୂପ ତୋର costly, ତୋ ଆଗେ ମୁଁ କାଙ୍ଗାଳ
ହାଏରେ ଜବର figure ଟା ତୋର କଲା निकम्मा
ତୋର love ରେ, ତୋର इश्क़ ରେ GST ଲାଗିବନି ଜମା
ମୋତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା
ତୋର इश्क़ ରେ GST ଲାଗିବନି ଜମା
ମୋତେ ଦେଇଦେ, ଦେଇଦେ, ଦେଇଦେ ଗୋଟେ ରକେଟମାର୍କା ଚୁମ୍ମା, ଚୁମ୍ମା, ଚୁମ୍ମା
ହଁ ଯେବେଠୁ जानू ତୁ life ରେ କଲୁ ମୋର entry, entry, entry
ଆରେ ବିଦ୍ୟାରାଣ ଦିଲ ଭିତରେ ତୋ ନାଁରେ ମରିକି ସିଟି, ସିଟି, ସିଟି
ହଁ ଯେବେଠୁ darling ତୋ ସାଥେ ହେଲାଣି ମୋ meeting
ଯିଏ ଦେଖୁଛି ସିଏ କହୁଛି ମୋ ପାଇଁ ତୁ 100% fitting
Bygod ତୋର hero figure
Bygod ତୋର ରୋମିଓ ନଜର
ମନକୁ ମୋର twist କଲାରେ
Cool, cool heart ରେ ଚଲେଇଲୁ heater
ଲାଗେ ସତେ ତୋବିନା ନାହିଁ କେହି better
ରାତିସାରା ଜମା ଶୋଇପାରୁନାହିଁ ଛାତିରେ ଫୁଟେ ବୋମା
ତୋର love ରେ, ତୋର इश्क़ ରେ GST ଲାଗିଯିବ ରାମା
ତତେ ଦେବିନି, ଦେବିନି, ଦେବିନି ବାବା ରକେଟମାର୍କା ଚୁମ୍ମା

Bygod, bygod
ହାଏ ତୋ teenage ମୋ ପାଇଁ ଧରିଲାଣି pickup, pickup, pickup
ଆରେ ପ୍ରେମରେ ଆ ଚିପିକିଯିବା ପାରିବେନି କରି କେହି breakup, breakup, breakup
ହାଏ ତୋ କଥାରେ ମନଟା ହେଇଯାଏ cooling
ତୋର ଯାହା, ମୋର ତାହା ଦୁହିଁଙ୍କର same ଆଜି feeling
ଆରେ bygod ତୋର Aadhar number
Bygod ତୋର d ତୋର detail ଖବର
ମୋ ସାଥିରେ match କଲାରେ
ବମ୍-ଚିକିଚିକି-ବମ୍ ଥିଲୁ କହ କଉଠି
ତୁ କହିଲେ ତୋ ଘରେ କରିବି ମୁଁ duty
କିସ୍ତିରେ, କିସ୍ତିରେ ସୁଝିଦେବି ତୁ ଯାହାଦବୁ ଚୁମ୍ମା