Home 🎬 Bollywood 🎵 Pakistani 🎤 English Pop

Nagin Nagin

👤 Tariq Aziz 🎼 Sister Sridevi ⏱️ 3:59
🎵 2266 characters
⏱️ 3:59 duration
🆔 ID: 9963295

📜 Lyrics

ଓ, ଖୁଲମ-ଖୁଲା whistle ମାରି
Start କଲୁ love story
ବୁଲି ଖଟି ସବୁ ଭୁଲି
ତୋ ପାଇଁ ବୁଲେ ଘିରି-ଘିରି

ଆରେ, hero ହେଇ ତୋର life ରେ କେବେଲୋ କରିବି କହ ମୁଁ in?

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन

ଆରେ, ଅଙ୍କା-ବଙ୍କା ହାଏ ତୋର Snake ବାଲା ଚାଲି
ଛାତି ତଳେ बिन ବଯାଏ ମୋର daily-daily
ହାଏ, ତୋ ଆଖିରେ ଯେବେ ମୋର ଆଖି-ଖେଳ ଚାଲେ
तनु डोले, मोनू डोले ସବୁକିଛି हुल्ले

ଯବାନୀର ଚୋଟ ମାରି
କରିଦେଲୁ ମନ ଚୋରି
ତୋ ପ୍ରେମର ବିଶ୍ୱଜ୍ୱାଳା
ଚଢିଯାଏ ଥିରି-ଥିରି

ତୋର ମୋର କେବେ romance ହବ କହ? ଆଗେଇବ love-scene

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन

ओ, काले-काले जुल्फों वाली ଲାଗୁଛୁ ଲୋ ଚୋଖା
ତୁ କହିଲେ जान ଦବ ତୋ ପାଇଁ ଏ ଟୋକା
ଆରେ, ଥରେ ଖାଲି heart ଖୋଲି ପାଇଯା ଲୋ ଭଲ
January ରୁ December କରିବି ତତେ ଗେଲ

କହେ ମୋ जख्मी ଦିଲ୍ छोरी
ଲାଖିଯା medicine ପରି
ତୋ ପ୍ରେମର ମଲମରେ
जखम ସବୁ ଯିବ ଭରି

Darling ତୋର ଲାଗି ହେଲି ପ୍ରେମରୋଗୀ, ତୁ ପରା ମୋ Vitamin

ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन, नागिन-नागिन, नागिन-नागिन

⏱️ Synced Lyrics

[00:39.46] ଓ, ଖୁଲମ-ଖୁଲା whistle ମାରି
[00:43.55] Start କଲୁ love story
[00:46.91] ବୁଲି ଖଟି ସବୁ ଭୁଲି
[00:50.47] ତୋ ପାଇଁ ବୁଲେ ଘିରି-ଘିରି
[00:53.52] ଆରେ, hero ହେଇ ତୋର life ରେ କେବେଲୋ କରିବି କହ ମୁଁ in?
[01:00.59] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
[01:10.83] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन
[01:20.18]
[01:40.52] ଆରେ, ଅଙ୍କା-ବଙ୍କା ହାଏ ତୋର Snake ବାଲା ଚାଲି
[01:44.17] ଛାତି ତଳେ बिन ବଯାଏ ମୋର daily-daily
[01:50.69] ହାଏ, ତୋ ଆଖିରେ ଯେବେ ମୋର ଆଖି-ଖେଳ ଚାଲେ
[01:54.60] तनु डोले, मोनू डोले ସବୁକିଛି हुल्ले
[01:58.31] ଯବାନୀର ଚୋଟ ମାରି
[02:01.92] କରିଦେଲୁ ମନ ଚୋରି
[02:05.22] ତୋ ପ୍ରେମର ବିଶ୍ୱଜ୍ୱାଳା
[02:08.70] ଚଢିଯାଏ ଥିରି-ଥିରି
[02:12.09] ତୋର ମୋର କେବେ romance ହବ କହ? ଆଗେଇବ love-scene
[02:18.86] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
[02:29.26] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
[02:34.96]
[02:55.14] ओ, काले-काले जुल्फों वाली ଲାଗୁଛୁ ଲୋ ଚୋଖା
[02:58.91] ତୁ କହିଲେ जान ଦବ ତୋ ପାଇଁ ଏ ଟୋକା
[03:05.57] ଆରେ, ଥରେ ଖାଲି heart ଖୋଲି ପାଇଯା ଲୋ ଭଲ
[03:09.41] January ରୁ December କରିବି ତତେ ଗେଲ
[03:13.02] କହେ ମୋ जख्मी ଦିଲ୍ छोरी
[03:16.64] ଲାଖିଯା medicine ପରି
[03:20.04] ତୋ ପ୍ରେମର ମଲମରେ
[03:23.51] जखम ସବୁ ଯିବ ଭରି
[03:26.85] Darling ତୋର ଲାଗି ହେଲି ପ୍ରେମରୋଗୀ, ତୁ ପରା ମୋ Vitamin
[03:33.58] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन
[03:44.03] ମୋ Heroine, ତୋ ପାଇଁ ଦିଲ୍ ହୁଏ नागिन-नागिन, नागिन-नागिन, नागिन-नागिन, नागिन-नागिन, नागिन-नागिन
[03:56.96]

⭐ Rate These Lyrics

Average: 0.0/5 • 0 ratings