Home 🎬 Bollywood 🎵 Pakistani 🎤 English Pop

Malika Chal Jiba Chilika

👤 Humane Sagar, Sonali Nanda, Swapna Pati 🎼 Mal Mahu Jiban Mati ⏱️ 4:40
🎵 2895 characters
⏱️ 4:40 duration
🆔 ID: 9963305

📜 Lyrics

ଆରେ ଯେବେଠାରୁ जानू ତତେ ଲା-ଲା-ଲା love କଲିଣି
God promise ତୋ ପାଇଁକି ପ-ପ-ପ ପଗଲା ହେଲିଣି
ଆରେ ଯେବେଠାରୁ जानू ତତେ ଲା-ଲା-ଲା love କଲିଣି
God promise ତୋ ପାଇଁକି ପ-ପ-ପ ପଗଲା ହେଲିଣି

ଜାଗା ଖୋଜୁଛି ମୁଁ ହାଏ daily, daily
ତତେ dating ପାଇଁ ଟିକେ ନେବି ବୋଲି
କୁଚି, ପୁଚି, ମୁଚି ଲୁଚିଲୁଚିକା
କଉଠି ନବୁ? ଏ ଧନ କୁଆଡେ ନବୁ?

ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
ଆରେ ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା, let's go ଚିଲିକା

ଆରେ ହଏରେ ତୋର handsome figure ବଢ଼ିଆ, ବଢ଼ିଆ
ଚାଲ କରିବା ପ୍ରେମ ଅନୁକୂଳ ବାଡେଇ ନଡ଼ିଆ
କଉଠି ଥିଲୁ ଏତେ ଦିନ ତୁ ଚଟକି चिड़िया?
ଲାଗୁଛୁ ସତେ ଆଲିଆ ଭଟ୍ଟର ଭଉଣୀ जुड़वा

ସତେ ଜମିଯିବ ଆମ ରାସଲୀଳା
Long-drive ରେ ତୁ ମୋତେ ନେଇକି ପଳା
Humps ଦେଖି ଗାଡି କାଚିକାଚିକା
ମୋ ସଥେ ଯିବୁ? ମା'ରାଣ ସତରେ ଯିବୁ?

ହଁ, ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
ଏଇ, ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା

ମନକୁ ମୋର ତତେଇ ଦେଲୁ ହାଏ ମୋ heroine
ଚାଲ କରିବା day ରୁ night romantic ବାଲା scene
ଆରେ, ରେ, ରେ ମୁଁତ ready ଆରେ खिलाड़ी ଯୁଆଡେ ନେବୁ ନେ
ସବୁ ଟୋକାଙ୍କ ଛାତି ଉପରେ ଖଇନି ଦଳିଦେ

ଆଲୋ ଯାହାହେଲା ପୁରା ମସ୍ତ ହେଲା
ଏବେ ଆମେ ଦୁହେଁ fresh मजनू, लैला
ଚାଲ ହଲ୍ଲା କରିଦେବା ବୁଲିବୁଲିକା
କୁଆଡେ ନବୁ? ଏ ଗେଲ୍ହୁ କେବେ ନବୁ?

ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
ହଁ ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
ଓ ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
ନେଇଯା ମୋତେ ଚିଲିକା, ଚାଲଯିବା ଚିଲିକା
ନେଇଯା ମୋତେ ଚିଲିକା

⏱️ Synced Lyrics

[00:30.72] ଆରେ ଯେବେଠାରୁ जानू ତତେ ଲା-ଲା-ଲା love କଲିଣି
[00:35.69] God promise ତୋ ପାଇଁକି ପ-ପ-ପ ପଗଲା ହେଲିଣି
[00:46.11] ଆରେ ଯେବେଠାରୁ जानू ତତେ ଲା-ଲା-ଲା love କଲିଣି
[00:51.26] God promise ତୋ ପାଇଁକି ପ-ପ-ପ ପଗଲା ହେଲିଣି
[00:55.25] ଜାଗା ଖୋଜୁଛି ମୁଁ ହାଏ daily, daily
[00:58.46] ତତେ dating ପାଇଁ ଟିକେ ନେବି ବୋଲି
[01:01.75] କୁଚି, ପୁଚି, ମୁଚି ଲୁଚିଲୁଚିକା
[01:06.69] କଉଠି ନବୁ? ଏ ଧନ କୁଆଡେ ନବୁ?
[01:09.42] ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
[01:20.33] ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
[01:30.73] ଆରେ ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା, let's go ଚିଲିକା
[01:58.28] ଆରେ ହଏରେ ତୋର handsome figure ବଢ଼ିଆ, ବଢ଼ିଆ
[02:04.84] ଚାଲ କରିବା ପ୍ରେମ ଅନୁକୂଳ ବାଡେଇ ନଡ଼ିଆ
[02:17.20] କଉଠି ଥିଲୁ ଏତେ ଦିନ ତୁ ଚଟକି चिड़िया?
[02:23.22] ଲାଗୁଛୁ ସତେ ଆଲିଆ ଭଟ୍ଟର ଭଉଣୀ जुड़वा
[02:29.03] ସତେ ଜମିଯିବ ଆମ ରାସଲୀଳା
[02:32.38] Long-drive ରେ ତୁ ମୋତେ ନେଇକି ପଳା
[02:35.78] Humps ଦେଖି ଗାଡି କାଚିକାଚିକା
[02:40.26] ମୋ ସଥେ ଯିବୁ? ମା'ରାଣ ସତରେ ଯିବୁ?
[02:43.09] ହଁ, ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
[02:53.74] ଏଇ, ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
[03:18.87] ମନକୁ ମୋର ତତେଇ ଦେଲୁ ହାଏ ମୋ heroine
[03:24.97] ଚାଲ କରିବା day ରୁ night romantic ବାଲା scene
[03:36.75] ଆରେ, ରେ, ରେ ମୁଁତ ready ଆରେ खिलाड़ी ଯୁଆଡେ ନେବୁ ନେ
[03:43.34] ସବୁ ଟୋକାଙ୍କ ଛାତି ଉପରେ ଖଇନି ଦଳିଦେ
[03:49.16] ଆଲୋ ଯାହାହେଲା ପୁରା ମସ୍ତ ହେଲା
[03:52.35] ଏବେ ଆମେ ଦୁହେଁ fresh मजनू, लैला
[03:55.30] ଚାଲ ହଲ୍ଲା କରିଦେବା ବୁଲିବୁଲିକା
[04:00.37] କୁଆଡେ ନବୁ? ଏ ଗେଲ୍ହୁ କେବେ ନବୁ?
[04:03.37] ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
[04:13.51] ହଁ ମଲ୍ଲିକା, ମୁଁ, ମୁଁ ମଲ୍ଲିକା ନେଇଯା ମୋତେ ଚିଲିକା
[04:24.58] ଓ ମଲ୍ଲିକା, ମ-ମ ମଲ୍ଲିକା ଚାଲଯିବା ଚିଲିକା
[04:29.66] ନେଇଯା ମୋତେ ଚିଲିକା, ଚାଲଯିବା ଚିଲିକା
[04:32.71] ନେଇଯା ମୋତେ ଚିଲିକା
[04:34.83]

⭐ Rate These Lyrics

Average: 0.0/5 • 0 ratings