Home 🎬 Bollywood 🎵 Pakistani 🎤 English Pop

Padare Naai Nali Alata

👤 Namita Agrawal 🎼 Raja Song 2020 ⏱️ 3:49
🎵 2087 characters
⏱️ 3:49 duration
🆔 ID: 9962939

📜 Lyrics

ପାଦରେ ନାଇ ନାଲି-ଅଳତା, ଯିବା ଲୋ ରଜ ବୁଲି
ଦେହରେ ମାରି ମିଠା ଅତର, ଦୋଳିରେ ଯିବା ଝୁଲି

ଟୁପୁରୁ-ଟୁପୁରୁ ବରଷେ ମେଘ, ବନସ୍ତେ ଡାକେ ଗଜ

ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ

ରଜର ଏ ଦୋଳି ପରି, ପବନର ଛାତି ଚିରି
ମନ ଆଜି ଯାଉଛି ଉଡି
ମନ ଭାରି ଛନ-ଛନ, ଖାଇଦେଇ ରଜ-ପାନ
ଖୋଲିଦିଏ ହସର ପେଡି

ହଁ, ରଜର ଏ ଦୋଳି ପରି, ପବନର ଛାତି ଚିରି
ମନ ଆଜି ଯାଉଛି ଉଡି
ମନ ଭାରି ଛନ-ଛନ, ଖାଇଦେଇ ରଜ-ପାନ
ଖୋଲିଦିଏ ହସର ପେଡି

ରଜ ତିନିଦିନ ଆଇନା ଡାକେ, ହବାକୁ ସଜବାଜ

ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ

ଆଷାଢ଼ର ନୂଆ ମେଘ, ଢାଳିଦିଏ ନୂଆ ରଙ୍ଗ
ଭିଜେ ମନ, ଭିଜୁଛି ମାଟି
ମାଟି ମା' ବସୁମତୀ, ହେଲା ସାଥେ ରଜବତୀ
ଏ ପରବ ନାହିଁ କଉଠି

ହଁ, ଆଷାଢ଼ର ନୂଆ ମେଘ, ଢାଳିଦିଏ ନୂଆ ରଙ୍ଗ
ଭିଜେ ମନ, ଭିଜୁଛି ମାଟି
ମାଟି ମା' ବସୁମତୀ, ହେଲା ସାଥେ ରଜବତୀ
ଏ ପରବ ନାହିଁ କଉଠି

ରଜ ତିନିଦିନ ମାଟି ଉପରେ ଥୁଅନା କେହି ପାଦ

ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ
ଆଇଲା ଲୋ, ଆଇଲା ଲୋ, ରଜ

⏱️ Synced Lyrics

[00:22.95] ପାଦରେ ନାଇ ନାଲି-ଅଳତା, ଯିବା ଲୋ ରଜ ବୁଲି
[00:30.65] ଦେହରେ ମାରି ମିଠା ଅତର, ଦୋଳିରେ ଯିବା ଝୁଲି
[00:38.69] ଟୁପୁରୁ-ଟୁପୁରୁ ବରଷେ ମେଘ, ବନସ୍ତେ ଡାକେ ଗଜ
[00:46.17] ଆଇଲା ଲୋ, ଆଇଲା ଲୋ, ରଜ
[00:49.86] ଆଇଲା ଲୋ, ଆଇଲା ଲୋ, ରଜ
[00:53.57] ଆଇଲା ଲୋ, ଆଇଲା ଲୋ, ରଜ
[00:57.46] ଆଇଲା ଲୋ, ଆଇଲା ଲୋ, ରଜ
[01:16.62] ରଜର ଏ ଦୋଳି ପରି, ପବନର ଛାତି ଚିରି
[01:20.61] ମନ ଆଜି ଯାଉଛି ଉଡି
[01:24.35] ମନ ଭାରି ଛନ-ଛନ, ଖାଇଦେଇ ରଜ-ପାନ
[01:28.14] ଖୋଲିଦିଏ ହସର ପେଡି
[01:39.28] ହଁ, ରଜର ଏ ଦୋଳି ପରି, ପବନର ଛାତି ଚିରି
[01:43.65] ମନ ଆଜି ଯାଉଛି ଉଡି
[01:47.49] ମନ ଭାରି ଛନ-ଛନ, ଖାଇଦେଇ ରଜ-ପାନ
[01:51.32] ଖୋଲିଦିଏ ହସର ପେଡି
[01:55.38] ରଜ ତିନିଦିନ ଆଇନା ଡାକେ, ହବାକୁ ସଜବାଜ
[02:02.73] ଆଇଲା ଲୋ, ଆଇଲା ଲୋ, ରଜ
[02:06.68] ଆଇଲା ଲୋ, ଆଇଲା ଲୋ, ରଜ
[02:10.55] ଆଇଲା ଲୋ, ଆଇଲା ଲୋ, ରଜ
[02:14.23] ଆଇଲା ଲୋ, ଆଇଲା ଲୋ, ରଜ
[02:41.37] ଆଷାଢ଼ର ନୂଆ ମେଘ, ଢାଳିଦିଏ ନୂଆ ରଙ୍ଗ
[02:45.07] ଭିଜେ ମନ, ଭିଜୁଛି ମାଟି
[02:48.85] ମାଟି ମା' ବସୁମତୀ, ହେଲା ସାଥେ ରଜବତୀ
[02:52.76] ଏ ପରବ ନାହିଁ କଉଠି
[03:03.66] ହଁ, ଆଷାଢ଼ର ନୂଆ ମେଘ, ଢାଳିଦିଏ ନୂଆ ରଙ୍ଗ
[03:08.15] ଭିଜେ ମନ, ଭିଜୁଛି ମାଟି
[03:12.06] ମାଟି ମା' ବସୁମତୀ, ହେଲା ସାଥେ ରଜବତୀ
[03:15.82] ଏ ପରବ ନାହିଁ କଉଠି
[03:19.99] ରଜ ତିନିଦିନ ମାଟି ଉପରେ ଥୁଅନା କେହି ପାଦ
[03:27.23] ଆଇଲା ଲୋ, ଆଇଲା ଲୋ, ରଜ
[03:31.15] ଆଇଲା ଲୋ, ଆଇଲା ଲୋ, ରଜ
[03:35.04] ଆଇଲା ଲୋ, ଆଇଲା ଲୋ, ରଜ
[03:38.78] ଆଇଲା ଲୋ, ଆଇଲା ଲୋ, ରଜ
[03:42.43]

⭐ Rate These Lyrics

Average: 0.0/5 • 0 ratings