Chandaru Chandini
🎵 1911 characters
⏱️ 4:25 duration
🆔 ID: 9965646
📜 Lyrics
ଚାନ୍ଦରୁ ଚାନ୍ଦିନୀ, ତାରାରୁ ରୋଷଣୀ
ଚୋରେଇ ଆଣିଛୁ, କା'ପାଇଁ ସଜନୀ?
ରୂପ ରାଇଜର ସତେ ଲାଗୁ ରାଜଜେମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
ଶୁଭ ବିବାହ ପୁଜା ସାଥେ ପ୍ରେମର
ମାଟିରେ ତୁ ପାଦ ତୋର ଥୋଇଦେଲେ ହାଏ
ନାଲି ଅଳତାରେ ଗାରେ ମୋତି ଝରିଯାଏ
ହୋ, ସରଗରୁ ଖସିଛୁ ତୁ ସଜ ପାରିଜାତ
ଭାଗ୍ୟ ଥିବ ତାର ଯିଏ ଧରିବ ତୋ ହାତ
କୋଇଲି ରାଗିଣି, ହରିଣୀ ଚାହାଣି
ଚୋରେଇ ଚାହିଁଛୁ କା' ବାଟ ସଜନୀ?
ନାଲି ଓଢଣୀ ଭିତରୁ ଚାହିଁବୁନି ଜମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
ମନ ମୋର କହେ ଆଜି ଦେଖି ତୋର ଲାଜ
ମୋ ପାଇଁ ବି ଜଣେ କିଏ ହବ ଦିନେ ସଜ
ହୋ, ହୁଅନ୍ତା କି ସତେ ସିଏ ତୋ ପରି ସୁନ୍ଦରୀ?
ଲୁଚେଇ ରଖନ୍ତି ତାକୁ ପଲକରେ ଭରି
ତୁ ବନ ହଂସିନୀ, ରୂପରେ ମୋହିନୀ
ଯାହାର ହବୁ ତୁ ପ୍ରେମ ସୁହାଗିନୀ
ଡେଇଁ ପାରିବନି ସିଏ ତୋ ପ୍ରେମର ସୀମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
ଚୋରେଇ ଆଣିଛୁ, କା'ପାଇଁ ସଜନୀ?
ରୂପ ରାଇଜର ସତେ ଲାଗୁ ରାଜଜେମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
ଶୁଭ ବିବାହ ପୁଜା ସାଥେ ପ୍ରେମର
ମାଟିରେ ତୁ ପାଦ ତୋର ଥୋଇଦେଲେ ହାଏ
ନାଲି ଅଳତାରେ ଗାରେ ମୋତି ଝରିଯାଏ
ହୋ, ସରଗରୁ ଖସିଛୁ ତୁ ସଜ ପାରିଜାତ
ଭାଗ୍ୟ ଥିବ ତାର ଯିଏ ଧରିବ ତୋ ହାତ
କୋଇଲି ରାଗିଣି, ହରିଣୀ ଚାହାଣି
ଚୋରେଇ ଚାହିଁଛୁ କା' ବାଟ ସଜନୀ?
ନାଲି ଓଢଣୀ ଭିତରୁ ଚାହିଁବୁନି ଜମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
ମନ ମୋର କହେ ଆଜି ଦେଖି ତୋର ଲାଜ
ମୋ ପାଇଁ ବି ଜଣେ କିଏ ହବ ଦିନେ ସଜ
ହୋ, ହୁଅନ୍ତା କି ସତେ ସିଏ ତୋ ପରି ସୁନ୍ଦରୀ?
ଲୁଚେଇ ରଖନ୍ତି ତାକୁ ପଲକରେ ଭରି
ତୁ ବନ ହଂସିନୀ, ରୂପରେ ମୋହିନୀ
ଯାହାର ହବୁ ତୁ ପ୍ରେମ ସୁହାଗିନୀ
ଡେଇଁ ପାରିବନି ସିଏ ତୋ ପ୍ରେମର ସୀମା
କାଳେ ନଜର ଲାଗିଯିବ ତତେ ରାମାରେ ରାମା
ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
⏱️ Synced Lyrics
[00:25.58] ଚାନ୍ଦରୁ ଚାନ୍ଦିନୀ, ତାରାରୁ ରୋଷଣୀ
[00:35.67] ଚୋରେଇ ଆଣିଛୁ, କା'ପାଇଁ ସଜନୀ?
[00:43.77] ରୂପ ରାଇଜର ସତେ ଲାଗୁ ରାଜଜେମା
[00:49.47] କାଳେ ନଜର ଲାଗିଯିବ ତତେ ରାମାରେ ରାମା
[00:54.33] ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
[00:59.13]
[01:09.70] ଶୁଭ ବିବାହ ପୁଜା ସାଥେ ପ୍ରେମର
[01:19.39]
[01:41.24] ମାଟିରେ ତୁ ପାଦ ତୋର ଥୋଇଦେଲେ ହାଏ
[01:46.11] ନାଲି ଅଳତାରେ ଗାରେ ମୋତି ଝରିଯାଏ
[01:55.53] ହୋ, ସରଗରୁ ଖସିଛୁ ତୁ ସଜ ପାରିଜାତ
[02:01.54] ଭାଗ୍ୟ ଥିବ ତାର ଯିଏ ଧରିବ ତୋ ହାତ
[02:06.44] କୋଇଲି ରାଗିଣି, ହରିଣୀ ଚାହାଣି
[02:11.35] ଚୋରେଇ ଚାହିଁଛୁ କା' ବାଟ ସଜନୀ?
[02:16.81] ନାଲି ଓଢଣୀ ଭିତରୁ ଚାହିଁବୁନି ଜମା
[02:22.57] କାଳେ ନଜର ଲାଗିଯିବ ତତେ ରାମାରେ ରାମା
[02:27.78] ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
[02:32.98]
[02:58.96] ମନ ମୋର କହେ ଆଜି ଦେଖି ତୋର ଲାଜ
[03:04.10] ମୋ ପାଇଁ ବି ଜଣେ କିଏ ହବ ଦିନେ ସଜ
[03:18.38] ହୋ, ହୁଅନ୍ତା କି ସତେ ସିଏ ତୋ ପରି ସୁନ୍ଦରୀ?
[03:24.66] ଲୁଚେଇ ରଖନ୍ତି ତାକୁ ପଲକରେ ଭରି
[03:29.39] ତୁ ବନ ହଂସିନୀ, ରୂପରେ ମୋହିନୀ
[03:34.24] ଯାହାର ହବୁ ତୁ ପ୍ରେମ ସୁହାଗିନୀ
[03:39.62] ଡେଇଁ ପାରିବନି ସିଏ ତୋ ପ୍ରେମର ସୀମା
[03:45.62] କାଳେ ନଜର ଲାଗିଯିବ ତତେ ରାମାରେ ରାମା
[03:50.79] ତୋ ଚେହେରା ଟିକେ ଲୁଚେଇଦେ ରାମାରେ ରାମା
[03:55.98]